ଚୁଟି କାଟିବାକୁ ଖର୍ଚ୍ଚ କରୁଛନ୍ତି ୩୫ ଲକ୍ଷ ଟଙ୍କା। ହାତ ଧୁଅନ୍ତି ୨୪ କ୍ୟରେଟ ସୁନାରେ ତିଆରି ବେଶିନରେ। ଏକାଧିକ ଫ୍ଲାଇଟ ଓ ହେଲିକ୍ୟପ୍ତର ମଧ୍ୟ ରହିଛି। ସଉକ ପାଇଁ ନିଜ ପାଖରେ ଅଛି ୨୦୦ ରୁ ଅଧିକ ଘୋଡ଼ା ଓ ୫୦୦୦ ସୁପର କାର। ତେବେ ପ୍ରଧାନମନ୍ତ୍ରୀ ଏଭଳି ବିଳାସ ପୁର୍ଣ୍ଣ ଲାଇଫ ବଞ୍ଚୁଛନ୍ତି।ସେ ଖାଲି ପ୍ରଧାନ ମନ୍ତ୍ରୀ ନୁହନ୍ତି ସେ ନିଜେ ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଓ ମହା ନିର୍ଦ୍ଦେଶକ।
ଏହି ପ୍ରଧାନମନ୍ତ୍ରୀ ପାଣି ଭଳି ଖର୍ଚ୍ଚ କରୁଛନ୍ତି ଟଙ୍କା।ଥରେ ଚୁଟି କାଟିବାକୁ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।ଆଜି ଏମିତି ଏକ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଜାଣିବା ଯାହାଙ୍କ ସଉକକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗିଛି। ତେବେ ସେ ହେଉଛନ୍ତି ଅଜମଲ୍,ସେ ଏକ ଛୋଟ ଆରବୀୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଅଟନ୍ତି।
ମାତ୍ର ଏହା ଏକ ଛୋଟ ରାଷ୍ଟ୍ର ହେଲେ ମଧ୍ୟ ବିଶ୍ୱରେ ୫ ନମ୍ବର ଧନୀଦେଶ ମଧ୍ୟରେ ଆସୁଛି। ଏହାର ମୁଖ୍ୟ କାରଣ ସେଠିକାର ତୈଳ ବୃଦ୍ଧି। ସେଥିପାଇଁ ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ 20 ବିଲିଅନ ଡଲାର ର ମାଲିକ ଅଟନ୍ତି।ତେବେ ତାଙ୍କ ପାଇଁ ପ୍ରଖ୍ୟାତ ହେଆର ରିସର୍ଚ୍ଚ ଆସିଥାନ୍ତି । ଏହା ସହ ତାଙ୍କ ପ୍ରସାଦ ର ମୂଲ୍ୟ ୩୫ ଲକ୍ଷ।ଏହାର ୱାସ ରୁମ୍ ରେ ଲାଗିଚି ୨୪କ୍ୟରେଟ୍ ସୁନାରେ ତିଆରି ବାଥ୍ ଟବ୍।ତାଙ୍କ ପାଖରେ ରହିଛି ଏକାଧିକ ଫ୍ଲାଇଟ୍। ପୋଲୋ ଖେଳିବା ପାଇଁ ତାଙ୍କ ପାଖରେ ରହିଛି ୨୦୦ ରୁ ଅଧିକ ଘୋଡ଼ା।ତାଙ୍କ ସହ ପଲୋ ଖେଳିବା ପାଇଁ ଜର୍ମାନୀ ରୁ ଆସନ୍ତି ଖେଳାଳି,ଯାହାଙ୍କ ସମସ୍ତ ଖର୍ଚ୍ଚ ଆଜମଲ୍ ବହନ କରିଥାନ୍ତି। ତେବେ ଏହାଥିଲା ତାଙ୍କ ବିଳାସପୁର୍ଣ୍ଣ ଜୀବନ ।