ଲୋକଟି କୁକୁଡ଼ା କାଟିବାକୁ ଯାଉଥିବା ବେଳେ ହଠାତ୍ ସିଂହ ଆସିଗଲା,ଆଉ ତା ପରେ ଯାହା ହେଲା…ଦେଖନ୍ତୁ ଭିଡିଓ

କୁହାଯାଏ ଭାଗ୍ୟ ଥିଲେ ଜଣେ ଧନୀ ରୁ ଗରିବ ଓ ଗରିବ ରୁ ଧନୀ ପାଲଟି ଯାଏ । କାରଣ ଭାଗ୍ୟ ଗୋଟିଏ ସେକେଣ୍ଡ ରେ ସବୁ କିଛି ବଦଳାଇ ଦେଇ ପାରେ । ଏହି ଦୁନିଆ ରେ ଭାଗ୍ୟବାନ ଲୋକ ଙ୍କ ସହ ପ୍ରତି କ୍ଷନ ରେ ଏପରି କିଛି ଘ-ଟଣା ଘଟି ଥାଏ ଯାହା ସେମାନେ ବିଶ୍ୱାସ କରି ପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ସେହିପରି ଘ-ଟଣା ବିଷୟ ରେ ଜଣାଇବୁ ।

୧- କୌଣସି କଂସ୍ତ୍ରକ୍ସନ୍ ସାଇଡ ରେ ବିନା ସୁରକ୍ଷା ରେ ଗାଡ଼ି ସାଇଡ କରିବା ଯେତିକି ଖାତାର ନକ ହୋଇ ଥାଏ ପାର୍କିଂ ପାଇଁ ସେତିକି ଖାତାର ନାକ୍ ହୋଇ ଥାଏ । ସେହିପରି ଏକ କଂସ୍ତ୍ରକ୍ସଂ ସାଇଡ ରେ ଏକ ନୂଆ ବ୍ରାଣ୍ଡ କାର ଠିଆ ହୋଇ ଥିଲା । ପାଖରେ ମାଲିକ ମଧ୍ୟ ଠିଆ ହୋଇ ଥିଲେ ହେଲେ ହଠାତ୍ କ୍ରେନ୍ ର ମୁକ୍ ଅନାୟତ ହୋଇ ମାଡ଼ି ଆସିଲା ହେଲେ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଗଲା ।

୨- ଫୋଟୋଗ୍ରାଫି କରିବା ଏକ ପ୍ରକାର ନି-ଶା ହୋଇ ଥାଏ । ଜଣେ ବ୍ୟକ୍ତି ଫୋଟୋଗ୍ରାଫି ପାଇଁ କୁମ୍ଭୀର ର ପାଖକୁ ଚାଲି ଯାଏ । କୁମ୍ଭୀର କୁ ମାଂସ ଫୋଫଡ଼ି ତାର ଫୋଟୋ ଉଠାଇବ । ହେଲେ ସେ ଜଣେ ନାହି ଆଉ ଏକ କୁମ୍ଭୀର ତା ପାଖକୁ ଆସି ଗଲାଣି। ଭାଗ୍ୟ ଭଲ ଥିବାରୁ ଅଳ୍ପକେ ବଞ୍ଚି ଯାଏ ।

୩- କିଛି ଦିନ ତଳେ ୟୁଟୁବ ରେ ଗୁଜରାଟ ରେ ଗିର ଜଙ୍ଗଲ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହୋଇ ଥିଲା । ଜଣେ ବ୍ୟକ୍ତି ଜଙ୍ଗଲ ପାଖରେ ବସିଥିଲା । ଏକ ସିଂହ ଆସି ହଠାତ୍ ପହଞ୍ଚିଥିଲା । ହେଲେ ବ୍ୟକ୍ତି ଜଣଙ୍କ ଡ-ରି ସେଠାରୁ ନ ଯାଇ ସିଂହ କୁ କୁକୁଡ଼ା ଖାଇବାକୁ ଦେଲା । ଭାଗ୍ୟ ଭଲ ଯୋଗୁଁ ସିଂହ ଟି କୌଣସି କ୍ଷ-ତି ନ କରି କୁକୁଡ଼ା କୁ ନେଇ ଜଙ୍ଗଲ କୁ ପଳାଇଲା ।

Leave a Reply

Your email address will not be published. Required fields are marked *