ନାଗ ସାପ ସହ ଖେଳୁଥିଲେ ଯୁବକ..ଆଉ ତାପରେ ଯାହା ହେଲା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘ-ଟଣା ଆସନ୍ତୁ ଜାଣିବା । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ତେବେ ବେଳେ ବେଳେ କିଛି ବାହାଦୂରୀ ଭିଡିଓ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମ ରେ ଆମେ ଦେଖିବାକୁ ପାଇଥାଉ । ଆମେ ସମସ୍ତେ ଜାଣିଛନ୍ତି ଯେ ସାପ ଏକ ଏପରି ଜୀବ ତାହାର ଗତି କୁ ଆମେ କେହି ବାରିପରୁନାହାନ୍ତି । ଆଉ ମଧ୍ୟ ସେ ଏପରି ଏକ ବି-ଷା-କ୍ତ ଜୀବ , ଯାହା ବି-ଷ ରେ ମନୁଷ୍ୟ ର ପ୍ରାଣ କିଛି କ୍ଷଣ ମଧ୍ୟରେ ଚାଲିଯିବ । ଏହା ଜାଣି ମଧ୍ୟ କିଛି ଲୋକ ସାପ ସହିତ ଖେଳିଥାନ୍ତି । ଯାହା ଫଳରେ ସାପ ଚୋ-ଟ ରେ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଏ ।

ସେହିପରି ଏକ ଘ-ଟଣା ଘଟିଛି କର୍ଣ୍ଣାଟକ ରେ । କର୍ଣାଟକ ର ଶିରିସ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ମାର୍କ ସାଏଲ୍ ନାମକ ଜଣେ ବ୍ୟକ୍ତି , ଯିଏ କି ତିନୋଟି ନାଗ ସାପ ସମ୍ମୁଖ ରେ ବସି ହାତ ଗୋଡ଼ ହଲାଇ ଷ୍ଟ-ଣ୍ଟ କରୁଥିଲେ । ହଠାତ୍ ଏକ ନାଗ ସାପ ଆସି ତାଙ୍କ ଆଣ୍ଠୁ ରେ କମୁଡ଼ିଦେଲା । ସେ ଯେତେ ଚେଷ୍ଟା କରିଥିଲେ ଚଡ଼େଇବା ପାଇଁ , ସାପ ଟି ଛାଡ଼ି ନଥିଲା ।

ତେବେ ଅଳ୍ପକେ ମୃ-ତ୍ୟୁମୁ-ଖରୁ ବର୍ତ୍ତି ଯାଇଛି ସେ । ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନେକ ଲୋକ ଏହି ଭିଡିଓ ଦେଖି ଆସୋ-ନ୍ତୋଷ ପ୍ରକାଶ କରିଛନ୍ତି । ଲୋକ ମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଏପରି ଯିଏ କରିଥାଏ , ସେମାନଙ୍କୁ ଜୋ-ରିମା-ନା ଆଦେଶ କରିବା ଉଚିତ୍ । କାରଣ ସାପ ର ଗତିବିଧି କୁ କେହି ଜାଣି ପାରିନଥାନ୍ତି । ତେଣୁ ଏପରି ପିଲାଳିଆମି ବା ସାହସିକତା କୌଣସି ଟି ମଧ୍ୟ କରିବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *