ମା – ବାପାଙ୍କ ସହ ବସିଥିବା ଏହି ଦୁଇ ଭାଇ ବର୍ତ୍ତମାନ ବଡ଼ ହୋଇ ବଲିଉଡ଼ରେ ଧୁମ୍ ମଚାଉଛନ୍ତି,ଚିହ୍ନିପାରିବା ହେଉଛି ବଡ଼ ଚ୍ୟା-ଲେ-ଞ୍ଜ !

ବଲିଉଡରେ ତ ଏମିତି ଅନେକ ଭାଇଙ୍କ ଯୋଡି ଆସିଲା ଏବଂ ହିଟ୍ ମଧ୍ୟ ହେଲା । ତେବେ ସେଇଠି କିଛି ଏମିତି ମଧ୍ୟ ଭାଇଙ୍କ ଯୋଡି ଅଛି ଯେଉଁଥିରୁ ଗୋଟିଏ ଭାଇ ତ ଚାଲିଲା କିନ୍ତୁ ଅନ୍ୟଟି ପାରିଲା ନାହିଁ । ଆପଣ ମଧ୍ୟ ଫିଲ୍ମ ଦୁନିଆରେ କାମ କରୁଥିବା ଭାଇଙ୍କ ଯୋଡିକୁ ଜାଣି ହିଁ ଥିବେ । ତାହେଲେ ଆପଣଙ୍କୁ ଏହି ଚ୍ୟା-ଲେ-ଞ୍ଜ ପୁରା କରିବାକୁ ବହୁତ କଷ୍ଟ ତ ହେବନାହିଁ ।

ବର୍ତ୍ତମାନ ଆମେ ଆପଣଙ୍କ ସାମ୍ନାରେ ଗୋଟିଏ ଫୋଟୋ ରଖିଛୁ । ଦେଖନ୍ତୁ ଏହି ଫୋଟୋ ରେ ଦୁଇଟି ପିଲା ଦେଖାଯାଉଛନ୍ତି । ତାଙ୍କ ସହ ମା ବାପା ବି ନଜର ଆସୁଛନ୍ତି । କଣ ଆପଣ ଜାଣିପାରୁଛନ୍ତି କି ଏହି ଦୁଇଜଣ ହେଉଛନ୍ତି କିଏ । ବାସ ଆପଣଙ୍କୁ ଏତିକି କହିରଖୁଛୁ କି ନିଜର ଅଭିନୟ ବଳରେ ଦୁଇ ଜଣ ହିଁ ବଲିଉଡ ରେ ଧୁମ୍ ମଚାଉଛନ୍ତି । ଯଦି ଆପଣ ଚ୍ୟା-ଲେ-ଞ୍ଜ ପୁରା କରିନେବେ ତ ଭଲ କଥା ନୋହିଲେ ଆମେ ଆପଣଙ୍କୁ ନା କହିଦେଉଛୁ ।

ଜାଣନ୍ତୁ ଏହି ଦୁଇଭାଇ କିଏ ।

ବର୍ତ୍ତମାନ ଆମେ ଆପଣଙ୍କୁ କହିରଖୁଛୁ କି ଏହି ଦୁଇ ଛୁଆ ଭାଇ ପ୍ରକୃତରେ କିଏ । ଏମିତିରେ ତ ଆପଣ ଏହି ଦୁଇ ଜଣଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି ତଥାପି ତାଙ୍କର ନା ହେଉଛି ଆୟୁସ୍ମାନ ଖୁରାନା ଏବଂ ଅପାରଶକ୍ତି ଖୁରାନା । ଆଜ୍ଞା ହଁ ଦୁଇଜଣ ହିଁ ଭାଇ ଅଭିନୟ ମାମଲାରେ ପରସ୍ପରଙ୍କୁ ଟ-କ୍କ-ର୍ ଦେଉଥିବା ନଜର ଆସନ୍ତି । ଆୟୁସ୍ମାନଙ୍କ ଅଭିନୟ ତ ଆପଣ ଦେଖି ହିଁ ସାରିଥିବେ

ଅନ୍ୟପକ୍ଷରେ ଅପାରଶକ୍ତି ଖୁରାନା ମଧ୍ୟ ସ୍ତ୍ରୀ ରେ ଆପଣଙ୍କୁବହୁତ ମନୋରଞ୍ଜନ କରିଥିଲେ । ତେବେ ସେ ଦଙ୍ଗଲ ରେ ମଧ୍ୟ ବହୁତ ବଢିଆ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ହାପି ଫିର୍ ଭାଗ ଯାଏଗି ରେ ମଧ୍ୟ ମଙ୍ଗେତକଙ୍କ ଭୂମିକାରେ ନଜର ଆସିଥିଲେ । ଏହା ବ୍ୟତୀତ ଅପାରଶକ୍ତି ଖୁରାନା ରାଜମା ଚାୱଲ୍ ରେ ମଧ୍ୟ ଅଭିନୟ କରିଥିଲେ । ସେ ଆୟୁସ୍ମାନ ଙ୍କ ଠାରୁ କୌଣସି ଗୁଣରେ ମଧ୍ୟ କମ୍ ନୁହଁନ୍ତି ।

ଦୁଇଭାଇ ହେଉଛନ୍ତି ଚଣ୍ଡିଗଡ଼ର :-

ଆୟୁସ୍ମାନ ଏବଂ ଅପାରଶକ୍ତି ଉଭୟ ହିଁ ପଞ୍ଜାବର ଚଣ୍ଡିଗଡ଼ର ବାସିନ୍ଦା । ତେବେ ଆୟୁସ୍ମାନଙ୍କୁ ୩୭ ବର୍ଷ ହୋଇଥିବା ବେଳେ ଅପାରଶକ୍ତି ହେଉଛନ୍ତି ତାଙ୍କଠାରୁ ତିନି ବର୍ଷ ସାନ । ସେ ବର୍ତ୍ତମାନ ୩୪ ବର୍ଷର ଅଟନ୍ତି । ବିଶେଷ କଥା ହେଉଛି କି ଦୁହେଁ ରେଡ଼ିଓ ରୁ ଫିଲ୍ମ ପର୍ଯ୍ୟନ୍ତ ପହଁଚିଥିଲେ । ଆୟୁସ୍ମାନ ୨୦ବର୍ଷର ବୟସରେ ରେଡ଼ିଓ ଶୋ ଜିତିକରି ନିଜକୁ ପ୍ରମାଣ କରିଦେଇଥିଲେ ।

ତେବେ ଅପାରଶକ୍ତି ମଧ୍ୟ ସେଥିରୁ କମ୍ ନୁହନ୍ତି । ସେ ପୂର୍ବରୁ କ୍ରିକେଟର ରହିସାରିଛନ୍ତି । ଅପାରଶକ୍ତି ହରିଆଣାର ଅଣ୍ଡର ୧୯ କ୍ରିକେଟ ଟିମର କ୍ୟାପଟେନ ଥିଲେ । ଏହା ପରେ ସେ ରେଡ଼ିଓ ଜକି ତାପରେ ଫିଲ୍ମ ରେ ଆସିଗଲେ । ଆୟୁସ୍ମାନ ଖୁରାନା ମଧ୍ୟ ରେଡ଼ିଓ ଜକି ରହିସାରିଛନ୍ତି । ସେ ମଧ୍ୟ ଅନେକ ଥିଏଟର ରେ କାମ କରିଛନ୍ତି ଏବଂ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି ।

ବଲିଉଡରେ ଧୁମ ମଚାଉଛନ୍ତି ଦୁଇ ଭାଇ :-

ଦୁଇ ଭାଇ ବର୍ତ୍ତମାନ ବଲିଉଡ ରେ ଧୁମ ମଚାଉଛନ୍ତି । ଆୟୁସ୍ମାନ ଖୁରାନା ଭିକି ଡୋନର,ଅନ୍ଧାଧୁନ,ବରେଲି କି ବର୍ଫି ଠାରୁ ନେଇକି ଜୋର ଲଗାକର ହାଇସା ଏବଂ ଚଣ୍ଡୀଗଡ଼ କରେ ଆଶିକି ଭଳି ଫିଲ୍ମ ବହୁତ ପ୍ରଶଂସା ପାଇଥିଲା । ଅପରପକ୍ଷରେ ଅପାରଶକ୍ତି ମଧ୍ୟ ତାଙ୍କ ଫିଲ୍ମରେ ଲୋକମାନଙ୍କୁ ବହୁତ ହସାଉଛନ୍ତି । ବିଶେଷକରି ତାଙ୍କର ଲୁ-କ୍କା ଛୁ-ପି ଏବଂ ପତି ପତ୍ନୀ ଏବଂ ୱେର ଭୂମିକାରେ ମଧ୍ୟ ବହୁତ ଚମ-ତ୍କାର ଅଭିନୟ କରିଛନ୍ତି ।

ଦୁହିଁଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କହିବା ତ ଦୁଇ ଭାଇ ବିବାହିତ ଅଟନ୍ତି । ଆୟୁସ୍ମାନ ଖୁରାନା ତାହିରା କଶ୍ୟପଙ୍କୁ ବିବାହ କରିଛନ୍ତି ଯିଏ କି ତାଙ୍କର ପ୍ରେମିକା ଥିଲେ । ଦୁହିଁଙ୍କର ଦୁଇଟି ପିଲା ମଧ୍ୟ ଅଛି । ତେବେ ଅପାରଶକ୍ତି ଖୁରାନା ଆକୃତି ଆହୁଜାଙ୍କୁ ବିବାହ କରିଛନ୍ତି । ଦୁହେଁ ଗୋଟେ ଡାନ୍ସ କ୍ଲାସ ରେ ଭେଟିଥିଲେ ।

Leave a Reply

Your email address will not be published. Required fields are marked *