ତେଲ ଦର ପଚାରିବାରୁ ରା-ଗି ଉଠିଲେ ଯୋଗ ଗୁରୁ ରାମ ଦେବ ବାବା,ସାମ୍ବାଦିକଙ୍କ ଉପରେ କମ୍ପିଲେ

ରାମ ଦେବ ବାବାଙ୍କୁ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି, ସେ ଆମ ଭାରତ ଯୋଗ ଗୁରୁ ଅଟନ୍ତି, ତାଙ୍କ ଭଳି ଯୋଗ ଗୁରୁ ଆଜି ପର୍ଯ୍ୟନ୍ତ କେହି ନାହାନ୍ତି । ରାମ ଦେବ ବାବା ବହୁତ ରୋ-ଗ କେବଳ ଯୋଗ ଦ୍ଵାରା ଦୂର କରିଥାନ୍ତି । ତେବେ ରାମ ଦେବ ବାବା ଆୟୁର୍ବେଦ ବହୁତ ବ୍ୟବହାର କରନ୍ତି ଓ ନିଜ ଚିକିତ୍ସିକ ମାନଙ୍କୁ ଆୟୁର୍ବେଦ ବ୍ୟବହାର କରିବା ପାଇଁ କୁହନ୍ତି ଓ ଲୋକଙ୍କ ରୋଗ ମଧ୍ୟ ଦୂର ହେଇଥାଏ।

ସେହି ରାମଦେବ ବାବା ରାଗି ଥିବାର ଦେଖିବାକୁ ମିଳିଛି, ସାମ୍ବାଦିକଙ୍କ ଉପରେ କମ୍ପିଲେ ବାବା, ପ୍ରଶ୍ନ ଶୁଣି ରା-ଗି ନି-ଆଁ ହେଲେ ବାବା, କହିଲେ ଉତ୍ତର ଦେବାକୁ ମୁଁ ଠିକା ନେଇନି। ଯୋଗ ଗୁରୁ ରାମଦେବ ବାବାଙ୍କର ଏହି ରାଗି ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବା ଜୋରରେ ଭାଇରାଲ୍ ହେବାରେ ଲାଗିଛି।

ଭିଡିଓରେ ବାବା ରାମଦେବ ଜଣେ ସାମ୍ବାଦିକଙ୍କୁ ଉପରେ ବି-ର-କ୍ତ ହୋଇ ଧ-ମ-କ ଦେଉଥିବାର ଦେଖିବାକୁ ମିଳୁଛି। ବାବା ରାମଦେବଙ୍କର ତୈଳ ଦର ଉପରେ ଦେଇଥିବା ପୂର୍ବ ମନ୍ତବ୍ୟ କୁ ନେଇ ସାମ୍ବାଦିକ ଜଣକ ପ୍ରଶ୍ନ ପଚାରିବାରୁ ଉତ୍ୟକ୍ତ ହୋଇ ବାବା ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବରୁ ଯୋଗ ଗୁରୁ ବାବା ରାମଦେବ ପେଟ୍ରୋଲ ଦର ଉପରେ ଏକ ବ-ୟା-ନ୍ ଦେଇ କହିଥିଲେ ଯେ, ଜନତାଙ୍କୁ ଏପରି ସରକାର ଦରକାର ଯିଏ ୪୦ ଟଙ୍କାରେ ପେଟ୍ରୋଲ ଓ ୩୦୦ ଟଙ୍କାରେ ରୋଷେଇ ପାଇଁ ଗ୍ୟାସ୍ ଯୋଗାଇ ଦେବେ।

ଦିନେ ଏପରି ବ-ୟା-ନ୍ ଦେଇଥିବା କଥା ସାମ୍ବାଦିକ ଜଣକ ମନେ ପକାଇ ଦେବାରୁ ବି-ର-କ୍ତ ହୋଇ ଉଠୁଛନ୍ତି ବାବା ରାମଦେବ। ଚିଡି ଯାଇ ବାବା କହିଛନ୍ତି ମୁଁ ତୁମ ପ୍ରଶ୍ନର ଉତ୍ତର ଦେବାକୁ ଠିକା ନେଇନି, ଆଉ ଥରେ ଏପରି ପ୍ରଶ୍ନ ପଚାରିବ ତ ତାହା ହେଲେ ଦେଖିବ, ପରିଣାମ ଭଲ ହେବନି। ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି ଆଉ କଂଗ୍ରସ ନେତା ଇମ୍ରାନ ପ୍ରତାପ ଗଡି ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *