ଋଷରେ ମିଳିବ ମହାଭାରତର ପ୍ରଳ-ୟଙ୍କା-ରୀର ମହାଶ-ସ୍ତ୍ର, ପୁଣିହେବ ମହାଭାରତ……… !

ତୃତୀୟ ବିଶ୍ଵଯୁଦ୍ଧ ହେବ କି ଦ୍ଵିତୀୟ ମହାଭାରତ ହେବ। ଋଷର କୁଟ ନଦୀ ନିକଟରେ ମହାଘୋର ଯୁ-ଦ୍ଧ ହେବ। ମହାଶ-ସ୍ତ୍ର ସହିତ ଲ-ଢିବ ପାଣ୍ଡବ ମାନଙ୍କର ଅସ୍ତ୍ର। ବିଶ୍ଵର ବିଭିନ୍ନ ଦେଶରେ ଜନ୍ମ ନେଇ ସାରିଛନ୍ତି ମହାଭାରତର ମହାଯୋ-ଦ୍ଧା। ଓ ଅପେକ୍ଷା କରି ରହିଛନ୍ତି ଉତ୍କୃଷ୍ଟ ସମୟକୁ। ଯେଉଁ ସମୟ ଆସିଲେ ଯୋ-ଦ୍ଧାମାନେ ନିଜ ନିଜର ବାସ୍ତବ ରୂପକୁ ଆସିଯିବେ। ଆଉ ବିନା-ଶକା-ରୀ ଶକ୍ତି ବି-ରୋ-ଧରେ ଯୁ-ଦ୍ଧ କରିବେ।

ପ୍ରଳୟର ହେବ ପୁନଃଜନ୍ମ ଆଉ ସତ ହେବ ମାଳିକାର ବଚନ। ଧ୍ଵଂ-ସ ପାଇଯିବ ପାପ ଶକ୍ତି ଆଉ ଧର୍ମର ପୁନରସ୍ଥାପନ ହେବ। ଏହା ଗୁଲି ଗପ ନୁହେଁ ଏ ହେଉଛି ମାଳିକାର ବଚନ। ତେବେ ଦେଖାନ୍ତୁ ମାଳିକାର ଏହି ପଦ ଗୁଡିକ। ‘କୁଟ ପୋଖରୀ ଉପରେ ମହା ଘୋର ଯୁ-ଦ୍ଧ ହେବ ସେଠାରେ, ଲୋ ଜାଇଫୁଲ। ମହାଶ-ସ୍ତ୍ର ଅଛି ସେହିଠାରେ ବିରାଟ ଦେଶରେ ଜଣେ ପାଣ୍ଡବଙ୍କ ଅ-ସ୍ତ୍ର ରହିଛି ପୁଣ, ଲୋ ଜାଇଫୁଲ’।

ବନ୍ଧୁଗଣ କୁଟ ହେଉଛି ଏଭଳି ଏକ ନଦୀ ଯାହାକି ରହିଛି ଋଷରେ। ଋଷରେ ୪୦୮ କିଲୋମିଟର ଲମ୍ବ ଏହି ପରିବାପ୍ତ ନଦୀ ୧୨୫୦୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବିସ୍ତ୍ରୁତ ଅଛି । ଆଉ ଏହି ଜାଗାରେ ହିଁ ଲୁ-ଚି ରହିଛି ଏକ ମହାଶକ୍ତି ଯାହାକି ପ୍ରଳୟଙ୍କାରୀ। ବନ୍ଧୁଗଣ କାଳକ୍ରମେ ଏହି ନଦୀରେ ଅନେକ ପରିବର୍ତ୍ତନ ମଧ୍ୟ ଆସିଛି। ତେବେ ଯଦି ମାଳିକା କହୁଥିବା ବଚନ ସତ ହୁଏ ତେବେ ଏହି କୁଟ ନିକଟରେ ହିଁ ଯୁ-ଦ୍ଧ ହେବ।

କାରଣ ସେହିଠାରେ ମହାଶ-ସ୍ତ୍ର ଲୁ-ଚି ରହିଛି। ମହାଭାରତର ସମୟରେ ଯେତେବେଳେ ଅଶ୍ଵଥାମା ବ୍ରହ୍ମାସ୍ତ୍ର ପ୍ରୟୋଗ କରିବା ପାଇଁ ଚାହୁଁଥିଲେ ସେତେବେଳେ ତାଙ୍କୁ ଶ୍ରୀ କୃଷ୍ଣ ଅଟକାଇ ଥିଲେ। ଆଉ ଏହା ପରେ ସେହି ବ୍ରହ୍ମାସ୍ତ୍ରର କଣ ହୋଇଥିଲା କେହି ମଧ୍ୟ ଜାଣି ନାହାନ୍ତି। ତେବେ ମାଳିକା ବଚନ କହୁଛିକି କୁଟ ନଦୀ ନିକଟରେ ମହାଶ-ସ୍ତ୍ର ଲୁ-ଚି ରହିଛି। ମାଳିକାରେ ଲେଖା ହୋଇଛିକି ‘ବିରାଟ ଦେଶରେ ଜାଣ ପାଣ୍ଡବଙ୍କ ଅ-ସ୍ତ୍ର ରହିଛି ପୁଣ, ଲୋ ଯାଇଫୁଲ ।

ଦେଖ ଶମି ବୃକ୍ଷର ପ୍ରମାଣ ଅଶ୍ଵଥାମା ଜର୍ମାନୀରେ ଜନମ ଲଭିଛି ଅତି ଗୁପ୍ତରେ, ଲୋ ଜାଇଫୁଲ ବୀର ସମରେ କେ ତାକୁ ପାରେ’। ଏହାର ଅର୍ଥ ପାଣ୍ଡବଙ୍କର ଅ-ସ୍ତ୍ର ମଧ୍ୟ ବିରାଟ ଦେଶରେ ଲୁ-ଚି ରହିଛି। ଏହି ସବୁ ଅ-ସ୍ତ୍ର ସମି ବୃକ୍ଷ ପାଖରେ ରହିଛି। ମହାଭାରତ କଥା ଯଦି ଦେଖିବା ତେବେ ବିରାଟ ଦେଶ ବିରାଟ ରାଜାଙ୍କର ଥିଲା। ମହାଭାରତ ସମୟରେ ସେଠାରେ ଗୋଟେ ବର୍ଷ ଅଜ୍ଞାତ ବାସରେ ପଞ୍ଚୁ ପାଣ୍ଡବ ଥିଲେ। ତେବେ ମାଳିକା କହୁଛିକି ମହାଭାରତର ଅନେକ ମହାରଥୀ ବର୍ତ୍ତମାନ ପୁନଃଜନ୍ମ ଲାଭ କରିଛନ୍ତି। ଓ କୁଟ ନଦୀ କୂଳରେ ସେମାନଙ୍କ ଅ-ସ୍ତ୍ର ଲୁ-ଚି ରହିଛି।

Leave a Reply

Your email address will not be published. Required fields are marked *