ଦେଖନ୍ତୁ ପଶୁ ପକ୍ଷୀ ମାନଙ୍କ ଦ୍ଵାରା ଘଟିଥିବା ଭ-ୟଙ୍କର କା-ଣ୍ଡ ! ଭିଡ଼ିଓ ଦେଖିଲେ ହସିହସି ଗଡ଼ିଯିବେ !

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ ।

ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ । ଅନେକ ପଶୁ ପକ୍ଷୀ ଙ୍କ ଭିଡିଓ ମଧ୍ୟ ଆସିଥାଏ ।

ପ୍ରଥମ ଭିଡିଓ ରେ ଗୋଟିଏ ହାତୀ ଓ ଗଣ୍ଡା ପାଣି ପିଇବାକୁ ଯାଇଥିଲେ ତେବେ ହଠାତ ଦୁଇ ଙ୍କ ଭିତରେ କୌଣସି କାରଣ ପାଇଁ ଝ-ଗ-ଡା ହେବା ଆରମ୍ଭ ହୋଇଗଲା ତେବେ ଦୁହେଁ ଏହା ପରେ ଯୁ-ଦ୍ଧ କରିବାକୁ ଲାଗିଲେ । ହାତୀ ଟି ଖୁବ ରା-ଗି ଯାଇଥିଲା ଏବଂ ସେ ସେହି ଗଣ୍ଡା କୁ ଜୋରରେ ମା-ରିବାକୁ ଲାଗିଲା । ଦ୍ଵିତୀୟ ରେ ଭିଡିଓ ଟି ରେ ଗୋଟିଏ ମାଙ୍କଡ଼ ଏକ ଜାଲି ସେପଟେ ଏକ ଥଂଡା ବୋତଲ ଟି କୁ ଗୋଟିଏ ବାଡ଼ି ସାହାର୍ଯ୍ୟ ରେ ଟାଣି ଆଣି ପରେ ତାକୁ ପିଇବାକୁ ଲାଗିଲା । ତେବେ ଏହା ପରେ ଆଉ ଏକ ମାଙ୍କଡ଼ ପରିବା କାଟିବାରେ ଜଣେ ମହିଳା ଙ୍କୁ ସାହାର୍ଯ୍ୟ କରୁଥିବାର ମଧ୍ୟ ଦେଖା ଯାଉଛି । ତୃତୀୟ ଭିଡିଓ ରେ ଗୋଟିଏ ଭାଲୁ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ଟେଣ୍ଟ ଟିକୁ ଦେଖିଲା ।

ତେବେ ସେହି ଭାଲୁ ଟି ସେଠାକୁ ଯାଇ ସେଠାରେ ଖାଦ୍ୟ ଜିନିଷ ସବୁ ଖୋଜିବାକୁ ଲାଗିଲା । ତେବେ ହଠାତ ତା ନଜର ଜଣେ ଲୋକ ଉପରକୁ ଗଲା ଏବଂ ସେ ତା ପାଖକୁ ଯାଇ ତା ତାକୁ ଶୁଙ୍ଗିବା ରେ ଲାଗିଲା ତେବେ ସେ ଲୋକ ଟି ଉଠି ଡ-ରି ଗଲେ ଏବଂ ଭାଲୁ ମଧ୍ୟ ତାଙ୍କୁ ଦେଖି ଡରି ସେଠାରୁ ଦୌଡ଼ି ପଳାଇଲା । ଚତୁର୍ଥ ଭିଡିଓ ରେ ଗୋଟିଏ ଛୋଟ କୁକୁର ଛୁଆ ଗୋଟିଏ କୁକୁଡ଼ା ସହ ଯୁ-ଦ୍ଧ କରୁଥିଲା ତେବେ ସେଥିରେ କୁକୁଡ଼ା ରା-ଗି ଯାଇ କୁକୁର କୁ ଏକ ଚା-ପୁଡ଼ା ପକାଇଲା ।

ଆଉ ଏକ ଭିଡିଓ ରେ ଜଣେ ଲୋକ ଏଣ୍ଡୁଅ କୁ ଦେଖି ହାତ ହଲାଉ ଥିଲେ ତେବେ ଏଣ୍ଡୁଅ ଟି ଏହା ଦେଖି ନିଜେ ମଧ୍ୟ ସେହି ମଣିଷ ଭଳି ହାତ ହଲେଇବାକୁ ଲାଗିଲା । ପଞ୍ଚମ ଭିଡିଓ ରେ ଜଣେ ଲୋକ ନିଜ କୁକୁର କୁ ଛିଡା କରି ତା ପାଖରେ ତଲବାର ଧରି ଠିଆ ହେଲା ଏବଂ ତା ଉପରେ ଆଟାକ କରିବାର ଅଭିନୟ କରୁଥିଲା । ତେବେ ସେ ସମୟରେ ସେହି କୁକୁର ଟି ର କୌଣସି ରିଆକ୍ସନ ନଥିଲା । ଏହିପରି ଅନେକ ଅନେକ ମଜାଳିଆ ବା ଫନି ଭିଡିଓ ଦେଖିବାକୁ ମିଳିଥାଏ ସୋସିଆଲ ମିଡ଼ିଆ ରେ

Leave a Reply

Your email address will not be published. Required fields are marked *