ଦେଖନ୍ତୁ ଏ ଦି-ବ୍ୟା-ଙ୍ଗ ମଦୁ-ଆକୁ : ଧ-ମ-କ ଦେଇ କହୁଛି – ସାର ମନା କରୁଛି ବୋଲି କିଛି କହୁନି ..ଆଉ କେଉଁ ଦିନ ମୋ ହାବୁଡ଼ରେ ପଡ଼ ଦେଖିବୁ ..

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ ।

ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦା-ରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ତେବେ ଆମ ରାଜଧାନୀ ଭୁବନେଶ୍ଵର ରୁ ଏକ ଭିଡିଓ ସାମ୍ନାକୁ ଆସୁଛି । ଜଣେ ଶାରୀ-ରିକ ଅକ୍ଷମତା ଲୋକ ଟି ସରକାର ଙ୍କ ଦେୟ ହୁଇଲ୍ ଚୈର୍ ରେ ବସି ମ-ଦ ପି ନାନା ପ୍ରକାର ଏପଟେ ସେପଟ କଥା ବାର୍ତ୍ତା କରୁଥିବା ଭିଡିଓ ଟି ବର୍ତମାନ ଆସିଚି । ଭିଡିଓ ରେ ସେହି ବିକ-ଳାଙ୍ଗ ଲୋକ ଜଣକ କହୁଛନ୍ତି ଯେ ତାଙ୍କ ନାମ ହେଲା ବାଦଲ । ତାଙ୍କ ଦେହ ରୁ କେବଳ ମ-ଦ ବାହାରିବ । ସେ କହୁଛନ୍ତି ଯେ ଏହି ଏରିଆ ରେ ଲୋକ ଙ୍କୁ କହିଦିଏ ମୋ ନାମ ହେଲା ବାଦଲ ।

ମୋ ଦେହରୁ ଖାଲି ମ-ଦ ବାହାରିବ । ଆହୁରି କହୁଛନ୍ତି ଯେ ସେ ସବୁ ବେଳେ ମ-ଦ ପିଆନ୍ତି । ତେବେ ସେ କଣ କରୁଛନ୍ତି ବୋଲି ପଚାରିବାରୁ କହୁଛନ୍ତି ଯେ ସେ ମ-ର୍ଡ-ର ଓ ରେ-ପ୍ କରିଥାନ୍ତି । ତେବେ ତାଙ୍କ ଏହି ସମସ୍ତ କଥା ବାର୍ତା ଭିଡିଓ କରିବା ସମୟ ରେ ସେ କହୁଛନ୍ତି ଯେ ଏପ୍ରକାର ଭିଡିଓ ର ଡ-ର ତାଙ୍କୁ ଦେଖନ୍ତୁ ନାହିଁ । ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜେ ପିଉଛନ୍ତି । ତାଙ୍କୁ କଣ ପବ୍ଲିକ ଦେଉଛନ୍ତି ଯେ ଏତେ ସବୁ କଥା ତାଙ୍କୁ କହିବେ । ତେବେ ତାଙ୍କୁ ଭଲ କଥା କହିବା ସମୟ ରେ ସେ ରା-ଗୁଛନ୍ତି ଓ ଏପରି କଥା ବାର୍ତ୍ତା କରୁଛନ୍ତି । ତେବେ ରାସ୍ତା ରେ ମ-ଦ ପିଇ ମା-ର୍ପି-ଟ କରିବା କଥା ମଧ୍ୟ କହୁଛନ୍ତି

Leave a Reply

Your email address will not be published. Required fields are marked *