ପ୍ରତି ମାସରେ ସରକାର ଦେବେ ୫୦୦୦ ଟଙ୍କା !

ଦେଶ ର ଉନ୍ନତି ପାଇଁ ସରକାର ଅନେକ ଯୋଜନା ମାନ ସାମ୍ନା କୁ ଆଣିଛନ୍ତି । ଦେଶ ର ସମସ୍ତ ବିଭାଗ ପାଇଁ କେନ୍ଦ୍ର ସରକାର ଆବେ ଅନେକ ସ୍ୱତନ୍ତ୍ର ଯୋଜନା ଚାଲିଛି । ଏହି ଯେଉଁଥିରେ ଆପଣ ମାସିକ ୫୦୦୦ ଟଙ୍କା ପାଇପରିବାର ସୁବିଧା ରହିଛି । ତେବେ ଯଦି ଆପଣ ବିବାହିତ ତେବେ ଆପଣ ଏହାକୁ ଦ୍ୱିଗୁଣିତ କରିପାରିବେ ଅର୍ଥାତ୍ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ କରି ବରିବେ । ଆଉ ଏହି ଟଙ୍କା କୁ ଆପଣ ପ୍ରତ୍ୟେକ ମାସରେ ଆପଣଙ୍କ ଆକାଉଣ୍ଟ ରେ ଜମା ପାଇବେ ।ଆଉ ସରକାର କ ର ଏହି ଯୋଜନା ର ନାମ ହେଉଛି ଅଟଳ ପେନସନ ଯୋଜନା ।ଏଥି ରେ ଆପଣଙ୍କୁ ପ୍ରତି ମାସରେ ପେନସନ ଆକାର ରେ ପଇସା ପାଇବାର ସୁବିଧା ରହିଛି । ଏହି ଯୋଜନା ଦ୍ୱାରା ଉଭୟ ସ୍ୱାମୀ-ସ୍ତ୍ରୀ ରୋଜଗାର କରିପାରିପରିବାର ସୁବିଧା ରହିଛି ।

ଅଟଳ ପେନସନ ଯୋଜନା ମୋଦୀ ସରକାର ଙ୍କ ଦ୍ଵାରା ଏକ ଲୋକପ୍ରିୟ ଯୋଜନା ଅଟେ । ଯେଉଁଥିରେ ନାଗରିକ ମାନଙ୍କୁ ପ୍ରତିମାସରେ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ପ୍ରଦାନ କରାଯିବାର ସୁବିଧା ରହିଛି । ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ଏହି ଯୋଜନା ରେ ଆବେଦନ କରିବେ ତାହାଲେ ସେମାନେ ୧୦୦୦୦ ଟଙ୍କା ଲାଭ ଉଥାଇ ପରିବେ । ପେନ୍‌ସନ୍‌ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ କ ଅନୁସାରେ ଏହି ଯୋଜନା ଅଧୀନ ରେ ଉଭୟ ସ୍ୱାମୀ-ସ୍ତ୍ରୀ ୫୦୦୦ ପେନ୍‌ସନ୍‌ ଆବେଦନ କରିପାରିବେ ।

ଏହି ଯୋଜନା ରେ ନାଗରିକ ମାନଙ୍କୁ ପ୍ରତି ମାସରେ ପ୍ରିମିୟମ ରାଶି ଦେବାକୁ ପଡିବ ଆଉ ଆବେଦନକାରୀ ଙ୍କୁ ୧୮ ବର୍ଷ ବୟସ ହୋଇଥିବା ଦରକାର । ତେବେ ତାଙ୍କୁ ପ୍ରତି ମାସ ରେ ୨୧୦ ଟଙ୍କା ପ୍ରିମିୟମ ଦେବାକୁ ପଡିବ ବୋଲି କୁହା ଯାଇଛି ଆଉ ପ୍ରତି ତିନି ମାସରେ ସମାନ ଟଙ୍କା ଦିଆଯିବ ବୋଲି ଶୁଣିବା କୁ ମିଳିଛି ୬୬୨ ଟଙ୍କା ର ପେନସନ ଟି ଛଅ ମାସ ମଧ୍ୟରେ ୧୨୩୬ ଟଙ୍କା ଦେବାକୁ ପଡିବ । ପ୍ରତି ମାସରେ ୧୦୦୦ ଟଙ୍କା ପେନସନ ପାଇବାକୁ ହେଲେ ୧୮ ବର୍ଷ ବୟସରେ କେବଳ ୪୨ ଟଙ୍କା ଦେବାକୁ ପଡିବ ।

Leave a Reply

Your email address will not be published. Required fields are marked *