ଆପଣଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ଏହି ଫଟୋରେ ଲୁ-ଚି ରହିଥିବା ପେଚାକୁ ଖୋଜି ଆଦୌ ବାହାର କରିପାରିବେ ନାହିଁ…

ବର୍ତ୍ତମାନ ସମୟରେ ଦୁନିଆର ପ୍ରାୟତଃ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି। ଲୋକମାନେ ସୋସିଆଲ ମିଡିଆ ଦ୍ଵାରା ଦେଶ ବିଦେଶରେ ଘଟୁଥିବା ସମସ୍ତ ପ୍ରକାର ଘ-ଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି। ଏହା ସହିତ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି। ସୋସିଆଲ ମିଡିଆରେ ଅନେକ ଚ୍ୟାଲେଞ୍ଜ ସବୁ ଆସିଥାଏ।

ଏହି ସବୁ ଚ୍ୟାଲେଞ୍ଜ କରିବା ପାଇଁ ଲୋକମାନଙ୍କୁ ବହୁତ ମଜା ଲାଗିଥାଏ। ସେମାନେ ସେହି ଚ୍ୟାଲେଞ୍ଜ ଜିତନ୍ତୁ କି ହାରନ୍ତି ସେମାନେ ବାରମ୍ବାର ଏଭଳି ଚ୍ୟାଲେଞ୍ଜ କରିବା ପାଇଁ ଚାହିଁଥାନ୍ତି। ଯଦି ଆପଣ ନିଜକୁ ବହୁତ ବୁଦ୍ଧିମାନ ବୋଲି ଭାବୁଛନ୍ତି ତେବେ ଆଜି ଆମେ ଆପଣମାନଙ୍କ ପାଇଁ ଏକ ପ୍ରକାର ଚ୍ୟା-ଲେ-ଞ୍ଜ ନେଇ ଆସିଛୁ।

ଯଦି ଆପଣ ଏହି ଚ୍ୟାଲେଞ୍ଜ କରିଦେବେ ତେବେ ଆପଣ ଦୁନିଆର ବହୁତ ବଡ ବୁଦ୍ଧିମାନ। କାରଣ ୧୦୦ ରୁ ୯୯ ପ୍ରତିଶତ ଲୋକ ଏହି ଚ୍ୟାଲେଞ୍ଜରେ ବି-ଫ-ଳ ହୋଇଛନ୍ତି। ଆଉ ବିଳମ୍ୱ ନକରି ଏହି ଚ୍ୟା-ଲେ-ଞ୍ଜ ବିଷୟରେ ଆସନ୍ତୁ ଜାଣିବା। ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଅଛି।

ଏହି ଫଟୋକୁ ଦେଖି ଲୋକ ମାନଙ୍କର ମୁଣ୍ଡ ଚକ୍କର ଖାଉଛି। ଏହି ଫଟୋକୁ ଆଇଏଫଏସ ଅଫିସର @dharamifs_HP ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋକୁ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତିକି ‘ଏହି ଫଟୋରେ ଥିବା ପକ୍ଷୀକୁ ଖୋଜ’। ଏହି ଫଟୋଟି ଯେତେବେଳେ ଲୋକମାନଙ୍କ ନିକଟକୁ ଆସିଲା ସେତେବେଳେ ସେମାନେ ଚ୍ୟାଲେଞ୍ଜ ସ୍ୱୀକାର କରିଦେଲେ ହେଲେ ଚ୍ୟା-ଲେ-ଞ୍ଜ କରିବା ବେଳେ ତାଙ୍କର ମୁଣ୍ଡ ଚ-କ୍କ-ର ଖାଇଗଲା।

ଏହି ଫଟୋରେ ଏକ ଗଛ ଦେଖାଯାଉଛି। ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛିକି ଏହି ଗଛ ମଧ୍ୟରେ ଏକ ପେଚା ଲୁ-ଚି-କି ବସିଛି। ଟିକେ ଧ୍ୟାନ ଦେଇ ଏହି ଫଟୋକୁ ଦେଖନ୍ତୁ ଯଦି ଆପଣ ଏହି ଫଟୋରେ ଥିବା ପେଚାକୁ ଖୋଜି ଦେଇଛନ୍ତି ତେବେ ଆପଣ ବହୁତ ବଡ ବୁଦ୍ଧିମାନ ମଣିଷ ଅଟନ୍ତି। ଫଟୋରେ ଥିବା ପେଚା ସହଜରେ ଏଥିପାଇଁ ଦେଖାଯାଉ ନାହିଁ କାରଣ ପେଚା ଓ ଗଛର ରଙ୍ଗ ସମାନ ଅଛି।

Leave a Reply

Your email address will not be published. Required fields are marked *