କ’ଣ ଆପଣଙ୍କୁ ଏହି ଚିତ୍ରରେ ସାତଟି ଚେହେରା ଦେଖାଯାଉଛି କି ? ଲୋକଙ୍କୁ ଦେଖାଯାଉଛି କେବଳ 3 ଟି !

ସୋସିଆଲ ମିଡିଆ ଦୁନିଆରେ ଅପ୍ଟିକାଲ ଇଲ୍ୟୁଜନ ସହିତ ଜଡିତ ଚିତ୍ର ଭରି ହୋଇରହିଛି। ପ୍ରତିଦିନ ଏହିପରି ବହୁ ସଂଖ୍ୟକ ଚିତ୍ର ଅପଲୋଡ୍ ହୁଏ ଏବଂ ଭାଇରାଲ୍ ହୁଏ। ଏହି ଚିତ୍ରଗୁଡ଼ିକ ମଧ୍ୟରୁ କେତେକ ଚିତ୍ରକୁ ବୁଦ୍ଧିମାନ ବିଶିଷ୍ଟ ଲୋକ ମଧ୍ୟ ସମାଧାନ କରିବାରେ ସକ୍ଷମ ନୁହଁନ୍ତି। ବର୍ତ୍ତମାନ ସେହିପରି ଏକ ଚିତ୍ର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ ହେଉଛି। ଏହି ଚିତ୍ରରେ ସମୁଦାୟ 7 ଟି ଚେହେରା ଲୁ-ଚି ରହିଛି, କିନ୍ତୁ ଲୋକମାନେ କେବଳ ତିନୋଟି ଚେହେରା ଦେଖିପାରୁଛନ୍ତି।

ଏକ ଚିତ୍ରରେ ସମୁଦାୟ ସାତୋଟି ଚେହେରା ଲୁ-ଚି ରହିଛି।

ଏହି ଚିତ୍ର ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଅଟେ ଏବଂ ସାତୋଟି ଚେହେରାକୁ ଚିହ୍ନିବା ପାଇଁ ଏକ ଚ୍ୟା-ଲେ-ଞ୍ଜ ଦିଆଯାଇଛି। ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ଏହି ତିନୋଟି ଚେହେରାକୁ ଛାଡି ଆଉ କୌଣସି ଚେହେରା ପାଉନାହାନ୍ତି। କିନ୍ତୁ କେବଳ ଅଳ୍ପ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଫଟୋରେ ସାତୋଟି ଚେହେରାକୁ ଚିହ୍ନି ପାରୁଛନ୍ତି। ଯଦି ଆପଣ ମଧ୍ୟ ସେହିମାନଙ୍କ ଭିତରୁ ଜଣେ ତେବେ ଚିତ୍ରରେ ଥିବା ସାତ ଚେହେରାକୁ ଚିହ୍ନିବା ପାଇଁ ଚେଷ୍ଟା କରନ୍ତୁ।

ଯଦି ଆପଣ ଚିତ୍ରରେ ଥିବା ସାତୋଟି ଚେହେରାକୁ ଚିହ୍ନି ପାରୁନାହାନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏଠାରେ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯେଉଁଠାରେ ସେହି ସାତୋଟି ଚେହେରା ଚିତ୍ରରେ ଲୁ-ଚି ରହିଛି। ତେବେ ଚିତ୍ରରେ ନାଲିମାର୍କ ହୋଇଥିବା ସ୍ଥାନ ଗୁଡିକୁ ଭଲ ଭାବରେ ଦେଖନ୍ତୁ।

Leave a Reply

Your email address will not be published. Required fields are marked *