ଦିନ ଦୁଇପହରରେ ପ୍ରେମିଯୁଗଳ ଚୋ-ରି କରିନେଲେ ଗାଡି,ଦେଖନ୍ତୁ ଭିଡ଼ିଓ

ଦୁନିଆରେ ଏମିତି ଅନେକ ଘ-ଟ-ଣା ଅଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ। ଯାହା ଆପଣ ବେଳେ ବେଳେ ବିଶ୍ୱାସ ବି କରିପାରିବେ ନାହିଁ । ସତରେ ମଣିଷ ଏମିତି କାମ କରିପାରେ ତାହା କେବେ କଳ୍ପନା କରିପାରିବ ନାହିଁ।

ଧୀରେ ଧୀରେ ଅପ-ରାଧର ଭାର ବଢ଼ି ବଢି ଚାଲିଛି। ଲୋକେ ନିଶ୍ଚିନ୍ତରେ ଅପ-ରାଧ କରିବାରେ ଲାଗିଛନ୍ତି। କିଏ ଚୋ-ରୀ କରୁଚି ତ ଆଉ କିଏ ମ-ର୍ଡ-ର୍ କରି ଅପ-ରାଧ କରୁଚି । ତେବେ ଆସନ୍ତୁ ଜାଣିବା ସେମିତି କିଛି ଆଶ୍ଚର୍ଯ୍ୟକର ଘ-ଟଣା ।

ସେହିପରି ଏକ ଘ-ଟଣା ଘଟିଛି ଆମେ ରାଜଧାନୀରେ ଠାରେ। ଯାହା ଶୁଣିଲେ ଆପଣ ବି ଆତ୍ସାଯ୍ୟା ହେଇଯିବେ କି ରାଜଧାନୀରେ ମଧ୍ୟ ଏପରି ଘ-ଟ-ଣା ଘଟିପାରେ । ପୂର୍ବ ପ୍ରସ୍ତୁତି ଅନୁସାରେ ଦୁଇ ଚୋ-ର ଆସି ଦିନ ଦୁଇ ପହରରେ ଲୋକଙ୍କର ଗାଡି ଚୋ-ରି କରି ଫେ-ରା-ର ହୋଇ ଗଲେ ।ଦିନ ପ୍ରାୟ ପାଖାପାଖି 2ଟା ହେବ ଏହି ସମୟରେ ସ୍କୁଟି ରେ ବସି ଆସିଲେ ଓ ସେମାନେ ଏକ ଗଳି ରାସ୍ତାରେ ସେହି ରାସ୍ତାରେ ଭିତରକୁ ଗଲେ

ସେଠାରେ ଥିବା ଏକ ବାଇକକୁ ସେମାନେ ନେଇ ପଲେଇ ଯାଇଥିଲେ । ଯାହା କି ସେଠାରେ ଲାଗିଥିବା ସିସିଟିଭି କେମେରାରେ କୟେଦ ଯାଇଥିଲା। ପରେ ସେହି ଜଣା ପଢିଥିଲା କି ସେହି ଦୁଇଟି ଚୋ-ର ଦୁଇ ପ୍ରେମୀ ଯୁଗଳ ଥିଲେ। ପୋ-ଲି-ସ ଏହାର ତ-ଦ-ନ୍ତ କରିଥିଲା ।ଆଉ ସେହି ଦୁଇ ପ୍ରେମି ଯୁଗଳ ଚୋ-ରକୁ ଧରିବାକୁ କଥା ମଧ୍ୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *