ପୁଣି ଘଟିଲା ମାହାଙ୍ଗା ଗ-ଣହ-ତ୍ୟାର ପୁନରାବୃତ୍ତି,ପୁଣି ଗୋଟାଏ ପରିବାରର ପାଞ୍ଚ ଜଣଙ୍କୁ ହ-ତ୍ୟା ।

ତେବେ ବନ୍ଧୁଗଣ ଆମ ଆଖପାଖରେ ଏଭଳି ସବୁ ଘ-ଟଣା ମାନ ଘ-ଟିଯାଉଛି ଯେ ଯାହାକୁ ଆପଣମାନେ ବୋଧହୁଏ କୌଣସି ସିନେମା ରେ ହିଁ ଦେଖୁଥିବେ । ଆଜି କାଲି ସମାଜରେ ଆମ ଚାରି ପାଖରେ ଏପରି ସବୁ ନିନ୍ଦ-ନୀୟ ଓ ଲ-ଜ୍ୟା ଜ-ନକ ଘ-ଟଣା ମାନ ଘ-ଟି ଯାଉଛି । ଯାହାକୁ ଶୁଣିଲେ ମୁଣ୍ଡ ଖରାପ ହୋଇଯିବ । ଧୀରେ ଧୀରେ ସମାଜରେ ଦୁ-ର୍ନୀ-ତି ଓ ଅନୀତି କାର୍ଯ୍ୟ ସବୁ ବଢ଼ି ବଢ଼ି ଚାଲିଛି । ଚୋ-ରି, ଡକା-ୟତି, ହ-ତ୍ୟା ଓ ଅ-ଶ୍ଳୀ-ଳ କାର୍ଯ୍ୟରେ ଲିପ୍ତ ରହିବା ଯେମିତି ଆଜି କାଲିକା ସମୟରେ ସାଧାରଣ ହୋଇଗଲାଣି । ଆଜିର ସ୍ୱାର୍ଥପର ଦୁନିଆରେ ଟଙ୍କା ଲୋଭୀ ମଣିଷ ନିଜର କ୍ଷୁଧା ମେଣ୍ଟାଇବା ପାଇଁ ବହୁତ ତଳକୁ ଖସି ଗଲେଣି ଟଙ୍କା ପଇସା ଜମିବାଡ଼ି ଲାଳସା ଏତେ ମାତ୍ରାରେ ବଢ଼ି ଗଲାଣି ଯେ ମନୁଷ୍ୟ କିଛି ଭି କରିବାକୁ ପଛାଉ ନାହାଁନ୍ତି ।

ଆଉ ସେଥିରେ କାହାର ଜୀବନ ଚାଲିଯାଉ ନା କାହିଁକି । ରାଗରେ ମଣିଷ କଣ କରିପାରେ ସେ ନିଜେ ବି ଜାଣିପାରେନି । ଏସବୁ ଘଟ-ଣାମାନ ପତ୍ୟେକ ଦିନ ପ୍ରାୟ ନ୍ୟୁଜ ଓ ଖବରକାଗଜ ମାନଙ୍କରେ ଦେଖିବାକୁ ମିଳେ କିମ୍ବା ସୋସିଆଲ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳିଥାଏ । ଯାହାକି ଆଜିର ନାଆଁ କୁ ମାତ୍ର ସଭ୍ୟ ସମାଜର ବିକୃତ ମାନସିକତାକୁ ପ୍ରତିପାଦିତ କରୁଛି ।

ତେବେ ସେଭଳି ଏକ ଲ-ଜ୍ଜାଜ-ନକ ଘ-ଟ-ଣା ନିକଟରେ ଦେଖିବାକୁ ମିଳିଥିଲା । ଯାହାକି ହେଲା କଟକ ମାହାଙ୍ଗା ଗ-ଣହ-ତ୍ୟା ଘ-ଟଣା । ଯେଉଁଠାରେ ଜମିବାଡ଼ି କ-ଳ-ହ ଯୋଗୁଁ ନି-ର୍ଦ୍ଵ-ନ୍ଦରେ ବଡ଼ ଭାଇର ସପରିବାରକୁ କଟୁରୀରେ ହା-ଣି ହ-ତ୍ୟା କରି ଦେଇଥିଲା ସାନଭାଇ ଶିବ ପ୍ରସାଦ ସାହୁ । ଭାଇ ହୋଇଗଲା ଭଗାରି । ଏହି ଘଟ-ଣାକୁ ସପ୍ତାହେ ନପୁରୁଣୁ ସେଭଳି ଆଉ ଏକ ଘ-ଟ-ଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ପ୍ରୟାଗରାଜର ନୱାବଗଞ୍ଜରେ ଅଞ୍ଚଳରୁ । ସୂଚନା ମୁତାବକ ଏହି ଅଞ୍ଚଳର ଖାଗଲପୁର ଗ୍ରାମରେ ରହୁଥିବା ଏକ ପରିବାରରେ ପାଞ୍ଚ ଜଣଙ୍କର ଧାରୁଆ ଅ-ସ୍ତ୍ରରେ ଗ-ଳା କା-ଟି ହ-ତ୍ୟା କରାଯାଇଛି ।

ଜ-ବ-ତ ହୋଇଥିବା ମୃ-ତ ଶରୀର ଗୁଡ଼ିକ ମଧ୍ୟରେ ୪୨ ବର୍ଷୀୟ ରାହୁଲ ତିୱାରୀ, ୩୮ ବର୍ଷୀୟ ତାଙ୍କ ପତ୍ନୀ ପ୍ରୀତି ତିୱାରୀ ଏବଂ ତାଙ୍କର ତିନି ସନ୍ତାନ ମାହୀ (୧୨), ପୀୟୁ (୮) ଓ କୋତୁ (୫) ଅଛନ୍ତି । ତେବେ ରାହୁଲଙ୍କ ଶ-ବ ଦଉଡ଼ିରେ ଝୁ-ଲ-ନ୍ତା ଅବସ୍ଥାରେ ଉ-ଦ୍ଧା-ର କରାଯାଇଥିବା ବେଳେ ମା ଆଉ ଶିଶୁ ମାନଙ୍କ ଶରୀର କ୍ଷ-ତ ବି-କ୍ଷତ ଅବସ୍ଥାରେ ର-କ୍ତ ଯୁ-ଡୁବୁ-ଡୁ ହୋଇ ଖଟରେ ପଡ଼ିଥିଲା । ହ-ତ୍ୟାକା-ରୀମାନେ ଏହି ଘଟ-ଣାକୁ ସୁ-ଇସା-ଇଡ୍ ରୂପ ଦେବାକୁ ଚେଷ୍ଟା କରୁଥିବା ନେଇ ପୋ-ଲି-ସ୍ ପ୍ରାଥମିକ ତ-ଦ-ନ୍ତରୁ ଅନୁମାନ କରୁଛି । ତେବେ ଏହି ବ-ର୍ବ-ର କା-ଣ୍ଡର ତ-ଦ-ନ୍ତ ଜା-ରି ରଖିଛନ୍ତି ଆରକ୍ଷ ଅଧିକାରୀ ।

Leave a Reply

Your email address will not be published. Required fields are marked *