ଶର୍ମିଷ୍ଠାଙ୍କ ବିନା ବାଉଳି ହେଉଛନ୍ତି ନିରଞ୍ଜନ ସେଠୀ ! “ଶର୍ମିଷ୍ଠା…ଶର୍ମିଷ୍ଠା ହୋଇ ଚି-ତ୍କା-ର କରୁଛନ୍ତି ବାବୁ ନିରଞ୍ଜନ, ମୁଁ ଶର୍ମିଷ୍ଠା ବିନା ପା-ଗ-ଳ ହୋଇଯିବି”……….

ମୋ ପ୍ରେମରେ ଲାଗିଲା କାହା ନଜର । ଭାଙ୍ଗି ଗଲା ସବୁ ସ୍ବପ୍ନ ମୋର । ଶର୍ମିଷ୍ଠା ହେଲା ନାହିଁ ନିଜର । ଶୁଖିଲା ରୁଟିକୁ କଲି ଆପଣାର । ଜେ-ଲ୍ ଭିତରେ ଏମିତି କିଛି ଭାବୁଥିବେ କବି ଭାବୁକ ବତ୍ସଲ ବାବୁ ନିରଞ୍ଜନ । ଅନ୍ଧାରୀ ଘରର ଚାରି କାନ୍ଥ ଭିତରେ ଶର୍ମିଷ୍ଠା ଶର୍ମିଷ୍ଠା ବୋଲି ବାଉଳି ହେଉଥିବେ ବାବୁ ନିରଞ୍ଜନ । ଅତୀତର ଦୟାଲ ଆଶ୍ରମ କଥା ଭାବି ଗୁମୁରି ଗୁମୁରି କାନ୍ଦୁଥିବେ ଆଉ ମନେ ମନେ କହୁଥିବେ ଏ ମନ ତୁ କାହିଁକି କା-ନ୍ଦୁ-ଛୁ । ଆଉ କ୍ରାଇମବ୍ରାଞ୍ଚ କୁ ଚି-ତ୍କା-ର କରି କହିଥିବେ ହେ କ୍ରାଇମବ୍ରାଞ୍ଚ!! ମୋତେ ଆଉ ଦୁଇ ଦିନ ଦୟାକରି ରି-ମା-ଣ୍ଡରେ ନିଅ ।

ମୋତେ ମୋ ପ୍ରେମିକା ଶର୍ମିଷ୍ଠାଙ୍କ ପାଖରେ ରହିବାକୁ ଦିଅ । ଆମ ଦୁହିଁଙ୍କୁ ଏକା ସାଙ୍ଗରେ ଜେ-ରା କର । ମୁଁ ଶର୍ମିଷ୍ଠା ବିନା ଜମା ରହି ପାରିବିନି । ମୋତେ କେବଳ ଶର୍ମିଷ୍ଠାଙ୍କ ସହିତ ରହିବାକୁ ଦିଅ ପ୍ଲିଜ୍ । ଏହି ଅନ୍ଧାରୀ ଘର ଭିତରେ ମୋ ସାଥୀ ବିନା ମୁଁ ଜମା ରହିପାରୁନି । ମୋର ଶର୍ମିଷ୍ଠା ଦରକାର । ତୁମେ ମାନେ ଶର୍ମିଷ୍ଠାକୁ ଯୁଆଡେ ନେଉଛ ନିଅ । ମୋତେ ମଧ୍ୟ ସେଠାକୁ ନେଇଯାଓ । ମୋତେ ଏକା କରି ଶର୍ମିଷ୍ଠାକୁ କୁଆଡେ ନିଅ ନାହିଁ ନହେଲେ ମୁଁ ପାଗଳ ହେଇଯିବି । ପାଗଳ ହେଇଯିବି ମୁଁ ।

ଏମିତି କିଛି ଭାବି ଭୋ ଭୋ ହୋଇ କା-ନ୍ଦୁଛ-ନ୍ତି ବାବୁ ନିରଞ୍ଜନ । କାରଣ ଶର୍ମିଷ୍ଠାକୁ ନିଜର କରିବାକୁ ଯାଇ ଯେଉଁ ହ-ତ୍ୟା ନାଟକର କାହାଣୀ ଲେଖିଥିଲେ ବାବୁ ନିରଞ୍ଜନ, ସେ ନାଟକ ରିଲିଜ୍ ହେବା ପୂର୍ବରୁ ଲିକ୍ ହୋଇ ଯାଇଥିଲା । ସମସ୍ତେ ଜାଣି ଯାଇଥିଲେ ଯେ ମାନସ ରଞ୍ଜନ ହ-ତ୍ୟା ନାଟକର ନିର୍ଦେଶକ ହେଲେ ବାବୁ ନିରଞ୍ଜନ । ନିରଞ୍ଜନଙ୍କ ନିର୍ଦେଶନାରେ ମାନଙ୍କୁ ଅପ-ହର-ଣ କରା ଯାଇଥିଲା ଆଉ ନିରଞ୍ଜନଙ୍କ ଇଶାରା ରେ ମାନସଙ୍କୁ ହ-ତ୍ୟା କରାଯାଇଥିଲା । ଏଭଳି ଧୀରେ ଧୀରେ ଖୋ-ଲୁ-ଛି କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହ-ତ୍ୟା ଘଟ-ଣାର ଗୁମର ।

ତେବେ ସୂଚନା ମୁତାବକ ବର୍ତ୍ତମାନ ସମୟରେ କ୍ରାଇମ ବ୍ରାଞ୍ଚ ହାତରେ ଲାଗିଛି ଏଭଳି କିଛି ତଥ୍ୟ, ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଶର୍ମିଷ୍ଠା ନିର୍ମାଣ କରୁଥିଲେ ଅ-ଶ୍ଲୀ-ଳ ଫିଲ୍ମ । ଆଉ ଏଥିରେ ଶର୍ମିଷ୍ଠାଙ୍କ ସାଥ୍ ଦେଉଥିଲେ ନିରଞ୍ଜନ ଓ କ୍ୟାମେରା ମ୍ୟାନ୍ ମାନସ । ଆଉ ସେହି ଫିଲ୍ମ ମଧ୍ୟରୁ ୩ଟିରେ ମୁଖ୍ୟ ଅଭିନେତା ସାଜିଥିଲେ ନିଜେ ନିରଞ୍ଜନ । ସେହି ସର୍ଟ୍ ଫିଲ୍ମ ମଧ୍ୟରୁ କିଛି କ୍ଲିପ୍ ରହିଯାଇଥିଲା ମାନସଙ୍କ ପାଖରେ । ଜଣା ପଡ଼ିଯିବା ଭ-ୟରେ ମାନସଙ୍କୁ ହ-ତ୍ୟା କରାଯାଇଥିବା ନେଇ ସ-ନ୍ଦେ-ହ କରାଯାଉଛି

Leave a Reply

Your email address will not be published. Required fields are marked *