ସୋସିଆଲ ମିଡିଆରେ ଭାଇରାଲ୍ ହେଲା ବୁଢ଼ୀ ମାଉସୀଙ୍କ ପୁଷ୍ପା ଡାଇଲଗ,ଦେଖିଲେ ହସିହସି ବେଦମ ହୋଇଯିବେ,ଦେଖନ୍ତୁ ଭିଡ଼ିଓ

ତେବେ ନିକଟ ଅତୀତରେ ସିନେମା ହଲ ରେ ପୁଷ୍ପା ନାମକ ଏକ ଫିଲ୍ମ ଅଲ୍ଲୁ ଅର୍ଜୁନ ଙ୍କ ଅଭିନୀତ ଲାଗିଥିଲା , ଯାହା ବ୍ଲକ୍ ଅଫିସ୍ ରେ ଅନେକ ନାମ କରିଛି।ତାଙ୍କ ଫିଲ୍ମ ‘ପୁଷ୍ପା ଦ ରାଇଜ୍‌’ ବ୍ଲକବଷ୍ଟର ହିଟ୍‌ ହୋଇଥିବା ବେଳେ ବକ୍ସ ଅଫିସ୍‌ରେ ଭଲ କଲେକ୍ସନ କରିଛି । ଫିଲ୍ମଟି ଯେତେ ହିଟ୍‌ ରହିଛି ଗୀତଗୁଡ଼ିକ ଓ ଡାଇଲଗ ତାଠାରୁ ମଧ୍ୟ ସେତିକି ହିଟ୍‌ ।ତେବେ ଚାରିଆଡ଼େ ସୋସିଆଲ ମିଡିଆରେ ସେହି ଫିଲ୍ମ ର ଗୀତ ଓ ଷ୍ଟାଇଲ ଏକଦମ୍ ଫାମୋସ୍ ।

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ ।

https://youtu.be/n8ZsJmWbvks

ତେବେ ଏହି ଫିଲ୍ମ ର ଗୀତ ଓ ସେଥିରେ ଆଲ୍ଲୁ ଅର୍ଜୁନ ଙ୍କ ଷ୍ଟାଇଲ ବର୍ତମାନ ଟ୍ରେଣ୍ଡ ରେ ।ଯେବେ ଠାରୁ ପୁଷ୍ପା ଫିଲ୍ମ ରିଲିଜ ହୋଇଛି ସେବେଠାରୁ ଏହି ସିନେମାର ଏକ ସଂଳାପ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି । ଡାଇଲଗଟି ଏଭଳି କି ‘ମେଁ ଝୁକୁଙ୍ଗା ନେହିଁ’ । ଏହି ସଂଳାପକୁ ନେଇ ବିଭିନ୍ନ ଢଙ୍ଗରେ ଆକ୍ଟିଂ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।ଅନେକ ଲୋକ ଏହି ଫିଲ୍ମର ଗୀତ ଓ ଡାଇଲଗରେ ରିଲ୍ସ ଭିଡିଓ କରୁଥିବାର ନଜର ଆସିଛନ୍ତି ।

ଏହି ଭିଡିଓରେ ଜଣେ ମାଉସୀ ରାସ୍ତାରେ ଯାଉଥିବା ବେଳେ ତାଙ୍କ ହାତରେ ଥିବା ପଲିଥିନଟି ଖସି ତଳେ ପଡିଯାଉଛି ।ସେହି ରାସ୍ତାରେ ଯାଉଥିବା ଜଣେ ଛୋଟ ପିଲା ମାଉସୀଙ୍କୁ ତାଙ୍କ ପଲିଥିନ ଉଠାଇବା ପାଇଁ କହୁଛି । ସେହି ସମୟରେ ମାଉସୀ ପୁଷ୍ପାର ଫେମସ ଡାଇଲଗ ‘ମେ ଝୁକେଗା ନେହିଁ’ କହୁଛନ୍ତି । ଏହି ଡାଇଲଗ କହିବା ସମୟରେ ମାଉସୀ ଜଣକ ଅଲ୍ଲୁ ଅର୍ଜୁନଙ୍କ ଭଳି ଷ୍ଟାଇଲ ମଧ୍ୟ ମାରୁଛନ୍ତି ଯାହା ଲୋକମାନଙ୍କୁ ବେସ ପସନ୍ଦ ଆସିଛି।ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଚି।

Leave a Reply

Your email address will not be published. Required fields are marked *