ବକ୍ସ ଅଫିସରେ ଧମାଲ ମଚାଉଥିବା ଫିଲ୍ମି “ଦି କାଶ୍ମୀର ଫାଇଲସ୍” ପାଇଁ କେଉଁ ଅଭିନେତା କେତେ କୋଟି ଟଙ୍କା ନେଇଛନ୍ତି ?

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନ ରେ ବନିଥିବା ଫିଲ୍ମି ଦି କାଶ୍ମୀର ଫାଇଲସ୍ ଆଜିକାଲି ସିନେମା ହଲରେ ବହୁତ ଧମାଲ ମାଚାଉଛି | ଏହି ଫିଲ୍ମିଟିକୁ ଦର୍ଶକମାନେ ବହୁତ ବେଶି ପସନ୍ଦ କରିଛନ୍ତି | ଫିଲ୍ମିରେ ମୁଖ୍ୟ ଭୂମିକାରେ ଅନୁପମ ଖେର, ମିଥନ ଚକ୍ରବର୍ତ୍ତୀ, ପଲ୍ଲଭି ଯୋଶୀ, ଦର୍ଶନ କୁମାର, ପୁନିତ ପ୍ରସାରଙ୍କ ଭଳି ତାରକା ମାନେ ନଜର ଆସିଛନ୍ତି | ଏହି ଫିଲ୍ମିଟି ବକ୍ସ ଅଫିସରେ କୋଟି କୋଟି ଟଙ୍କା ରୋଜଗାର କରିସାରିଛି

କିନ୍ତୁ ଆପଣ ସମସ୍ତଙ୍କୁ ଜଣା ଅଛି ଯେ ଏହି ତାରକାମାନେ ଏହି ସିନେମାରେ ନିଜ ନିଜ ଭୂମିକାରେ ଅଭିନୟ କରିବା ପାଇଁ କେତେ ଟଙ୍କା ଚାର୍ଜ କରିଛନ୍ତି, ଯଦି ଜଣାନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ନିଜ ପୋଷ୍ଟ ମାଧ୍ୟମ୍ ରେ କହିବାକୁ ଯାଉଛୁ କି ‘ଦି କାଶ୍ମୀର ଫାଇଲସ୍ ‘ ରେ ଦମଦାର ଭୂମିକା ନିଭାଉଥିବାର ନଜର ଆସିଥିବା ତାରକା ମାନେ କେତେ ଟଙ୍କା ଫିସ୍ ବା-ବ-ଦରେ ଚା-ର୍ଜ କରିଛନ୍ତି |

ଅନୁପମ ଖେର:-

ଅନୁପମ ଖେର ହିନ୍ଦୀ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତା ଅଟନ୍ତି ସେ ନିଜର ଅଭିନୟ କ୍ୟାରିୟର ସମୟରେ ଏକରୁ ଅଧିକା ସୁପରହିଟ ଫିଲ୍ମିରେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ବନେଇଛନ୍ତି | କିଛି ସମୟ ପୂର୍ବରୁ ହିଁ ଅଭିନେତା କାଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଅ-ତ୍ୟାଚା-ର ଉପରେ ତିଆରି ହୋଇଥିବା ଫିଲ୍ମି ‘ଦି କାଶ୍ମୀର ଫାଇଲସ୍’ରେ ନଜର ଆସିଥିଲେ ଏହି ଫିଲ୍ମିରେ ଅଭିନୟ କରିବା ପାଇଁ ଅନୁପମ ଖେର ଏକ କୋଟି ଟଙ୍କା ଫୀସ୍ ରୂପରେ ଚା-ର୍ଜ କରିଛନ୍ତି |

ପଲ୍ଲଭି ଯୋଶୀ :-

ହିନ୍ଦୀ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ତଥା ‘ଦି କାଶ୍ମୀର ଫାଇଲ୍ସ’ର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ପତ୍ନୀ ଏହି ଫିଲ୍ମିରେ ରାଧିକା ମେନନଙ୍କ ଚରିତ୍ରରେ ଅଭିନୟ କରିଥିଲେ,ଏହି ଭୂମିକାକୁ ନେଭେଇବା ପାଇଁ ପଲ୍ଲଭି 50 ରୁ 70 ଲକ୍ଷ ଟଙ୍କା ଫିସ ବାବଦରେ ଚା-ର୍ଜ କରିଛନ୍ତି | ଏହି ଫିଲ୍ମିରେ ଅଭିନୟ କରିଥିବା ପଲ୍ଲଭିଙ୍କ ଚରିତ୍ର ଦର୍ଶକଙ୍କୁ ବହୁତ ବେଶି ପସନ୍ଦ ଆସିଛି | ତାଙ୍କ ଅଭିନୟକୁ ଦର୍ଶକମାନେ ବହୁତ ପ୍ରଶଂସା କରୁଥିବାର ନଜର ଆସୁଛନ୍ତି |

ମିଥୁନ ଚକ୍ରବର୍ତ୍ତୀ:-

ଫିଲ୍ମି ଜଗତର ଫେମସ ଏବଂ ସୁପରହିଟ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ନିଜର ଦମଦାର ଅଭିନୟ ବଳରେ ନିଜର ପରିଚୟକୁ ସଫଳତାର ଉଚ୍ଚତାକୁ ପହଁଞ୍ଜେଇଛନ୍ତି, ଦି କାଶ୍ମୀର ଫାଇଲସ୍ ଫିଲ୍ମିରେ ମିଥୁନ ଚକ୍ରବର୍ତ୍ତୀ ଆଇଏଏସ୍ ବ୍ରହ୍ମା ଦତ୍ତଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମିର ଭୂମିକା ନିଭେଇବା ପାଇଁ ମିଥୁନ ଚକ୍ରବର୍ତ୍ତୀ 1.5 କୋଟି ଟଙ୍କା ଫୀସ୍ ବା-ବ-ଦରେ ଚା-ର୍ଜ କରିଛନ୍ତି |

ମୃଗାଲ କୁଲକର୍ଣ୍ଣି :-

ସୂଚନା ପାଇଁ କହିରଖୁଛୁ ଯେ, ମୃଗାଲ କୁଲକର୍ଣ୍ଣି ଫିଲ୍ମ ‘ଦି କାଶ୍ମୀର ଫାଇଲସ୍’ରେ ଫିଲ୍ମିରେ ଲକ୍ଷ୍ମୀ ଦତ୍ତଙ୍କ ଦମଦାର ଭୂମିକାରେ ଅଭିନୟ କରୁଥିବାର ନଜର ଆସିଛନ୍ତି | ସେ ଏହି ଫିଲ୍ମିରେ ଏହି ଭୂମିକା ନିଭେଇବା ପାଇଁ 50 ଲକ୍ଷ ଟଙ୍କା ଫିସ ବା-ବ-ଦରେ ଚା-ର୍ଜ କରିଛନ୍ତି |

ଦର୍ଶନ କୁମାର :-

ହିନ୍ଦୀ ଫିଲ୍ମି ଜଗତର ଜଣାଶୁଣା ଅଭିନେତା ଦର୍ଶନ କୁମାର ସୁପରହିଟ ଫିଲ୍ମି ‘ଦି କାଶ୍ମୀର ଫାଇଲସ୍’ ରେ କୃଷ୍ଣ ପଣ୍ଡିତ ଙ୍କର ଜବରଦସ୍ତ ଭୂମିକା ନିଭେଇବର ନଜର ଆସିଛନ୍ତି | ତାଙ୍କ ଅଭିନୟ ଦର୍ଶକଙ୍କୁ ବହୁତ ବେଶି ପସନ୍ଦ ଆସୁଛି କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି | ଦର୍ଶନ କୁମାର ଏହି ଫିଲ୍ମିରେ ନିଜ ଭୂମିକା ନିଭେଇବା ପାଇଁ କେତେ ଟଙ୍କା ଫୀସ୍ ବା-ବ-ଦରେ ଚା-ର୍ଜ କରୁଛନ୍ତି | ଯଦି ଜାଣିନାହାନ୍ତି ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ଦର୍ଶନ କୁମାର ନିଜ ଭୂମିକା ନିଭେଇବା ପାଇଁ 45 ଲକ୍ଷ ଟଙ୍କା ଫୀସ୍ ବା-ବ-ଦରେ ଚା-ର୍ଜ କରିଛନ୍ତି |

ପୁନିତ୍ ଇସର:-

ପୁନିତ୍ ଇସର କାଶ୍ମୀର ଫାଇଲସ୍ ରେ ଫିଲ୍ମି ରେ ଡିଜେପି ହରି ନାରାୟଣଙ୍କ ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିଛି, ଏହି ଚରିତ୍ରରେ ଅଭିନୟ କରିବା ପାଇଁ ପୁଣେ 50 ଲକ୍ଷ ଟଙ୍କା ଚା-ର୍ଜ କରିଛନ୍ତି।

Leave a Reply

Your email address will not be published. Required fields are marked *