ଗାୟକ ଅରଜିତ ସିଂ ଗୋଟିଏ ଘଣ୍ଟାର ପ୍ରୋଗ୍ରାମ ପାଇଁ କେତେ ଟଙ୍କା ନିଅନ୍ତି ? ତାଙ୍କ ଫିସ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ବଡ଼-ବଡ଼ ଆକ୍ଟର ମଧ୍ୟ ରହିଯାଆନ୍ତି ପଛରେ !

ଗାୟକ ଅରିଜିତ ସିଂ ଆଜିକାଲି ବଲିଉଡରେ ଛାଇ ହୋଇ ରହିଛନ୍ତି | ତାଙ୍କର ସୁମଧୁର ସ୍ୱରରର ଲୋକମାନେ ପ୍ରଶଂସକ ଅଟନ୍ତି | ଯେପରି ହିଁ ସେ ଗୀତ ଗାଇବା ଆରମ୍ଭ କରନ୍ତି ସେମିତି ହିଁ ତାଙ୍କ ପ୍ରଶଂସକମାନେ ସବୁକିଛି ଭୁଲିଯାଆନ୍ତି ଏବଂ କେବଳ ତାଙ୍କ ସ୍ୱରରେ ମଜିକି ରୁହନ୍ତି | ଆରିଜିତ୍ ଏହି ସଫଳତା ଏମିତି ହିଁ ମିଳିନାହିଁ | ଏଥିପାଇଁ ସେ ବହୁତ ସଂ-ଘ-ର୍ଷ କରିଛନ୍ତି।

ଅନେକ ଥର ରିଜେକ୍ସନ ହୋଇ ସେ ଆଜି ଏହି ଜାଗା ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି | ଯେଉଁଠାରେ ତାଙ୍କ ମୁକାବିଲା ହିଁ ଅତ୍ୟନ୍ତ କଠିନ ଅଟେ | ଏହି ଗାୟକଙ୍କୁ କୌଣସି ପ୍ରକାରର ଗୀତ ଦିଆଯାଉ ପଛେ , ସେ ସେହି ଗୀତରେ ମିଶି ଯାଆନ୍ତି | ଏମିତିରେ ତ ଆରିଜିତ୍ ସବୁବେଳେ ସାଧାରଣ ରୁହନ୍ତି କିନ୍ତୁ କଣ ଆପଣଙ୍କୁ ଏହାଙ୍କର ଫିସ ବିଷୟରେ ଜଣା ଅଛି | ଗୋଟେ ଘଣ୍ଟା ପାଇଁ ସେ ଯେତିକି ଟଙ୍କା ନିଅନ୍ତି, ସେତିକି ତ ବଡ ବଡ ଆକ୍ଟର ମାନଙ୍କୁ ମଧ୍ୟ ମିଳିନଥାଏ |

ଦୁଇଥର ବିବାହ କରିସାରିଛନ୍ତି ଆରିଜିତ୍:-

ଆରିଜିତ ସିଂ ଏପ୍ରିଲ 25 ରେ ନିଜର 34 ତମ ଜନ୍ମଦିନ ପାଳିବାକୁ ଯାଉଛନ୍ତି | ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଲୋକମାନଙ୍କୁ ଏମିତିରେ ବହୁତ କମ ଜଣାଅଛି | ଏହାର ଗୋଟେ କାରଣ ମଧ୍ୟ ସେ ନିଜେ କାରଣ ତାଙ୍କର ପର୍ସନାଲ୍ ଜୀବନ ବିଷୟରେ କଥା ହେବାକୁ ସେ ପସନ୍ଦ କରନ୍ତି ନାହିଁ | ଏହାପରେ ମଧ୍ୟ ଆମେ ଆପଣଙ୍କୁ କହିରଖୁଛୁ ଯେ ଆରିଜିତ ସିଂ ଦୁଇ ଥର ବିବାହ କରିଛନ୍ତି |

ହଁ ଆଜ୍ଞା, ତାଙ୍କ ପ୍ରଥମ ପତ୍ନୀ ରୂପରେଖା ବାନାର୍ଜୀ ଥିଲେ | 2013 ମସିହାରେ ଦୁହେଁ ବିବାହ କରିଥିଲେ | ଆରିଜିତ ଏବଂ କୋୟଲ ଗୁରକୁଳ ଶୋ ପରେ ପରସ୍ପରଙ୍କର ନିକଟତର ହୋଇଥିଲେ | ଏହାପରେ ଦୁହେଁ ସାଥି ହୋଇ ଜୀବନ ବଞ୍ଚିବାକୁ ନିଷ୍ପତ୍ତି ନେଇଥିଲେ ଯଦିଓ ଦୁହିଁଙ୍କର ଏହି ବିବାହ ବେଶୀ ଦିନ ପର୍ଯ୍ୟନ୍ତ ଚଳିନଥିଲା | ଦୁହିଁଙ୍କର ଛା-ଡ଼ପ-ତ୍ର ହୋଇଗଲା ଏବଂ ତାଙ୍କ ରାସ୍ତା ମଧ୍ୟ ଅଲଗା ହୋଇଗଲା |

ଏହାପରେ ଆରିଜିତଙ୍କ ଜୀବନରେ ତାଙ୍କ ପୁରୁଣା ସାଙ୍ଗ ଆସିଲେ | ତାଙ୍କ ନାମ କୋୟଲ୍ ଅଟେ | କୋୟଲ୍ ଏବଂ ଅରିଜିତ ବିବାହ କେବେ କରିଲେ ଏହି ବିଷୟରେ ଆମକୁ କିଛି ସୂଚନା ମିଳିନାହିଁ କାରଣ ଏହା ବହୁତ ଗୁ-ପ୍ତ ଆକାରରେ ଅର୍ଥାତ ଲୁଚାଛପାରେ ହୋଇଥିଲା | କୋୟଲ୍ ଙ୍କର ମଧ୍ୟ ଛା-ଡ଼ପ-ତ୍ର ହୋଇଯାଇଥିଲା ଏବଂ ଆରିଜିତ ମଧ୍ୟ ରୂପରେଖାଙ୍କ ଠାରୁ ଅଲଗା ହୋଇଯାଇଥିଲେ | ବର୍ତ୍ତମାନ ଦୁହେଁ ଖୁସିରେ ରହୁଛନ୍ତି | ଏହି ଦୁହିଁଙ୍କର ବର୍ତ୍ତମାନ ଦୁଇଟି ପିଲା ମଧ୍ୟ ଅଛନ୍ତି |

ଗୋଟେ ଘଣ୍ଟାର ଫିସ ଜାଣିଲେ ହେବ ନାହିଁ ଜମା ବି ବିଶ୍ୱାସ :-

ବର୍ତ୍ତମାନ ଆମେ ଆପଣଙ୍କୁ ଅରଜିତ ସିଂ ଙ୍କ ରୋଜଗାର ବିଷୟରେ କହିବୁ | ଅରଜିତଙ୍କୁ ଯଦି ଗୋଟେ ଘଣ୍ଟା ପାଇଁ ଲାଇଭି ଫରଫାମନ୍ସ ପାଇଁ ହାୟର କରାଯାଏ ତେବେ ତାଙ୍କୁ 1.5 କୋଟି ଟଙ୍କା ଫିସ ଦେବାକୁ ପଡିଥାଏ | ହଁ ଆଜ୍ଞା, ଗୋଟେ ଘଣ୍ଟା ପାଇଁ ଏତିକି ଫିସ ନେବା ସାଥିରେ ସେ ଫିଲ୍ମ ରେ ଗୋଟେ ଗୀତ ପାଇଁ ସବୁଠାରୁ ବେଶୀ ଟଙ୍କା ନିଅନ୍ତି |

ଅରଜିତ ସିଂ ଯଦି କୌଣସି ଫିଲ୍ମରେ ଗୀତ ଗାଆନ୍ତି ତେବେ ସେ ପାଇଁ ସେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚା-ର୍ଜ କରନ୍ତି | ତାଙ୍କର ଗୋଟେ ବର୍ଷର ରୋଜଗାର ମଧ୍ୟ 70 କୋଟି ଠାରୁ ମଧ୍ୟ ଅଧିକ ଅଟେ | ଯଦିଓ ସେ ବିଶ୍ୱସ୍ତ ଭାବେ ନିଜର ଟାକ୍ସ ମଧ୍ୟ ଭାରନ୍ତି | ସେ ସବୁଠାରୁ ବେଶୀ ଟାକ୍ସ ଦେଉଥିବା ଗାୟକ ଅଟନ୍ତି | ତାଙ୍କ ନିଜର ଗୋଟେ ENJO ମଧ୍ୟ ଅଛି ଯାହା ମଧ୍ୟମ ରେ ସେ ଗରିବ ପିଲାମାନଙ୍କୁ ସାହାଯ୍ୟ କରନ୍ତି |

ଅରଜିତଙ୍କର କେବଳ ଦେଶରେ ନୁହଁ ବରଂ ବିଦେଶରେ ମଧ୍ୟ କୋଟି କୋଟି ଫ୍ୟାନ୍ସ ଅଛନ୍ତି | ସେ ଅନେକ ଥର ବି-ବା-ଦରେ ମଧ୍ୟ ରହିସାରିଛନ୍ତି | ତାଙ୍କର ଏବଂ ସଲମାନ ଖାନ ଶ-ତ୍ରୁ-ତାର ଖବର ମଧ୍ୟ ବହୁତ ଚର୍ଚ୍ଚାର ବିଷୟ ପାଲଟିଥିଲା | ଗୋଟେ ଲାଇଭି ଶୋ ରେ ସେ ସଲମାନଙ୍କ ସହ ଝ-ଗ-ଡା କରିଦେଇଥିଲେ | ଏହାପରେ ସଲମାନ ଖାନ ତାଙ୍କ ଉପରେ ରା-ଗିଯାଇଥିଲେ | ଖବର ଆସିଥିଲା ଯେ ସଲମାନ ତାଙ୍କୁ ତାଙ୍କ ଫିଲ୍ମରେ ଗାଇବା ରୁ ଅଟକେଇ ଦେଇଥିଲେ |

Leave a Reply

Your email address will not be published. Required fields are marked *