ରାତି ଅଧରେ ଜେ-ଲ ଭିତରେ ନିରଞ୍ଜନକୁ ଡ-ରାଉଛି ମାନସର ଆ-ତ୍ମା…..ନିରଞ୍ଜନ କହୁଛି ମୁଁ ଏକା ଶୋଇବିନି,ମୋତେ ……..

ସମୟ ଯେତେ ଗଡି ଚାଲିଛି ମାନସ ହ-ତ୍ୟା ମା-ମ-ଲା ରେ ସେତେ ରୋଚକ ତଥ୍ୟ ମିଳୁଛି । ସୂଚନା ମିଳିଛି ଶର୍ମିଷ୍ଠା ବଞ୍ଚିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରି ରୂପ ବଦଳେଇବାକୁ ଯାଉଥିଲେ । ରୂପ ବଦଳାଇ ସବୁଦିନ ପାଇଁ ମାନସ ହ-ତ୍ୟା ମା-ମ-ଲା ରୁ ହଟି ଯାଇଥାନ୍ତେ । ଏହା ପାଇଁ ସେ କଲିକତା ଯାଇଥିଲେ । ଘଟଣା ଯେତେବଳେ ଧୀରେ ଧୀରେ ଭ-ୟଙ୍କର ରୂପ ନେଲା ସେତେବେଳେ ଶର୍ମିଷ୍ଠା ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ପୋ-ଲି-ସ୍ ହାତରେ ଧରା ପଡ଼ିଲେ । ମାନସ ହ-ତ୍ୟା ମା-ମ-ଲା ରେ ନିରଞ୍ଜନ ବର୍ତ୍ତମାନ ଜେ-ଲ୍ ରେ ଅଛନ୍ତି । ଜେ-ଲ୍ ର ଚାରି କାନ୍ଥ ଭିତରେ ଡ-ରୁଛନ୍ତି ନିରଞ୍ଜନ ବାବୁ। ମାନସ ର ଭୂତ ଆସି ନିରଞ୍ଜନ ଙ୍କୁ କହୁଛି ମୁଁ ତୋତେ ମା-ରି-ବି। ତୁ ମୋତେ ଯେମିତି କଲ ବଲ କରି ମା-ରି-ଚୁ ମୁଁ ତୋତେ ସେମିତି ମା-ରି-ବି। ତୋତେ ମା-ରି-ଲେ ଯାଇ ମୋ ଆତ୍ମା ଶାନ୍ତି ହେବ।

ଆଉ ତୋତେ ନ ମା-ରି-ବା ଯାଏଁ ମୋ ଆତ୍ମା ଅତୃପ୍ତ ଆତ୍ମା ହୋଇ ଘୁରି ବୁଲିବ।ପ୍ରଥମେ ତୋତେ ମା-ରି-ବି ତା ପରେ ସମସ୍ତଙ୍କୁ ଖୋଜି ମା-ରି-ବି।ତୁ ସେମିତି ଶୋଇଥା ମୁଁ ତୋତେ ମା-ରିଦେ-ବୀ।ଆଉ ଏହା ପରେ ନିରଞ୍ଜନ ଙ୍କ ନିଦ ଭାଙ୍ଗି ଯାଉଚି,ରାତି ଅଧରେ ଚି-ତ୍କା-ର କରି କହୁଛନ୍ତି ମୋତେ ବଞ୍ଚାଅ ।ହଁ ଆଜ୍ଞା ଏବେ ଏମିତି ଚର୍ଚ୍ଚା ହେଉଚି,ରାତିରେ ମାନସ ର ଆତ୍ମା ଆସି ନିରଞ୍ଜନକୁ ଡରାଉଚି।

ତେବେ ନିରଞ୍ଜନ ଡ-ରିଯାଇ ରାତି ଅଧରେ ଉଠି ଖାଲି ଚି-ତ୍କା-ର କରୁଛନ୍ତି ମୋତେ ବଞ୍ଚାଅ…ମୋତେ ବଞ୍ଚାଅ.. ମାନସ ମୋତେ ମା-ରିଦବ। ଏମିତି କହି ନିରଞ୍ଜନ ଭୋ ଭୋ ହୋଇ କା-ନ୍ଦୁଛନ୍ତି।ସେ ଏକୁଟିଆ ଶୋଇ ପାରିବେ ନାହିଁ ବୋଲି କହୁଛନ୍ତି।ଆଉ ଏକୁଟିଆ ଶୋଇଲା ବେଳକୁ ମାନସ ର ଆ-ତ୍ମା ଡରା-ଉଚି। ରାତି ଠିକ୍ ୨ ଟା ବେଳକୁ ମାନସ ଆସି ଡରା-ଉଚି। ସେଥିପାଇଁ ସେ ଏକୁଟିଆ ରହି ପାରିବେ ନାହିଁ,ତାଙ୍କୁ ସାଥିଟିଏ ଦରକାର।

Leave a Reply

Your email address will not be published. Required fields are marked *