ବିନାୟକଙ୍କ ଉପରେ ହୋଇଥିବା ମର-ଣାତ୍ମ-କ ଆକ୍ର-ମଣ ସମ୍ପର୍କରେ ଆମେ ଭଲଭାବରେ ଜାଣୁ। ତେବେ ଏହି ଘଟ-ଣାରେ ତାଙ୍କ ଉପରେ ଯେପରି ଭାବରେ ଆକ୍ର-ମଣ ହୋଇଥିଲା ଏହା ଉପରେ ସେ ପୋ-ଲି-ସ ନିକଟରେ ଏକ ଅଭି-ଯୋଗ କରିଥିଲେ। ଏହା ସହ ତାଙ୍କର କହିବା ଅନୁସାରେ ତାଙ୍କର ପତ୍ନୀ ସିଲସିଲା ତାଙ୍କୁ ମାରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ସୁ-ପା-ରି ଦେଇଥିବା କଥା ମଧ୍ୟ ସେ ଅଭି-ଯୋଗ କରିଥିଲେ।
ତେବେ ତାଙ୍କର କହିବା ଅନୁସାରେ ତାଙ୍କର ପତ୍ନୀ ତାଙ୍କର ଡ୍ରାଇଭରଙ୍କ ସହ ଖରାପ ସମ୍ପର୍କ ରଖିଥିଲେ। ସେ ତାଙ୍କ ସହିତ ଖରାପ ସମ୍ପର୍କ ରଖିବା ପରେ ଯେତେବେଳେ ତାଙ୍କର ପତି ଏହା ସମ୍ପର୍କରେ ଜାଣି ଯାଇଥିଲେ ସେହି ସମୟରେ ତାଙ୍କର ପତିଙ୍କୁ ମା-ରି-ବା ପାଇଁ ସେ ଯୋଜନା କରିଥିଲେ। ତାଙ୍କର ପତିଙ୍କୁ ମା-ରି-ବା ପାଇଁ ସେମାନେ ଯୋଜନା କରିଥିଲେ। ତେବେ ତାଙ୍କର ପତି ଯେଉଁ ସମୟରେ ଘରୁ ବାହାରକୁ ଚାଲି ଯାଇଥିଲେ ସେହି ସମୟରେ ତାଙ୍କର ପତିଙ୍କୁ ମା-ରି-ବା ପାଇଁ ଡ୍ରାଇଭର ଓ ଦୁଇଜଣ ଯୁବକ ଆସି ତାଙ୍କ ଉପରକୁ ଆକ୍ର-ମଣ କରିଥିଲେ ବୋଲି ସେ କହିଥିଲେ।
ଏହି ଘ-ଟ-ଣା ଉପରେ ଡ଼୍ରାଇଭର ସମସ୍ତ କଥା ମାନି ନେଇଥିଲେ ବୋଲି କହିଥିଲେ। ତାଙ୍କର କହିବା ଅନୁସାରେ ତାଙ୍କୁ ବିନାୟକଙ୍କ ଉପରେ ଆକ୍ର-ମଣ କରିବା ପାଇଁ ତାଙ୍କର ପତ୍ନୀ ଟଙ୍କା ମଧ୍ୟ ଦେଇଥିଲେ। ଏହା ସହିତ ଏହି କାରଣ ପାଇଁ ସେ ତାଙ୍କର ପତିଙ୍କ ଉପରେ ଆକ୍ର-ମଣ କରିଥିଲେ। ତେବେ ପୋ-ଲି-ସର କହିବା ଅନୁସାରେ ସେ ବର୍ତ୍ତମାନ ବିନାୟକଙ୍କ ପତ୍ନୀଙ୍କୁ ଖୋ-ଜି-ବା ପାଇଁ ଅନେକ ପ୍ରୟାସ କରୁଛି। କିନ୍ତୁ ଏହା ମଧ୍ୟରେ ବର୍ତ୍ତମାନ ଏପରି ଏକ କଥା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ବର୍ତ୍ତମାନ ମିଳୁଥିବା ସୂଚନା ଅନୁସାରେ ସିଲସିଲା ନିଜେ ଗଣମାଧ୍ୟମକୁ ଡାକି ଏକ ସାକ୍ଷାତକାର ଦେଇଥିଲେ।
ଏହା ସହିତ ସେ ସମସ୍ତଙ୍କ ସମ୍ମୁଖରେ ଡ଼୍ରାଇଭର ଅଶୋକକୁ ନିଜର ଧରମ ଭାଇ ବୋଲି କହିଥିଲେ। ତେବେ ତାଙ୍କର ପତି ଅନ୍ୟ କଥା କହୁଥିବା ସମୟରେ ସେ ଆଉ କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚକିତ କରି ଦେଇଚି। ଏହା ସହ ପୋ-ଲି-ସ ଯଦି ତାଙ୍କୁ ଖୋ-ଜି-ବା ପାଇଁ ପ୍ରୟାସ କରୁଛି ତେବେ ତାଙ୍କୁ କଣ ପାଇଁ ଗି-ର-ଫ କରୁ ନାହିଁ।
ଏହା ଅନେକ ଲୋକ ପ୍ରଶ୍ନ କରିଛନ୍ତି। ଏହି ଘଟ-ଣାରେ ସେ ମୁଖ୍ୟ ଅପ-ରାଧି ବୋଲି ତାଙ୍କର ପତି କହୁଥିବା ସମୟରେ ସେ ଆଉ କିଛି କହିଛନ୍ତି। ସେ କହିଛନ୍ତିକି ତାଙ୍କର ଓ ତାଙ୍କର ପତିଙ୍କ ଅନେକ ସମୟରେ ଝ-ଗ-ଡ଼ା ହୋଇଥାଏ। ସେମାନଙ୍କ ମଧ୍ୟରେ କେବେ ମଧ୍ୟ ଭଲ ସ-ମ୍ପ-ର୍କ ରହି ନଥାଏ ବୋଲି ସେ କହିଥିଲେ। ଏହି ଘ-ଟ-ଣା ଉପରେ ସେ ଅନେକ ଦୃଢ ଭାବରେ କଥା କହିଥିଲେ। ତେବେ ଅନେକ ଲୋକ ବର୍ତ୍ତମାନ ବିନାୟକଙ୍କ ସମର୍ଥନ ନେବା ସହ ସିଲସିଲାଙ୍କୁ କେବେ ଗି-ର-ଫ କରାଯିବ ଏହା ପ୍ରଶ୍ନ କରିଛନ୍ତି।