ସବୁ ସରିଯିବ, ବଦ୍ରିନାଥରୁ ଆସିଲା ଭ-ୟାନ-କ ସଙ୍କେତ……..!

ସାମ୍ପ୍ରତିକ ସମାଜରେ ଅ-ନ୍ୟା-ୟ ଅ-ତ୍ୟାଚା-ର ଅଧର୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରାଣୀ ସମାଜ ସର୍ବଦା କଳୁ-ଷିତ ପଥ ଦେଇ ଅତିକ୍ରମ କରୁଛି । ଶ୍ରୀମଦ୍ ଭଗବତ ଗୀତା ରେ କୁହାଯାଇଛି ଯେ ସଂସାରରେ ଯେତେବେଳେ ଅଧର୍ମର ସୀମା ବଢିଯିବ , ସ୍ଵୟଂ ଭଗବାନ ସେତେବେଳେ ଅବତାର ଗ୍ରହଣ କରି ଅଧର୍ମ ର ବିନାଶ କରିବେ । ଆଜି ମଧ୍ୟ ସେହିଭଳି ପରିସ୍ଥିତି ଉପୁଜିଛି । ମହାମାରୀ ଆଦି ରୋଗ ନିମିତ୍ତ ସଂସାରରେ ହା ହା କାର ସୃଷ୍ଟି ହୋଇଛି ।

ମନୁଷ୍ୟ ସତେ ଯେପରି ପୋକ ମାଛି ପରି ମୃ-ତ୍ୟୁ ବ-ରଣ କରୁଛି । ତେବେ ଅତୀତ ବର୍ତ୍ତମାନ ଭବିଷ୍ୟତ କୁ ଆସନ୍ତୁ ଜାଣିବା କିଛି ତଥ୍ୟ । ଯାହାକି ୬୦୦ ବର୍ଷ ତଳୁ ପଞ୍ଚସଖା ସମାଜ କଲ୍ୟାଣ ନିମିତ୍ତ ରଚନା କରିଯାଇଛନ୍ତି । ମାଳିକା ରେ ଭୂ-ତ ଭବିଷ୍ୟତ ସବୁ କିଛି ବହୁ ବର୍ଷ ତଳେ ପଞ୍ଚସଖା ରଚନା କରିଛନ୍ତି ।

ଅନେକ କଥା ଏହି ମାଳିକା ରେ ଲିପିବଦ୍ଧ ହୋଇଛି । ସମୟ ସହିତ ଏହା ସତରେ ମଧ୍ୟ ପରିଣତ ହେଉଛି । ଯେଉଁ ଯେଉଁ କଥା ସବୁ ମାଳିକା ରେ ବର୍ଣ୍ଣନା ହୋଇଛି ସମୟ ଅନୁସାରେ ତାହା ଘ-ଟି ଚାଲିଛି । ମାଳିକା ରେ ଭବିଷ୍ୟତ କୁ ଲକ୍ଷ କରି କରନା ବିଷୟ ରେ ମଧ୍ୟ ଲେଖା ଯାଇଥିଲା । ଅଜଣା ଭାଇରସ ଆସି ଲୋକ ଙ୍କ ଜୀବନ ନେବ ।

ଆଜି କରନା ରେ ଲକ୍ଷ ଲକ୍ଷଟ୍ ସଂଖ୍ୟାର ଲୋକ ଙ୍କ ମୃ-ତ୍ୟୁ ଘ-ଟିଛି । ତେବେ ଭାରତ ରେ ଚାରୋଟି ଧାମ ରହିଛି । ପୁରୀ, ବଦ୍ରିନାଥ , ରାମେଶ୍ଵରମ, ଦ୍ବାରିକା ଏହି ଚାରୋଟି ଧାମ ରେ ଅଲୌକିକ କଥାଓ ଲୁ-ଚି ରହିଛି । କଳିଯୁଗ ରେ ଏପରି ଏକ ସମୟ ଆସିବ ବଦ୍ରୀନାଥ କୁଆଡ଼େ ଉଭାନ ହୋଇ ଯିବେ । ଠିକ୍ ସେହି ସମୟରେ କିଛି ଦୂର୍ ରେ ଆଉ ଏକ ଧାମ ଉଦୟ ହେବ । ଖାଲି ଚଟାଣ ରୁ ଭଗବାନ ବିଷ୍ଣୁ ଙ୍କ ଏକ ମୂର୍ତ୍ତି ବାହାରିବ । ଗଙ୍ଗା ନଦୀ ଦୁଇ ଦିନ ଗୁ-ପ୍ତ ଅବସ୍ଥା ରେ ରହିଲେ ଏପରି ହେବ ।

Leave a Reply

Your email address will not be published. Required fields are marked *