“ମଥାରେ ଦେଇ ପାଟ ଓଢଣୀ”ଗୀତ ସ୍ୱରରେ କଲେ ସଂକୀର୍ତନ ନାଚ,ଦେଖିଲେ ଆପଣ ବି ନାଚି ଉଠିବେ,ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ କଳାହାଣ୍ଡି ଅଞ୍ଚଳର ଏକ ଭିଡିଓ ବହୁତ ଭାଇରାଲ ହେଉଛି। ଯେଉଁଥିରେ କିଛି ଲୋକ କୀର୍ତ୍ତନ କରୁଥିବାର ଦେଖିବାକୁ ମିଳିଥିଲା।ତେବେ ସାଧାରଣ ଭାବରେ ଲୋକମାନେ କୀର୍ତ୍ତନ କରିବା ଏକ ସାଧାରଣ କଥା। କିନ୍ତୁ ଲୋକମାନେ ଆଧୁନିକ ଗୀତରେ କୀର୍ତ୍ତନ କରିବା ସହିତ ଅନେକ ଭାବରେ ଆଶ୍ଚର୍ଯ୍ୟ କଥା ଅଟେ। ତେବେ ସେହି ବ୍ୟକ୍ତି ଜଣଙ୍କ ସାଧାରଣ ଭାବରେ ଏପରି କିଛି ସେଠାରେ କରିଥିଲେ ଯାହା ସମସ୍ତଙ୍କ ପାଇଁ କିଛି ନୂଆ ଥିଲା।

ଏହା ସହ ଏହା ଅନେକ ଲୋକମାନଙ୍କୁ ମଧ୍ୟ ପସନ୍ଦ ଆସିଥିଲା। ତେବେ ସେଠାରେ କିଛି ଲୋକ ମିଳିତ ଭାବରେ କୀର୍ତ୍ତନ କରୁଥିଲେ। ଏହା ସହ ସେମାନେ ଆଧୁନିକ ଗୀତରେ ସେଠାରେ କୀର୍ତ୍ତନ କରୁଥିବାର ଦେଖା ଯାଇ ଥିଲା। ଯାହା ସବୁଠାରୁ ଅଧିକ ଆକର୍ଷିତ ମଧ୍ୟ ଥିଲା।ତେବେ ସେମାନେ ଆଧୁନିକ ଗୀତର ସ୍ବରରେ କୀର୍ତ୍ତନ କରି ଚାଲିଥିଲେ।

ଏହା ଲୋକମାନଙ୍କୁ ବହୁତ ଅଧିକ ପସନ୍ଦ ମଧ୍ୟ ଆସିଥିଲା। ଏହା ସହ ଏହି କାରଣ ପାଇଁ ଅନେକ ଲୋକ ତାଙ୍କର ଅନେକ ପ୍ରଶଂସା ମଧ୍ୟ କରିଥିଲେ। ସେଠାରେ ଅନେକ ଲୋକ ଜମା ହେବା ସହ ତାଙ୍କର ଭଜନ ଦେଖି ଥିଲେ। ତେବେ ଆଧୁନିକ ଗୀତର ସ୍ବରରେ ବର୍ତ୍ତମାନ କୀର୍ତ୍ତନ କରିବା ଫଳରେ, ଏହା ଲୋକଙ୍କ ପାଇଁ ଅଧିକ ଭାବରେ ଆକର୍ଷିତ ହୋଇ ପାରୁଚି। ସେଠାରେ ଆଧୁନିକ ଗୀତରେ ଭଜନ କୀର୍ତ୍ତନ ହୋଇଥିଲା ଯାହା ସବୁଠାରୁ ଅଧିକ ଆକର୍ଷିତ ଥିଲା।

ଭଜନ କୀର୍ତ୍ତନ ଦେଖିବା ପାଇଁ ଅନେକ ଭାବରେ ଅପେକ୍ଷା କରିଥିଲେ।ସମ୍ପୂର୍ଣ୍ଣ ଭଜନ କୀର୍ତ୍ତନ ସରିବା ପରେ ସେଠାରୁ ଲୋକମାନେ ଯାଇ ଥାନ୍ତେ। ତେବେ ଲୋକମାନଙ୍କ କହିବା ଅନୁସାରେ ଏପରି ଭାବରେ ନୂଆ ଢ଼ଙ୍ଗରେ କୀର୍ତ୍ତନ ହେଉଥିବା କାରଣରୁ ଏହା ଲୋକମାନଙ୍କୁ ବହୁତ ଅଧିକ ପସନ୍ଦ ଆସୁଛି। ଲୋକମାନେ ମଧ୍ୟ ବହୁତ ଅଧିକ ଭାବରେ ଏହାକୁ ଶୁଣିବା ପାଇଁ ଅନେକ ଦୂରକୁ ମଧ୍ୟ ଯିବା ପାଇଁ ପଛଉ ନାହାନ୍ତି। ତେବେ ଆଧୁନିକ ଭଜନର ନୂଆ ସ୍ରୋତ ଆରମ୍ଭ ହେବା ପରେ ବର୍ତ୍ତମାନ ଅଧିକରୁ ଅଧିକ ଲୋକ ଆଧୁନିକ ଭଜନ ଶୁଣିବା ପାଇଁ ଅନେକ ଭାବରେ ପସନ୍ଦ କରୁଛନ୍ତି। ଅନେକ ଲୋକ ମଧ୍ୟ ସେହି ଭଜନ ହେଉଥିବା ସ୍ଥାନରେ ଛିଡା ହୋଇ ରହିଥିଲେ।

ସେଠାରେ ହେଉଥିବା ଭଜନର ମଜା ନେଉ ଥିଲେ। ବର୍ତ୍ତମାନ ଅଧିକରୁ ଅଧିକ ଲୋକ ଆଧୁନିକ ଭଜନ ଶୁଣିବା ପାଇଁ ଅନେକ ପସନ୍ଦ କରୁଛନ୍ତି। ଏହି କାରଣ ପାଇଁ ବର୍ତ୍ତମାନ ଆଧୁନିକ ଭଜନ ଶନିବାର ଚାହିଦା ବଢ଼ି ବଢ଼ି ଚାଲିଛି। ତେବେ କଳାହାଣ୍ଡିରେ ହେଉଥିବା ଏହି ଭଜନ କୀର୍ତ୍ତନର ଅନେକ ଲୋକ ଏହାକୁ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *