ଦେଖନ୍ତୁ ଭିଡ଼ିଓ : ହାର୍ଟ ସର୍ଜରୀ ପରେ ଏବେ ଏମିତି ହୋଇଯାଇଛି ସୁନୀଲ ଗ୍ରୋବରଙ୍କ ଅବସ୍ଥା,ରାସ୍ତା କଡରେ ଚା ବିକୁଛନ୍ତି !

ଦେଶର ଲୋକପ୍ରିୟ ହାସ୍ୟଅଭିନେତାଙ୍କ ମଧ୍ୟରେ ସ୍ଥାନ ରଖିଥିବା ସୁନୀଲ ଗ୍ରୋବର ଆଜିକାଲି ବହୁତ ହେଡଲାଇ ରେ ରହୁଛନ୍ତି । କହିରଖୁଛୁ କି କିଛି ଦିନ ପୂର୍ବରୁ ତାଙ୍କ ଫ୍ୟାନ୍ସ ପାଇଁ ଖରାପ ଖବର ଆସିଥିଲା ଯେତେବେଳେ ଅଭିନେତାଙ୍କର ବାଇପାସ ସର୍ଜରୀ ହୋଇଥିଲା ଏବଂ ସପ୍ତାହ ପର୍ଯ୍ୟନ୍ତ ହସ୍ପିଟାଲ ରେ ଭର୍ତ୍ତି ରହିଥିଲେ କିନ୍ତୁ ପରେ ତାଙ୍କୁ ଛୁଟି ମିଳିଯାଇଥିଲା ।

ସୁନୀଲ ଗ୍ରୋବର ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ସ୍ୱାସ୍ଥ୍ୟ ଅଛନ୍ତି ଏବଂ

ସେ ତାଙ୍କର ଫ୍ୟାନ୍ସଙ୍କର ମନୋରଞ୍ଜନ କରୁଥିବାର ନଜର ଆସୁଛନ୍ତି । ସୁନୀଲ ନିକଟରେ ଆଖୁ ରସ ବିକ୍ରି କରୁଥିବାର ନଜର ଆସିଥିଲେ ତେବେ ଏବେ ସେ ଚା ବିକୁଥିବାର ନଜର ଆସୁଛନ୍ତି । ସେ ନିଜେ ହିଁ ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ଗୋଟିଏ ଭିଡ଼ିଓ ସେୟାର କରିଛନ୍ତି ।

ସୁନୀଲ ଯେଉଁ ଭିଡ଼ିଓ ସେୟାର କରିଛନ୍ତି ତାହା ବହୁତ ଖାସ ଅଟେ । ସେଥିରେ ସେ ଚା ବିକୁଥିବାର ନଜର ଆସିଛନ୍ତି । ଭିଡ଼ିଓ ସେୟାର କରି ସେ ଲେଖିଛନ୍ତି କି,”ଚା ଚା ଚା ର ବିଲ’ । ସୋସିଆଲ ମିଡିଆରେ ସୁନୀଲଙ୍କର ଏହି ଭିଡ଼ିଓ ବହୁତ ଭାଇରାଲ ହେଉଛି । ଏହାକୁ ୧ଲକ୍ଷ ୯୨ ହଜାର ରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ସୁନୀଲ ଅଦା ଘଷୁଛନ୍ତି ଆଉ ତାପରେ ଚା ପତି ବି ପକଉଛନ୍ତି । ଏହା ପରେ ସେ ଚାର ବାସନକୁ ହାତରେ ଉଠେଇ ହଲାଉଛନ୍ତି ।

 

View this post on Instagram

 

A post shared by Sunil Grover (@whosunilgrover)

ଏତେ ବଡ଼ ସେଲିବ୍ରିଟି ହେବା ପରେ ମଧ୍ୟ ସୁନୀଲ ଗୋଟିଏ ସାଧା ସିଧା ଜୀବନ ବଞ୍ଚୁଥିବାର ନଜର ଆସୁଛନ୍ତି । ସେ ଗୋଟିଏ ଚା ଦୋକାନରେ ପହଁଚିଲେ ଏବଂ ନିଜେ ହିଁ ଚା ବନେଇବାକୁ ଲାଗିଲେ । ଗୋଟିଏ ୟୁଜର କମେଣ୍ଟ କରି ଲେଖିଛନ୍ତି କି,”ଆପଣଙ୍କ ଏଥିପାଇଁ ମୋର ପ୍ରିୟ ଅଟନ୍ତି” ।

ଆଗକୁ ଗୋଟିଏ ୟୁଜର କମେଣ୍ଟ ରେ ଲେଖିଛନ୍ତି କି,”ଅଭିନେତା ମାନଙ୍କୁ ତାଙ୍କରି ପରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ବ୍ୟବହାର କରିବା ଉଚିତ ଏବଂ ରହିବା ଉଚିତ । ଆଉ ଜଣେ ୟୁଜର କମେଣ୍ଟ କରି କହିଛନ୍ତି କି,”ସରଳତାର ସ୍ତର ସାର୍ ” । ଗୋଟିଏ ୟୁଜର କମେଣ୍ଟ କରି ଲେଖିଛନ୍ତି କି,”ସୁନୀଲ ଆପଣ ଜାଣିଛନ୍ତି କି…ଆପଣ ସ୍ୱାଭାବିକ ରୂପର ମୂଳ ଅଟନ୍ତି “।

କହିରଖୁଛୁ କି ସୁନୀଲଙ୍କର ଏହି ଭିଡ଼ିଓ ରେ ଫ୍ୟାନ ତ ଜମେଇକି କମେଣ୍ଟ କରିଛନ୍ତି ଏହା ପରେ ମଧ୍ୟ ଅନେକ ସେଲିବ୍ରିଟି ମଧ୍ୟ କମେଣ୍ଟ କରିଛନ୍ତି । ଆଗକୁ ଗୋଟିଏ ୟୁଜର ଲେଖିଛନ୍ତି କି,”ସାର୍ ମୁଁ ଏତେ ବଡ଼ ଫ୍ୟାନ କାହାର ନୁହେଁ,ଯେତିକି ଆପଣଙ୍କର”। କେହି କମେଣ୍ଟ କରିଛନ୍ତି କି,”ମୁଁ ଆପଣଙ୍କ କମେଡି କୁ ବହୁତ ମିସ କରୁଛି”। ତେବେ ଆଉ ଜଣେ ଫ୍ୟାନ ଲେଖିଛନ୍ତି କି,”କମାଲ କରିଦେଲ ସୁନୀଲ ପାଜି”

 

View this post on Instagram

 

A post shared by Sunil Grover (@whosunilgrover)

ଆଖୁ ରସ ବନେଇବା ବେଳେ ମଧ୍ୟ ଦେଖାଯାଇଥିଲେ ସୁନୀଲ..

ଏହାର ଠିକ ପୂର୍ବରୁ ସୁନୀଲ ଗ୍ରୋବର ଗୋଟିଏ ଠେଲା ରେ ଆଖୁ ରସ ବନେଇବା ବେଳେ ମଧ୍ୟ ନଜର ଆସିଥିଲେ । ସେ ଏହା ପୂର୍ବରୁ ଇଷ୍ଟାଗ୍ରାମ ରେ ଗୋଟିଏ ଭିଡ଼ିଓ ସେୟାର କରିଥିଲେ ଯେଉଁଥିରେ ସେ ଆଖୁ କୁ ମେସିନ ରେ ଭରୁଥିଲେ । ସୁନୀଲଙ୍କର ଏହି ଭିଡ଼ିଓ ରେ ମଧ୍ୟ ଅନେକ ପ୍ୟାନ୍ସ ବହୁତ ଭଲପାଇବା ଦେଇଛନ୍ତି ।

୪୪ବର୍ଷର ହୋଇସାରିଛନ୍ତି ସୁନୀଲ ଗ୍ରୋବର ତାଙ୍କ ଜନ୍ମ ୩ଅଗଷ୍ଟ ୧୯୭୭ କୁ ହରିଆଣା ର ମଣ୍ଡି ଡ଼ବିବାଲି ରେ ହୋଇଥିଲା । ସୁନୀଲ ଲମ୍ବା ସମୟ ରୁ ଗ୍ଲାମର ଇଣ୍ଡଷ୍ଟ୍ରି ସହିତ ଯୋଡି ହୋଇ ଅଛନ୍ତି । ତାଙ୍କୁ ସବୁଠୁ ବଡ଼ ଏବଂ ଖାସ ପରିଚୟ କପିଲ୍ ଶର୍ମାଙ୍କ ଶୋ ରୁ ମିଳିଥିଲା । କପିଳଙ୍କ ଶୋ ରେ ଲମ୍ବା ସମୟ ପର୍ଯ୍ୟନ୍ତ ସେ କାମ କରିଥିଲେ । ଗୋଟିଏ ବିବାଦ ପରେ ସୁନୀଲ କପିଳଙ୍କ ଶୋ ଛାଡି ଦେଇଥିଲେ ।

କହିରଖୁଛି କି ସୁନୀଲ ଫିଲ୍ମ ଏବଂ ୱେବ ସିରିଜ ରେ ମଧ୍ୟ କାମ କରିସାରିଛନ୍ତି । ସେ ଭାରତ,’ଗବ୍ବର୍ ଇଜ୍ ବ୍ୟାକ୍,’ଆଉ ବାଗି ପରି ଚର୍ଚିତ ଫିଲ୍ମରେ ନଜର ଆସିସରିଛନ୍ତି । ତେବେ ତାଙ୍କୁ ୱେବ ସିରିଜ ତାଣ୍ଡବ ଏବଂ ସନଫ୍ଲାୱର୍ ରେ ମଧ୍ୟ ଦେଖାଯାଇଛି । ସେ ଆଜିକାଲି ଋଷିକେସ ରେ ତାଙ୍କର ଆଗାମୀ ପ୍ରୋଜେଟ ପାଇଁ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *