ମାନ-ସିକ ଯ-ନ୍ତ୍ର-ଣାରେ ବାପା ଓ ଝିଅ ବି-ଷ ପିଇବା ଘଟ-ଣାର ନୂଆ ମୋଡ଼ ! ଏହି ରବୀନ୍ଦ୍ର ପାଇଁ ବି-ଷ ପିଇଥିଲେ ବାପା ଝିଅ |

ଦେଖିବାକୁ ମିଳିଛି ଏକତରଫା ପ୍ରେମର କରୁଣ ପରିଣତି । ଝିଅର ଅଭି-ଯୋଗ ପରେ ବି ପୁ-ଲି-ସ କା-ର୍ଯ୍ୟାନୁ-ଷ୍ଠାନ ନେଲାନି । ଫଳରେ ଅଭି-ଯୁକ୍ତଙ୍କ ସାହସ ବଢ଼ିଯାଇଥିଲା । ଶେଷ‌‌ରେ ମାନସିକ ଭାରସାମ୍ୟ ହରାଇ ବାପା ବିଷ ପିଇବା ସହ ଝିଅକୁ ପିଆଇ ଦେଇଛନ୍ତି । ତେବେ ଝିଅ ସୁସ୍ଥ ଥିବା ବେଳେ ବାପା କିନ୍ତୁ ଜୀବନ ସଂଗ୍ରାମ କରୁଥିବା ଜଣାପଡ଼ିଛି । ଏପରି ଏକ ଅଭା-ବନୀୟ ଘ-ଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ସୋର ବ୍ଲକ୍‌ ମହୁମୁହାଣ ଗ୍ରାମର ସଂଜୟ ନାୟକଙ୍କ ଘରକୁ ବାଗୁଡ଼ି ଗ୍ରାମର ରଙ୍ଗମିସ୍ତ୍ରୀ ରବୀନ୍ଦ୍ର ଦାସ କାମ କରିବା ପାଇଁ ଆସିଥିଲେ । ଏହି ସମୟରେ ଯୁକ୍ତଦୁଇ ପ୍ରଥମ ବର୍ଷରେ ପଢ଼ୁଥିବା ସଂଜୟଙ୍କ ଝିଅ ସହ ତାଙ୍କର ପରିଚୟ ହୋଇଥିଲା । ରବୀନ୍ଦ୍ର ତାଙ୍କୁ ଭଲପାଉଥିବା କହିଥିଲେ ।

ହେଲେ ସଂଜୟଙ୍କ ଝିଅ ପ୍ରେମ ନିବେଦନକୁ ଗ୍ରହଣ କରି ନଥିଲେ । ଫଳରେ ରବୀନ୍ଦ୍ର ତାଙ୍କୁ ବିଭିନ୍ନ ପ୍ରକାର ହଇ-ରାଣ ହରକତ କରିବା ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ସୋ‌ର ଥା-ନାରେ ଅଭି-ଯୋଗ ହେବା ସହ ଆପୋସ ବୁଝାମଣା ହୋଇଥିଲା । ତଥାପି ରବୀନ୍ଦ୍ର ସୁଧୁରି ନ ଥିଲେ । ତେବେ ଗତ ୧୯ ତାରିଖ ଦିନ ସଂଜୟଙ୍କ ଝିଅ ପରୀକ୍ଷା ଦେଇ ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ ସୋର-ଗୋପୀନାଥପୁର ରାସ୍ତାର ଟିଣାପୋଲ ନିକଟରେ ଏକ କାର୍‌ ଏବଂ ଏକ ବାଇକ୍‌ରେ ରବୀନ୍ଦ୍ର ଓ ତାଙ୍କର କିଛି ସହଯୋଗୀ ଆସି ଅପ-ହର-ଣ ଉଦ୍ୟମ କରିଥିଲେ ।

ହେଲେ ଝିଅର ଉପସ୍ଥିତ ବୁଦ୍ଧି ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ସେଦିନ ସେ ବର୍ତ୍ତି ଯାଇଥିଲେ । ଝିଅ ଘରେ ପହ‌ଞ୍ଚି ବାପାମାଆଙ୍କୁ ସବୁ କଥା କହିଥିଲେ ଏବଂ ସୋର ଥା-ନାରେ ଅଭି-ଯୋଗ କରିଥିଲେ । ହେଲେ ପୁ-ଲି-ସ ମା-ମ-ଲା ରୁ-ଜୁ କରି ବସିଯାଇଥିଲା । ଫଳରେ ରବୀନ୍ଦ୍ର ଓ ତାଙ୍କ ସହଯୋଗୀମାନେ ନିର୍ଭ-ୟରେ ବାହାରେ ବୁଲାବୁଲି କରୁଥିଲେ । ଏପରି ସମୟରେ ଆଜି କା-ର୍ଯ୍ୟାନୁ-ଷ୍ଠାନ ବା-ବ-ଦରେ ବୁଝିବା ପାଇଁ ସଂଜୟ ଝିଅ ସାଙ୍ଗରେ ଏକ ବାଇକ୍‌ ଯୋଗେ ଥା-ନାକୁ ବାହାରିଥିଲେ । ଏକଥା ଜାଣି ରବୀନ୍ଦ୍ର ଓ ତାଙ୍କର ୩ ଜଣ ସହଯୋଗୀ ସେମାନଙ୍କୁ ବାଇକ୍‌ରେ ପିଛା କରିବା ସହ ଥା-ନା ଯିବା ପାଇଁ ଦେଇ ନଥିଲେ । ଦୁର୍ବୃ-ତ୍ତଙ୍କ କବଳରୁ ବର୍ତ୍ତିବା ପାଇଁ ସଂଜୟ ଭଦ୍ରକ ରାସ୍ତାରେ ଚାଲିଯାଇଥିଲେ ।

ତେବେ ମାନ-ସିକ ଆ-ଘା-ତ ଯୋଗୁଁ ଥଣ୍ଡାପାନୀୟ ରେ ବି-ଷ ମିଶାଇ ନିଜେ ପିଇବା ସହିତ ଝିଅକୁ ମଧ୍ୟ ଦେଇଥିଲେ । ସ୍ଥାନୀୟ ଲୋକ ବାପଝିଅଙ୍କୁ ଉ-ଦ୍ଧା-ର କରି ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଖବର ଅନୁସାରେ ଝିଅ ସୁସ୍ଥ ଥିବା ବେଳେ ବାପା ସଂଜୟଙ୍କ ଅବସ୍ଥା ସଂକ-ଟାପ-ନ୍ନ ରହିଛି । ତେବେ ସୋର ପୋ-ଲି-ସ ଚଢ଼ାଉ କରି ମୁଖ୍ୟ ଅଭି-ଯୁକ୍ତ ରବୀନ୍ଦ୍ରକୁ ଦହିସଡାରୁ ଗି-ର-ଫ କରିଛି l ନିଜ ସମ୍ପର୍କୀୟଙ୍କ ଛାତରେ ରବୀନ୍ଦ୍ର ଲୁ-ଚିଥିବାବେଳେ ପୋ-ଲି-ସ ମାଡି ବସିଥିଲା l ହେଲେ ଘଟ-ଣାର ଅନ୍ୟ ଦୁଇ ସହଯୋଗୀ ଏବେ ବି ଫେ-ର-ରା ଅଛନ୍ତି l

Leave a Reply

Your email address will not be published. Required fields are marked *