ମାତ୍ର ₹- ୫୦ ହଜାର ଟଙ୍କାର ଇଟା ଫେକ୍ଟ୍ରି କରନ୍ତୁ,ଆଉ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରନ୍ତୁ !

ଆଜିର ସମୟରେ ଅର୍ଥ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଏହି ଅର୍ଥ ସର୍ବସ୍ବ ଦୁନିଆରେ ଗୋଟିଏ ଭଲ ରୋଜଗାରର ପନ୍ଥା ଖୋଜି ପାଇବା ଏବଂ ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବା କିମ୍ବା ପଇସା ରୋଜଗାର କରିବା ସବୁଠାରୁ ବଡ଼ ସମସ୍ୟା ପାଲଟିଛି । ଏମିତିରେ ନିଜର ଛୋଟମୋଟ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଯୁବକ ମାନେ ବାଧ୍ୟ ହୋଇ ବହୁତ କମ୍ ଦରମାରେ କିଛି ବି ଘରୋଇ କମ୍ପାନୀରେ ଚାକିରୀ ଖୋଜି ନିଜକୁ ନିୟୋଜିତ ରଖୁଛନ୍ତି ।ଯାହା ଦ୍ୱାରା ଅତି କମରେ ତାଙ୍କୁ କେହି ବେକାରୀ ବୋଲି କହିବେନି । ହେଲେ ଏତେ କମ୍ ଦରମାରେ ଏତେ ଅଧିକ ସମୟ ଖଟିବା ମଧ୍ୟ ବେକାରୀ ସମସ୍ୟା ଠାରୁ ଅଧିକ କଷ୍ଟ ଦାୟକ । ବେକାରୀ ସମସ୍ୟା ବର୍ତମାନର ସବୁଠାରୁ ଗମ୍ଭୀର ସମସ୍ୟା ଯାହାର ସମାଧାନ ପାଇଁ ସରକାର ଏବେ ସବୁବେଳେ ଚେଷ୍ଟା ଚଳାଇଛନ୍ତି । ଏମିତିରେ ଆମେ ଆପଣଙ୍କ ପାଇଁ ଏମିତି କିଛି ଉପାୟ ନେଇ ଆସିଛୁ ଯାହାକୁ ମାନିଲେ ଆପଣ ନିଜକୁ ବେକାରୀ ସମସ୍ୟାରୁ ମୁକ୍ତ ରଖି ପାରିବେ ।

ତେବେ ଆପଣମାନେ ସମସ୍ତେ ଇଟା ବିଷୟରେ ଜାଣିଥିବେ। ସିମେଣ୍ଟ ଇଟାର ମାର୍କେଟରେ ଭଲ ଚାହିଦା ରହିଛି।ତେବେ ଆପଣଙ୍କୁ ୫୦୦୦୦ ଟଙ୍କାରେ ବ୍ୟବସାୟ ଆରମ୍ଭ କରିବାକୁ ହେବ । ସବୁଠାରୁ ଛୋଟ ମେସିନ ପକାଇ ଆପଣ ବିଜନେସ ଆରମ୍ଭ କରି ପାରିବେ।ତେବେ ସବୁଠାରୁ ଛୋଟ ମେସିନ ରେ ଆପଣ ଗୋଟିଏ ଘଣ୍ଟାରେ 450 ଖଣ୍ଡ ଇଟା ତିଆରି କରି ପାରିବେ,ଏହା ସହ ଗୋଟାଏ ଦିନରେ ଆପଣ 4500ଇଟା ତିଆରି କରି ପାରିବେ ।ତେବେ ଏହି ମେସିନ ପାଇଁ ଅଧିକ ଇଲେକ୍ରି ର ଆବଶ୍ୟକ ନାହିଁ ।ତେବେ ଗୋଟିଏ ଇଟା ପିଛା ଆପଣଙ୍କର 2.5 ରୁ 3 ଟଙ୍କା ଖର୍ଚ୍ଚ ଆସିଯିବ।

ତେବେ ଏହାକୁ ଆପଣ ଡବଲ ଅର୍ଥାତ୍ 6 ଟଙ୍କା ଗୋଟାଏ ଇଟା ପିଛା ଦାମରେ ବିକିବେ।ତେବେ ଆପଣଙ୍କ ଇଟା ରେ ଠିକ୍ ଭାଗ ମାପ ରହିଲେ ଆପଣଙ୍କ ଇଟା ଭଲ ବିକ୍ରି ହେବ।ତେବେ ଏହି ମେସିନ ହରିଆଣାରେ ରହିଛି, ସେଠାକୁ ନ ଯାଇ ମଧ୍ୟ ଆପଣ କିଣି ପାରିବେ।ତେବେ ଏହି ମେସିନ କୁ କିଣିବା ପାଇଁ ହେଲେ 9660710438 ନମ୍ବର ରେ କଲ୍ କରି କମ୍ପାନୀ ସହ କଥା ହେଇ ପାରିବେ ।ତେବେ ଏହାକୁ ଆପଣ ବାଇ ଟ୍ରାନ୍ସପୋର୍ଟ ରେ ଆଣି ପାରିବେ ।ପ୍ରଥମେ କମ୍ପାନୀକୁ 20% ଟଙ୍କା ଦେଇ ବୁକ କରିବେ ଏହାପରେ ମେସିନ୍ ଓଡିଶା ବୋର୍ଡର ରେ ପହଞ୍ଚ୍ଚଲା ପରେ ପୁରା ପଇସା ଦେଇ ଆପଣ ମେସିନ ଘରକୁ ଆଣି ପାରିବେ।

Leave a Reply

Your email address will not be published. Required fields are marked *