ଏହି ମାମୁଲି ପରି ଦେଖାଯାଉଥିବା ୨୦ ଟଙ୍କିଆ ନୋଟ ଭରିପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, କେମିତି ଉଠାଇବେ ଏହାର ଲାଭ? ଜାଣନ୍ତୁ

ଯେମିତି ଆମେ ସମସ୍ତେ ଜାଣିଛୁକି ଗତ କିଛି ସମୟରୁ କରୋନା ଭାଇରସର ପ୍ରଭାବ ଦେଶର ଅନେକ ବଡ ବଡ କମ୍ପାନୀ ଉପରେ ପଡିଥିଲା। ଯାହାକି ତାଙ୍କର ବ୍ୟବସାୟରେ କ୍ଷତି ପହଞ୍ଚାଇଥିଲା। ଏଥିରେ ସାଧାରଣ ଲୋକଙ୍କୁ ନେଇ ବଡ ବଡ ଅଟେ କମ୍ପାନୀ ପର୍ଯ୍ୟନ୍ତ ବ୍ୟବସାୟ ଓ କାମକାର୍ଯ୍ୟ ସମ୍ପୂର୍ଣ ରୂପରେ ବନ୍ଦ ହୋଇଯାଇଛି। ଆହୁରି ମଧ୍ୟ ଫ୍ୟାକ୍ଟ୍ରି ବନ୍ଦ ହେବା ଫଳରେ ଆର୍ଥିକ ସଂକଟର ସ୍ଥିତି ସୃଷ୍ଟି ହୋଇଯାଇଥିଲା। ଏମିତିରେ ବର୍ତ୍ତମାନ ପୁଣିଥରେ ଆୟ କରିବାର ରାସ୍ତା ଖୋଜୁଥିବାର ଦେଖାଯାଉଛି।

ଦେଖିବାକୁ ଗଲେ ମହଙ୍ଗା ଏହି ସମୟରେ ପଇସା ଆୟ କରିବା ବହୁତ ଜରୁରୀ ହୋଇଯାଇଛି। କାରଣ ଯଦି ଘରର ଖର୍ଚ୍ଚ ଚଳାଇବାର ଅଛି ଓ ପରିବାରର ପେଟ ପୋଷିବାର ଅଛି ତେବେ ଭଲ ଆମଦାନୀ ମଧ୍ୟ ହେବା ଜରୁରୀ। ଏମିତିରେ ଯଦି ଆପଣ ମଧ୍ୟ ପଇସା ଆୟ କରିବାକୁ ଚାହୁଁଛନ୍ତି ତେବେ ଏହି ଖାସ ପୋଷ୍ଟ କେବଳ ଆପଣଙ୍କ ପାଇଁ। ଜଣାଇଦେଉଛୁକି ଦୁନିଆରେ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ପଇସା କଲେକ୍ଟ କରିବାର ସୌକ ରଖନ୍ତି। ତେବେ ବର୍ତ୍ତମାନ ଏହି ସୌକ ଆପଣଙ୍କୁ ଧନୀ କରିଦେବ। ତେବେ ଆସନ୍ତୁ ଆମେ ଏହି ସମ୍ପୂର୍ଣ ଖବର ବିଷୟରେ ଜାଣିବା।

ସୂଚନା ପାଇଁ ଜଣାଇଦେଉଛୁକି ବର୍ତ୍ତମାନ ସମୟରେ ପୁରୁଣା ନୋଟ ଓ ମୁଦ୍ରାକୁ ଅନ୍ତଃରାଷ୍ଟ୍ରୀୟ ବଜାରରେ ବଡ ବଡ ମୂଲ୍ୟରେ କିଣାଯାଉଅଛି। ଏମିତିରେ ଯଦି ଆପଣଙ୍କ ପାଖରେ ମଧ୍ୟ ପୁରୁଣା ମୁଦ୍ରା କିମ୍ବା ନୋଟ ଅଛି ତେବେ ଆପଣଙ୍କ ଭାଗ୍ୟ ଠିକ୍ ହୋଇପାରେ। ଆପଣ ଘର ବସି ବସି ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ। ଖାସ ଭାବରେ ଯଦି ଆପଣଙ୍କ ନିକଟରେ ୨୦ ଟଙ୍କିଆ ନୋଟ ଅଛି ତେବେ ଆପଣ ଘରେ ବସି ବସି ଲକ୍ଷପତି ହୋଇଯିବେ। ୨୦ ଟଙ୍କିଆ ନୋଟକୁ ଏକ୍ସଚେଞ୍ଜ କରିବା ବ୍ଦଳରେ ଆପଣଙ୍କୁ ଭଲ ଦାମ ମିଳିଯିବ।

ଜଣାଇଦେଉଛୁକି ଆରବିଆଇ ୧୨ଟି ଅଲଗା ଅଲଗା ମୂଲ୍ୟ ବର୍ଗରେ ଇଣ୍ଡିଆନ କରେନ୍ସି ନୋଟ ଜାରି କରିଥିଲା। ଯେଉଁଥିରେ ଏକ ୨୦ ଟଙ୍କିଆ ନୋଟ ସାମିଲ ଅଛି। ନୂଆ ନିୟମ ଅନୁସାରେ ପ୍ରତ୍ୟେକ ନୋଟକୁ ଛାପିବାର ତାରିଖ ଓ ବୈଧତାର ବର୍ଷ ଥାଏ। ଏମିତିରେ ଯଦି ଆପଣଙ୍କ ନିକଟରେ ଏମିତି ୨୦ଟଙ୍କିଆ ନୋଟ ଅଛି ତେବେ ଆପଣ ଏହାକୁ ପରିବର୍ତ୍ତନ କରି ହଜାର ହଜାର ଟଙ୍କା ଆୟ କରିପାରିବେ।

୨୦୦୧ ମସିହାରେ ଆରବିଆଇ ୨୦ ଟଙ୍କିଆ ନୋଟ ଜାରି କରିଥିଲା। ୨୦୦୫ ମସିହାରେ ଏହି ପ୍ରଚଳନକୁ ଫେରାଇ ନିଆଯାଇଥିଲା। ଏହି ପୁରୁଣା ନୋଟରେ କୌଣସି ଛାପିବାର ତାରିଖ ନାହିଁ। କିନ୍ତୁ ଏହା ଧ୍ୟାନରେ ରଖବା ଉଚିତକି ଏକ ବୈଧ ୨୦ ଟଙ୍କିଆ ନୋଟ ଜାରି କରିବାର ବର୍ଷ ନୋଟର ପଛରେ ଛପା ହୋଇଥାଏ। ବିନା ତାରିଖରେ ପୁରୁଣା ୨୦ ଟଙ୍କିଆ ନୋଟକୁ ନୂଆ ୨୦ ଟଙ୍କିଆ ନୋଟରେ ପରିବର୍ତ୍ତନ କରାଯାଇଛି। ତେବେ ଆପଣଙ୍କୁ ଏହାକୁ ଏକ୍ସଚେଞ୍ଜ କରିପାରିବେ।

ସେଥିପାଇଁ ଆପଣଙ୍କୁ ସର୍ବପ୍ରଥମେ Leftovercurrency.com ୱେବସାଇଟରେ ଯିବାକୁ ପଡିବ। ସେଠାରେ ଆପଣଙ୍କୁ ଏଡ ଟୁ ୱାଲେଟ ବଟନ ଦେଖାଯିବ। ସେଠାରେ ଆପଣଙ୍କୁ କ୍ୱାଣ୍ଟୀଟି ଦେବାକୁ ହେବ। ଆପଣଙ୍କ ନିକଟରେ ୨୦ ଟଙ୍କିଆ କେତୋଟି ନୋଟ ଅଛି ଯେଉଁଥିରେ ତାରିଖ କିମ୍ବା ବର୍ଷ ନାହିଁ। ଆପଣ ଏହାକୁ ଏକ୍ସଚେଞ୍ଜ କରିପାରିବେ। ବର୍ତ୍ତମାନ ଯେତିକି ନୋଟ ଏକ୍ସଚେଞ୍ଜ କରିବେ ତା ବଦଳରେ ଆପଣଙ୍କୁ ୱାଲେଟରେ ଏଡ ହେଉଥିବାର ଦେଖାଯିବ। ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ୫ଦିନ ମଧ୍ୟରେ ମିଳିଯିବ।

Leave a Reply

Your email address will not be published. Required fields are marked *