କି କ-ଳିରେ ବାପ ! ଦେଖନ୍ତୁ ଗାଁ ଭିତରେ କ-ଳି ଭିଡିଓ !

ବର୍ତ୍ତମାନ ଦୁନିଆରେ ଏପରି ସବୁ ଘ-ଟ-ଣା ଘଟୁଛି ଯାହାକି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେଉଛି। ଏହି ସବୁ ଘ-ଟଣା ଓ ଖବରଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ତେବେ ବନ୍ଧୁଗଣ ଗତକିଛି ସମୟ ହେବ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଅଛି। ଆଜି ଆମେ ଆପଣମାନଙ୍କୁ ଏହି ଭିଡିଓ ବିଷୟରେ କହିବା ପାଇଁ ଯାଉଛୁ।

ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଏହି ଭିଡିଓଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତେବେ ଆଉ ବିଳମ୍ବ ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ବିଷୟରେ। ବନ୍ଧୁଗଣ ଆପଣମାନେ ସମସ୍ତେ ମହିଳାମାନଙ୍କର ଅନେକ ଝ-ଗ-ଡା ଦେଖିଥିବେ।

ମହିଳାମାନଙ୍କ ମଧ୍ୟରେ ଝ-ଗ-ଡା ହେବା ଅତି ସାଧାରଣ କଥା। ସେମାନେ କେବଳ କଥା କଥାରେ ଯୁ-କ୍ତି ତରକ କରିଥାନ୍ତି। ତେବେ ଏମିତି ବହୁତ କମ ଝ-ଗ-ଡା ଦେଖିବାକୁ ମିଳିଛି ଯେଉଁଥିରେ ମହିଳାମାନେ ପରସ୍ପର ସହ ଅତି ନିଷ୍ଟୁର ସହିତ ଝ-ଗ-ଡା ଲାଗୁଥିବେ। ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଅଛି।

ଏହି ଭିଡିଓରେ ଆପଣ ଦେଖୁଥିବେକି ଦୁଇଜଣ ମହିଳା ଝ-ଗ-ଡା କରୁଛନ୍ତି ହେଲେ ବନ୍ଧୁଗଣ ଏହି ଦୁଇଜଣଙ୍କ ଝ-ଗ-ଡା ଦେଖିଲେ ଆପଣ ନିଜର ହସକୁ ରୋକିପାରିବେ ନାହିଁ। ଉଭୟ ମହିଳା ନିଜର ଦୁଇ ଗୋଡକୁ ବାରମ୍ବାର ଉଠାଇ ଡେଇଁ ଡେଇଁ ପରସ୍ପରକୁ ଗୋ-ଇ-ଠା ମା-ରୁଥିବାର ନଜର ଆସୁଛନ୍ତି। ଏହା ସହିତ ଉଭୟଙ୍କ ଏକ୍ସପ୍ରେସନ ଓ ହର-କତ ମଧ୍ୟ ବହୁତ ଭିନ୍ନ ରହିଛି। ଏହି ଦୃ-ଶ୍ୟ ଦେଖି ଲାଗୁଛି ଉଭୟ ନାଚି ନାଚି ଝ-ଗ-ଡା କରୁଛନ୍ତି ଓ ପରସ୍ପରକୁ ମା-ରୁଛନ୍ତି ମଧ୍ୟ।

Leave a Reply

Your email address will not be published. Required fields are marked *