ଡର ଭ-ୟ ନାହିଁ କାଳିଆକୁ ,ଶ୍ରୀମନ୍ଦିର ସାମ୍ନାରେ ଖୁଲମ ଖୋଲା ରୋ-ମା-ନ୍ସ, ଆଉ ଠିକ ମଝିରେ ଆସିଗଲା ପୋ-ଲି-ସ,ଦେଖନ୍ତୁ ଭିଡ଼ିଓ

ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ସମସ୍ତେ କରିଥାନ୍ତି । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟଣା ଘ-ଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ଆଜି କାଲି ର ପୁଅ ଝିଅ ଙ୍କ ର ମଧ୍ୟ ଅନେକ ଭିଡିଓ ଭାଇରାଲ ହୋଇଥାଏ । ତେବେ ଏପରି ଏକ ପବିତ୍ର ସ୍ଥାନ ରୁ ଏପରି ଭିଡିଓ ଆସିବା ରେ ପ୍ରଶାସନ ର ଅପାରଗତା କୁ ବୁଝାଏ ।

ଭିଡିଓ ଟି ଦେଖି ମନରେ ନିଶ୍ଚୟ ପ୍ରଶ୍ନ ଉଠିବ ଯେ ଏଇ ଜାଗାଟି କେଉଁଟା ବୋଲି ? ଆଇଜି ପାର୍କ ? ଫରେଷ୍ଟ ପାର୍କ ? ନା କଲିକତାର ଭିକ୍ଟୋରିଆ ମେମୋରିଆଲ ? କିନ୍ତୁ ଏହା କୌଣସି ପାର୍କ ନୁହେଁ । ଏହା ହେଉଛି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ତିଆରି କରାଯାଇଥିବା ଏକ କୃତ୍ରିମ ପାର୍କର ଦୃ-ଶ୍ୟ । ଯେଉଁ ବଡଦାଣ୍ଡରେ ଦିନେ ପାଦ ଦେଉ ଦେଉ ମନରେ ଭକ୍ତି ଭାବ ଭରି ଯାଉଥିଲା, ହୃଦୟ ଜଗା ର ରଂଗରେ ରଂଗାୟିତ ହୋଇ ଯାଉଥିଲା, ମନ ପ୍ରଫୁଲ୍ଲିତ ହୋଇ ଯାଉଥିଲା ସେଇ ଶ୍ରୀ ମନ୍ଦିର ଚତୁଃପାର୍ଶ୍ଵରେ ଥିବା ମଠ ମନ୍ଦିରକୁ ଚୁର୍ଣ୍ଣ ବିଚୁର୍ଣ କରାଗଲା ।

ତା ଚତୁର୍ପର୍ଶ୍ଵ ରେ ଗମଲା ମାନଙ୍କରେ ଫୁଲ ଗଛ ଲଗେଇ ପାର୍କ କରିଦିଆଗଲା । ଆଉ ସେଇ ପାର୍କ କୁ ଏମିତି ଧରଣ ର ପ୍ରଜାପତି ମାନଙ୍କର ଆଗମନ ଆରମ୍ଭ ହେଇଗଲାଣି । ଭିଡିଓ ରେ ଦେଖା ଯାଇଛି ଯେ ଜଣେ ପ୍ରେମିକା ନିଜ ପ୍ରେମିକ କୋଳ ରେ ବସି ପ୍ରେମ କରିବା ରେ ଲିପ୍ତ ଅଛନ୍ତି ଓ ପ୍ରେମିକ ମଧ୍ୟ ପ୍ରେମିକା କୁ ଗେଲ କରିବାରେ ବ୍ୟସ୍ତ । କିଛି ଲୋକ ଏହାକୁ ଭିଡିଓ କରୁଥିଲେ ସୁଦ୍ଧା ସେ ପ୍ରତି ଏହି ଦୁଇ ଯୁବକ ଯୁବତୀ ଙ୍କ ଲକ୍ଷ୍ୟ ନାହିଁ । ପଛପଟେ ମଧ୍ୟ ଏକ ମ-ଦ ବୋତଲ ପଡ଼ିଛି । ଅନେକ ସମୟ ପରେ ପୋ-ଲି-ସ ଆସି ସେମାନଙ୍କୁ ସେଠାରୁ ତଡ଼ି ଦେଇଥିଲେ ।

ତେବେ କଥା ଉଠୁଛି ସେଠାରେ ପ୍ରଶାସନ ର ସୁର-କ୍ଷା କର୍ମୀ ମୁତୟନ , ସେବାୟତ ଙ୍କ ଯାତାୟାତ ପଥ । ତଥାପି ମଧ୍ୟ ସେ ଦୁଇ ଜଣ ସେଠାରେ କିପରି ବସି ଏହି ହୀନ କାର୍ଯ୍ୟ କରୁଥିଲେ ସେ ପୁଣି ସିଂହ ଦ୍ଵାରା ସମ୍ମୁଖ ରେ । ନା ରହିଛି ଜଗା ର ଭ-ୟ ନା ରହିଛି ପ୍ରଶାସନ ର ଭ-ୟ । ଏହି ପରି ଘ–ଟଣା ଘ-ଟିଲେ ଶ୍ରୀମନ୍ଦିର କୁ ଶ୍ରୀହୀନ ହେବାରେ ଆଉ ବିଳମ୍ବ ନାହିଁ ।

Leave a Reply

Your email address will not be published. Required fields are marked *