ଚିତ୍ର ଦେଖି କୁହନ୍ତୁ….. ଏଥିରେ କେତୋଟି 3 ଅଛି? ଅଧିକାଂଶ ଲୋକ ଦେଉଛନ୍ତି ଭୁଲ ଉତ୍ତର !

ଆଜିକାଲି ଅପ୍ଟିକାଲ ଇଲ୍ୟୁଜନର ଅନେକ ଚିତ୍ର ଅର୍ଥାତ୍ ‘ଆଖି ଧୋକା’ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ଚିତ୍ର ବହୁତ ଭାଇରାଲ ହୋଇଛି, ଯାହା ଦେଖି ଆପଣଙ୍କ ଆଖି ମଧ୍ୟ ଧୋ-କା ଖାଇପାରେ। ଏହି ଛବି ସେୟାର କରିବାବେଳେ ଏଥିରେ କେତୋଟି 3 ଜଣ ଅଛି ବୋଲି ପଚରାଯାଉଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଧିକାଂଶ ଲୋକ ପ୍ରଥମ କ୍ଷେତ୍ରରେ ଭୁଲ ଉତ୍ତର ଦେଉଛନ୍ତି।

ସଠିକ୍ ଉତ୍ତର ଦେଇ ହୋଇପାରିବେ ବୁଦ୍ଧିମାନ।

ଭାଇରାଲ ହେଉଥିବା ଏହି ଚିତ୍ରରେ ମୋବାଇଲ୍ କିପ୍ୟାଡ଼ର ସ୍କ୍ରିନସଟ୍ ଦେଖାଯାଉଥିବ। ଏହା ସହିତ କି-ପ୍ୟାଡର ଡାଏଲ୍ ପ୍ୟାଡରେ କିଛି ସଂଖ୍ୟା ଲେଖାଯାଇଥିବା ମଧ୍ୟ ଦେଖାଯାଏ। ଏଥିରେ କେତୋଟି 3 ଦୃଶ୍ୟମାନ ହେଉଛି ବୋଲି ପଚରାଯାଉଛି। କିନ୍ତୁ ଅଧିକାଂଶ ଲୋକ ସଠିକ୍ ଉତ୍ତର ଦେବାରେ ବିଫଳ ହେଉଛନ୍ତି। ଆପଣ ଚିତ୍ରକୁ ଦେଖି ସଠିକ୍ ଉତ୍ତର ଦେବାକୁ ଚେଷ୍ଟା କରିପାରିବେ।

ଅନେକ ଲୋକ ଏହି ରହସ୍ୟର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଅଳ୍ପ ଲୋକ ସଠିକ୍ ଉତ୍ତର ଦେବାକୁ ସକ୍ଷମ ହୋଇଛନ୍ତି। ଲୋକମାନେ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରୁଛନ୍ତି। ଲୋକମାନେ ନିଜ ସାଙ୍ଗମାନଙ୍କଠାରୁ ସଠିକ୍ ଉତ୍ତର ପାଇବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି।

ଅଧିକାଂଶ ଲୋକ ଦେଉଛନ୍ତି ଭୁଲ ଉତ୍ତର।

ଯଦି ଆପଣଙ୍କ ଉତ୍ତର 15, 18 କିମ୍ବା 21 ଅଟେ ତେବେ ଆପଣ ମଧ୍ୟ ସେହି ସ୍ଥାନରେ ଅଛନ୍ତି ଯେଉଁସ୍ଥାନରେ ଅଧିକାଂଶ ୟୁଜର୍ସ ଅଛନ୍ତି। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ହେଉଛି ସଠିକ୍ ଉତ୍ତର କଣ? ଏଥିପାଇଁ ଆପଣ ପୁଣି ଚିତ୍ରକୁ ଦେଖନ୍ତୁ।

ଏହା ହେଉଛି ସଠିକ୍ ଉତ୍ତର।

ଯେତେବେଳେ ଏହି ଚିତ୍ରକୁ ଲୋକ ପ୍ରଥମେ ଦେଖନ୍ତି, 3 ସଂଖ୍ୟା ସମୁଦାୟ 18 ଥର ଦେଖାଯାଏ। କିନ୍ତୁ ଚିତ୍ରରେ ଆଉ ଏକ 3 ଲୁଚିରହିଅଛି। ଯାହା ‘I’ ସ୍ଥାନରେ 4 ନମ୍ବର ତଳେ ଅଛି। ଏହିପରି ସମୁଦାୟ 3 ସଂଖ୍ୟା ହେଉଛି 19ଟି।

Leave a Reply

Your email address will not be published. Required fields are marked *