ଆପଣମାନେ ସମସ୍ତେ କଂଗ୍ରେସର ବିଧାୟକ ସୁର ରାଉତରାୟଙ୍କୁ ବହୁତ ଭଲ ଭାବରେ ଜାଣିଥିବେ। ସୁର ଭାଇ ନିଜର କଡା ବୟାନ ଓ ନିଜ ପର୍ଶନାଲ ଲାଇଫ ପାଇଁ ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଓଡିଶାରେ ସୁର ଭାଇଙ୍କର ଲୋକପ୍ରିୟତା ମଧ୍ୟ ବେଶ ଅଧିକ ରହିଛି। ଓଡିଶାରେ ଘ-ଟୁଥିବା ସମସ୍ତ ଘଟ-ଣାକୁ ନେଇ ସୁର ଭାଇ ନିଜର ପ୍ରତିକ୍ରିୟା ଦିଅନ୍ତି ଆଉ ତାଙ୍କର ପ୍ରତିକ୍ରିୟା ସବୁଠାରୁ ଭିନ୍ନ ଥାଏ। ଗତ କିଛି ସମୟ ହେବ ସୁର ଭାଇ ଭାରତର ଜଣାଶୁଣା କମ୍ପାନୀର ମାଲିକ TATAଙ୍କ ବିଷୟରେ କିଛି ବିଶେଷ କଥା କହିଛନ୍ତି,ଆଉ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଆସନ୍ତୁ ଜାଣିବା ସେହି ଭିଡିଓ ବିଷୟରେ।
ଆଉ ବିଳମ୍ୱ ନକରି ଏହି ବିଷୟରେ ଆସନ୍ତୁ ଜାଣିବା। ସୁର ଭାଇ କହିଛନ୍ତି-‘TATA ଆମେ ଆପଣଙ୍କୁ ଜଣାଇ ଦେଉଛୁକି TATAର କର୍ମଚାରୀ ମାନେ ମଧ୍ୟ କେୟାରଫୁଲ। ହରିଜନ ପଡା, ଆଦିବାସୀ ପଡା, ବଡ ବଡ ଗାଁ ଏହି ସମୟରେ ତମେ କା-ଟିବ। ଖରାରେ ଛଟପଟ ହେଉଛନ୍ତି ଲୋକ। ଇଆଡେ ମହାନଦୀରେ ପାଣି ନାହିଁ କାଠ ଯୋଡିରେ ନାହିଁ।
ଦୟାରେ ନାହିଁ ଭାଗର୍ବୀରେ ନାହିଁ ହା ହା କାର ପାଣି ପାଇଁ । ଇଆଡେ ଇଲେକ୍ଟ୍ରି କାଟିବ ଶେଷକୁ ଏଭଳିଆ ସେକିବୁ TATA ଭାଇ ମାନେ ଯେଉଁମାନେ କର୍ମଚାରୀ ଯଦି କେଉଁ ଗାଁରେ ଲାଇନ କା-ଟିବ ତମ ଗାଲକୁ ସେକାଯିବ। ସେତେବେଳେ ତମ ନବୀନ ବାବୁ ଆସିବେ ନାହିଁ କି କେହି ବି ଆସିବେ ନାହିଁ ପିଠିରେ ପଡିବା ପାଇଁ। ଆମେ ତ ମ-ରିଯିବୁ ଇଆଡେ ପାଣିରେ ଇଆଡେ ଇଲେକ୍ଟ୍ରିରେ ତମକୁ ଛାଡ଼ିବୁ ନାହିଁ।
ତେଣୁ କେୟାରଫୁଲ ଏ ସମୟରେ ଜମା ଗରିବ ଲୋକମାନଙ୍କୁ ହଇ-ରାଣ କରନି ଆଦିବାସୀ ହରିଜନ ଗରିବ ଲୋକମାନଙ୍କୁ ମଧ୍ୟ ହଇ-ରାଣ କରନି। କେବଳ ଏ କର୍ମଚାରୀ ବଡ ଧନୀ ଲୋକ ACରେ ରହିବେ ଆମ ଗରିବ ଲୋକ ମ-ରି-ବେ। କ-ଟାକ-ଟି ଯଦି କର TATA ବି କେୟାରଫୁଲ।’