ହାତୀର ପାଦ ତଳୁ ଅଳ୍ପକେ ବର୍ତ୍ତିଲେ ବ୍ୟକ୍ତି ଜଣକ,ନହେଲେ ହୋଇଯାଇଥାନ୍ତେ ପୁରା ସଫା,ଦେଖନ୍ତୁ ଭିଡ଼ିଓ

ଏକ ଭିଡ଼ିଓରେ ଦେଖିବାକୁ ମିଳୁଛି ଯାହାକୁ ଦେଖିଲେ ଆପଣମାନେ ନିଜେ ମଧ୍ୟ କହିବେ ଜୀବନ ଯାଉ ଯାଉ ଅଳ୍ପକେ ରହିଗଲା । ଏହି ବ୍ୟକ୍ତି ଜଣକ କେଉଁ ଜନ୍ମରେ ହୁଏତ କିଛି ପୁଣ୍ୟ ନିଶ୍ଚୟ କରିଥିଲେ । ସେଥିପାଇଁ ଆଜି ତାଙ୍କ ଜୀବନ ବଞ୍ଚିଗଲା । ପ୍ରଥମେ ଦେଖିବେ ଯେ ସେ କିଭଳି ଭାବରେ ହାତୀଟିକୁ ହଇ-ରାଣ କରୁଥିଲେ । ସାଙ୍ଗ ସାଥି ହୋଇ ହର୍ଣ୍ଣ ବଜାଇ ଗାଡ଼ିଟି ପାଖରେ ରଖି ହାତୀର ମଜା ଉଡ଼ାଉଥିଲେ । ମୋବାଇଲ୍ ରେ ତାର ଫୋଟ ଭିଡ଼ିଓ ଉଠାଉ ଥିଲେ ଏବଂ କେବଳ ସେତିକି ନୁହେଁ ମଜା ଉଡ଼ାଇ ପା-ଟିତୁ-ଣ୍ଡ ମଧ୍ୟ କରୁଥିଲେ ।

ପ୍ରଥମେ ହାତୀଟି ଗାଡ଼ିର ଟିକେ ଦୂରରେ ଆଗକୁ ଅତି ନୀରବରେ ଛିଡ଼ା ହୋଇଥିଲା । ଏବଂ କିଛି ସମୟ ଚୁପଚାପ୍ ଦେଖୁଥାଏ ଯେ କଣ ସବୁ ହେଉଛି । କିନ୍ତୁ ବାରମ୍ବାର ତାକୁ ଏଭଳି ବିର-କ୍ତ କଲାପରେ ହାତୀଟି କିଛି ଏଭଳି କରେ ଯେ ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଡ-ରରେ ଥ-ରିଯିବେ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ବର୍ତମାନ ସମୟରେ ଜୋର୍ ଭାଇରାଲ ହେବାରେ ଲାଗିଛି ।

ତେବେ ଭିଡ଼ିଓରେ ଅଚାନକ ହାତୀଟି ଆକ୍ର-ମଣ କରିବାର ଦୃ-ଶ୍ୟ ଦେଖିବାକୁ ମିଳିଲା । ରାସ୍ତାର ସେ ପାର୍ଶ୍ଵରୁ ଏ ପାର୍ଶ୍ୱକୁ ଦୌଡ଼ି ଆସେ । ଆଉ ବ୍ୟକ୍ତି ଜଣକ ଛିଡ଼ା ହୋଇଥିଲେ କିନ୍ତୁ ବର୍ତ୍ତିବା ପାଇଁ ହଠାତ୍ ଦୌଡ଼ିକି ପ-ଳାନ୍ତି । ସେହି କ୍ଷ-ଣରୁ ଲାଗୁଥିଲା ଯେମିତି ଉକ୍ତ ବ୍ୟକ୍ତିଙ୍କ ଜୀବନ ଚାଲିଯିବ । ଆଉ ହାତୀଟି ତା ପାଦରେ ଲୋକଟିକୁ ପୋକ ଭଳିଆ ଦଳି ଦେବ । କିନ୍ତୁ ବ୍ୟକ୍ତି ଜଣକ ଅତି ଚତୁରତାର ସହିତ ହଠାତ୍ ବୁଲିଯାଏ ଦୌଡ଼ି ଯାଆନ୍ତି ଏବଂ ଏଠାରୁ ଫିଟିଯାନ୍ତି । ନହେଲେ ଜୀବନ ଚାଲିଯିବା ଭଳିଆ ପରିସ୍ଥିତି ଉତ୍ପନ୍ନ ହୋଇ ଯାଇଥିଲା ।

ତଥାପି ସେ ଗାଡ଼ି ପାଖରେ ପହଞ୍ଚି ଯାଇ ବସିବାକୁ ଚେଷ୍ଟା କରନ୍ତେ ହାତୀ ଯାଇ ପାଖରେ ପହଞ୍ଚିଯାଏ । ଆଉ ସେକ୍ଷଣି ମଧ୍ୟ ଏହା ଲାଗୁଥିଲା ଯେ ହାତୀ ଆଉ ଛାଡିବନି । କିନ୍ତୁ ସେସମୟରେ ଗାଡ଼ି ଚଳାଉଥିବା ବ୍ୟକ୍ତି ଜଣକ ଗାଡ଼ିର ହ-ର୍ଣ୍ଣ ବଜାଇ ବହୁତ ଜୋର୍ ଶ-ବ୍ଦ କରନ୍ତି । ସେଥିରେ ହାତୀଟି ଡ-ରିଯାଇ ଦୌଡ଼ି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା ଆଉ ବର୍ତି ଯାଇଥିଲେ ଯୁବକ ଜଣକ । ତେବେ ଏହି ଘଟ-ଣାଟି କର୍ଣ୍ଣାଟକର ବାନ୍ଦିପୁର ନେସନାଲ ପାର୍କର ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *