ପୁଣି ସୁମିତ ଓ ତପସ୍ୱିନୀ ଘଟ-ଣାରେ ନୂଆ ମୋଡ଼ ! ତପସ୍ୱିନୀ ଜାଣିଶୁଣି ଛାତ ଦୁଲ ଦୁଲ କରୁଛନ୍ତି, ଶାନ୍ତିରେ ଶାଶୁଙ୍କୁ ଶୁଆଇ ଦେଉନାହାଁନ୍ତି !

ସୁମିତ ଓ ତପସ୍ଵିନୀଙ୍କ ମା-ମ-ଲା ଦିନକୁ ଦିନ ଆହୁରି ଗମ୍ଭୀର ହେବାରେ ଲାଗିଛି । ଆଗରୁ ତପଶ୍ୱନି ଏକା ଲ-ଢ଼ୁଥିଲେ ହେଲେ ପରେ ତାଙ୍କ ସହିତ ସାଧାରଣ ଲୋକମାନେ ବି ଆସି ତପସ୍ଵିନୀଙ୍କ ସାଥ ଦେଉଛନ୍ତି। କୋର୍ଟ ଓ ପ୍ରଶାସନ ଏହି ମା-ମ-ଲାରେ ଚୁପ ହୋଇ ବସିଛନ୍ତି ତ ଅନ୍ୟପଟେ କିଛି ସାଧାରଣ ଲୋକମାନେ ଏହି ମା-ମ-ଲାକୁ ନେଇ ନିଜର କ୍ରୋ-ଧ ପ୍ରକାଶ ମଧ୍ୟ କରିଥିଲେ ।

ଯାହା କି ସୋସିଆଲ ମିଡ଼ିଆରେ ଖୁବ୍ ମାତ୍ରାରେ ଭାଇରାଲ ହେଇଥିଲା । ବର୍ତ୍ତମାନ ତପସ୍ଵିନୀଙ୍କ ସାଥ ଏବେ ମହିଳାମାନେ ଦେଉଛନ୍ତି । ତପସ୍ଵିନୀ ଓ ସୁମିତ ଦୁଇ ଜଣ ସୋସିଆଲ ମିଡିଆରେ ପରସ୍ପର ବିରୁ-ଦ୍ଧରେ ଏବେ ଅନେକ ଅଡିଓ ଓ ଭିଡିଓ ରେ-କ-ଡ୍ ଭାଇରାଲ କରିଥିଲେ । ଯେଉଁଥି ପାଇଁ ଏହି ମା-ମ-ଲା ଆହୁରି ଦିନକୁ ଦିନ ରହସ୍ୟ ଘେର ମଧ୍ୟରେ ଘୁରିଛି।

ସବୁ ସମସ୍ୟାର ସମାଧାନ ହେବ ପରେ ତପଶ୍ୱନି ତାଙ୍କ ଶଶୁର ଘରେ ରହୁଥିଲେ। କିଛି ଦିନ ରହିବା ପରେ ତପଶ୍ଵନୀ ତାଙ୍କ ଶାଶୁ ଶଶୁରକୁ ହଇ-ରାଣ କରୁଥିବା କଥା ଏବେ ସାମ୍ନାକୁ ଆସିଚି । ସୁମିତଙ୍କ ଓ-କି-ଲଙ୍କ କହିବା ଅନୁସାରେ ତପଶ୍ୱନୀ ଘରେ ଶାଶୁ ଶଶୁରକୁ ହଇ-ରାଣ କରୁଛନ୍ତି। ଶାଶୁ ପୂଜା କରିବା ସମୟରେ ଜୋର୍ ଜୋର୍ ଗୀତ ବଜାଇ ଶୁଣୁଛନ୍ତି ।ଘରେ ବାସନ କୁସନ ଫିଙ୍ଗୁଛନ୍ତି ।

ଘରୁ ଥରେ ବାହାରି ଗଲେ କେତେବେଳେ ଆସି ଘରେ ପହଞ୍ଚିଛନ୍ତି ତାର କୌଣସି ହିସାବ ରହୁନାହିଁ । କୋ-ର୍ଟର ଆଦେଶ ଅନୁସାରେ ତପଶ୍ୱନିକୁ କୁହାଯାଇଥିଲା କି ସେଠାରେ ରହିବା ସମୟରେ ଯେମିତି ସେଠାରେ ଥିବା ବୟସ୍କ ବ୍ୟକ୍ତି ମାନଙ୍କର କୌଣସି ଅସୁବିଧା ନହୁଏ । ହେଲେ ତପଶ୍ଵନୀ ଏହାକୁ ମାନି ନଥିଲେ। ଯାହା ନେଇ ତାଙ୍କ ଶାଶୁ ଶଶୁର ଥା-ନାରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *