ସାମ୍ନାକୁ ଆସିଲା ସବୁ ସତ : ସିଲସିଲା ଦେଲା ବିସ୍ପୋ-ରକ ବ-ୟା-ନ,ମୁଁ ଡ୍ରାଇଭରର ସ୍ତ୍ରୀ କୀର୍ତିକିରଣ !

ପ୍ରେମିକାର ନାଁଟା ଯେମିତି ସିଲସିଲା ତାର କାମ ବି ଠିକ୍ ସେମିତି ସିଲସିଲା । ନାଁଟା ଯେତିକି ଶିହରଣ ଖେଳାଇଲା ଭଳିଆ, କାମ ତାଠୁ ଅଧିକ ରୋମାଞ୍ଚକର । ପ୍ରେମ ପାଇଁ ସିଲସିଲା ନାମକ ଏହି ମହିଳା ଜଣକ ନିଜ ମଥା ସିନ୍ଦୁରକୁ ବି ବାଜିରେ ଲଗାଇ ପାରନ୍ତି । ସୁପାରି ଦେଇପାରନ୍ତି ସ୍ୱାମିର ହ-ତ୍ୟା ପାଇଁ । ପ୍ରେମିକା ଆଉ ଡ୍ରାଇଭର ପ୍ରେମିକ ଦୁହେଁ ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରେ ଏକାଠି ରହୁଥିବାର ସୂଚନା ରହିଛି । ଆଉ ସେଇଠି ହିଁ ସିଲସିଲା ପ୍ରସ୍ତୁତ କରିଥିଲେ, ସ୍ୱାମୀ ହ-ତ୍ୟାର ଷ-ଡଯ-ନ୍ତ୍ର ।

୮୦ ହଜାର ଟଙ୍କାରେ ସ୍ୱାମୀ ହ-ତ୍ୟା ପାଇଁ ଦିଆଯାଇଥିଲା ସୁ-ପା-ରୀ । ବେଶ୍‌ ସାଧାସିଧା ଦିଶୁଥିବା ସିଲସିଲା ଏବେ ଫେ-ରା-ର ଅଛି । ସ୍ୱାମୀଙ୍କୁ ମାରିବା ପାଇଁ ସୁପାରି ଦେଇ ସେ ଫେ-ରା-ର ହୋଇଯାଇଛି, କେଉଁ ଅଜ୍ଞାତ ସ୍ଥାନକୁ । ଯଦି ତାଙ୍କ ଷ-ଡଯ-ନ୍ତ୍ର ସଫଳ ହୋଇଥାନ୍ତା । ତାହେଲେ ହୁଏତ ସେ ଆଜି, ନିଜ ତଥାକଥିତ ପ୍ରେମିକ ସହ ରାସ-ଲୀଳା କରୁଥାନ୍ତା । ସ୍ୱାମୀ ମ-ରିବା-ର ଖୁସିରେ ମସଗୁଲ୍‌ ହୋଇ ରାତିକୁ ରଙ୍ଗୀନ୍ କରୁଥାନ୍ତା ।  କିନ୍ତୁ ସେମିତି କିଛି ହେଲାନି । ଷ-ଡଯ-ନ୍ତ୍ର ବି-ଫଳ ହେଲା । ଧ-ରାପ-ଡିଗଲା ସୁ-ପା-ରି କି-ଲର ଓ-ର-ଫ ସିଲସିଲାଙ୍କ ପ୍ରେମିକ । ତେବେ ଘଟ-ଣାଟି ଭୁବନେଶ୍ୱର ମଞ୍ଚେଶ୍ୱର ଥା-ନା ଅଞ୍ଚଳର ।

ସିଲସିଲା ହେଉଛନ୍ତି ଜଣେ ଇଞ୍ଜିନିୟରଙ୍କ ପତ୍ନୀ । ହେଲେ ସ୍ୱାମୀ ପ୍ରେମକୁ ତୁଚ୍ଛ କରି ସିଏ ମାତିଥିଲେ, ସ୍ୱାମୀଙ୍କ ଗାଡି ଚଳାଉଥିବା ଡ୍ରାଇଭର ପ୍ରେମରେ । ରେଳବାଇର ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଅଭି-ଯୁକ୍ତ । ଡ୍ରାଇଭର ପ୍ରେମରେ ପଡ଼ିଯାଇଥିଲେ ଇଞ୍ଜିନିୟରଙ୍କ ପତ୍ନୀ । ଖାସ୍ ସେଇଥି ପାଇଁ ସବୁଦିନ ଲାଗି ସ୍ଵାମୀଙ୍କୁ ରାସ୍ତାରୁ ହଟେଇବା ପାଇଁ ରଚାଗଲା ଷ-ଡ଼ଯ-ନ୍ତ୍ର । ଏମିତି ହିଁ ସ୍ୱାମୀଙ୍କୁ ହ-ତ୍ୟା ପାଇଁ ସୁ-ପା-ରୀ ଦେଇଥିବା ରାଜଧାନୀର ମହିଳାଙ୍କୁ ନେଇ ଥମୁନି ଚର୍ଚ୍ଚା । ଏପଟେ ତାଙ୍କ ବି-ରୋ-ଧରେ ସ୍ୱାମୀଙ୍କ ହ-ତ୍ୟା ଷ-ଡ଼ଯ-ନ୍ତ୍ର ସବୁ ଅଭି-ଯୋଗକୁ ଖ-ଣ୍ଡ-ନ କରିଛନ୍ତି ଅଭି-ଯୁକ୍ତ ସିଲସିଲା ବେହେରା ।

ସାମ୍ନାକୁ ଆସି ମୁଁ ଫେ-ରା-ର ନୁହେଁ ଏଇଠି ଭୁବନେଶ୍ବରରେ ଅଛି ବୋଲି ଗଣମାଧ୍ୟମ ଆଗରେ ଇଣ୍ଟରଭ୍ୟୁ ଦେଉଛନ୍ତି । ଏପରିକି ଡ୍ରାଇଭରଙ୍କ ସହ ଅନୈତିକ ସମ୍ପର୍କ ବାବଦରେ ପ୍ରେସ ରିଲିଜ ଜାରି କରିଥିବା ପୁ-ଲି-ସ ବି-ରୋ-ଧରେ ମାନହାନି ମୋ-କଦ୍ଦ-ମା ବୋଲି ଧ-ମକ ମଧ୍ୟ ଦେଇଛନ୍ତି । ସିଲସିଲାଙ୍କ କହିବା କଥା ହେଉଛିକି ସ୍ୱାମୀଙ୍କର ଅନ୍ୟତ୍ର ସଂ-ପର୍କ ଯୋଗୁଁ ସେ ଓ ତାଙ୍କ ପୁଅ ଅଲଗା ରହୁଥିଲେ । ଆଉ କମିଶନରେଟ ପୁ-ଲି-ସର ପ୍ରେସ ରିଲିଜ ଏହି ସମ୍ପର୍କକୁ ଅନୈତିକ ଦର୍ଶାଇବାକୁ ନି-ନ୍ଦା କରିଛନ୍ତି ସିଲସିଲା । ତେବେ ଧୀରେ ଧୀରେ ଖୋଲୁଛି ସିଲାସିଲାଙ୍କ କ୍ରା-ଇ-ମ୍ ଯାହାକି ଆଗାମୀ ଭବିଷ୍ୟତରେ ସ୍ପଷ୍ଟ ହୋଇଯିବ ।

Leave a Reply

Your email address will not be published. Required fields are marked *