SBIର ନୂଆ ସ୍କିମ : ୩୪୨ ଟଙ୍କା ଜମା କରି ପାଆନ୍ତୁ ୪ଲକ୍ଷ ଟଙ୍କାର ଫାଇଦା !

ସାମ୍ନା କୁ ଆସିଲା SBI ଗ୍ରାହକଙ୍କ ପାଇଁ ବଡ଼ ଖବର। ଯଦି ଆପଣ ଷ୍ଟେଡ ବ୍ୟଙ୍କ୍ ଅଫ ଇଣ୍ଡିଆରେ ଖାତା ରହିଛି ସେହି ଗ୍ରାହକମାନଙ୍କୁ ମିଳିବାକୁ ଯାଉଛି 4 ଲକ୍ଷ ଟଙ୍କାର ସୁବିଧା । ତେବେ କେଉଁ ମାନଙ୍କୁ ମିଳିବ ଟଙ୍କା ଓ ମିଳିବ କଣ ରହିଛି ଏହାର ପଦ୍ଧତି ଆସନ୍ତୁ ସଂମ୍ପର୍ଣ୍ଣ ରୂପରେ ଜାଣିବା ଦେଶର ସର୍ବବୃହତ ବ୍ୟାଙ୍କ୍ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ୍ । ଯିଏ କି ଗ୍ରାହକ ମାନଙ୍କ ପାଇଁ ଆଣିଛି ବଡ଼ ଖବର ।

SBIରେ ଏକାଉଣ୍ଟ ରହିଥିବା ଗ୍ରାହାକ ମାନେ 4 ଲକ୍ଷ ଟଙ୍କା ଯାଏ ଉଠେଇ ପାରିବେ ଲାଭ । ଆର୍ଥିକ ସ୍ଥରରେ ଅର୍ଣ୍ଣ ଗ୍ରସର ଲୋକ ମାନଙ୍କ ପାଇଁ ଏହି ସୁବିଧା କରିଛନ୍ତି ସରକାର । ଯେଉଁମାନେ କର ଜନଧନ ଏକାଉଣ୍ଟ ଅଛି ସେହି ଗ୍ରାହାକ ମାନେ ଏହି ସୁବିଧା ଲାଭ ପାଇ ପାରିବେ ।

ସରକାର ଦେଉଛନ୍ତି କମ ଟଙ୍କାରେ ଇନସୁରାନ୍ସ ସୁବିଧା। ସରକାରଙ୍କ ସ୍କିମ, ପ୍ରାଧନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅନ୍ତର୍ଗତ ଗ୍ରାହକଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଫର ଦେଉଛି।ସବୁଠୁ ବଡ଼ କଥା ହେଉଛି ଏଥିପାଇଁ ଗ୍ରାହକଙ୍କୁ ମାତ୍ର ଅଳ୍ପ ଟଙ୍କା ଦେବାକୁ ହେବ। ମାନେ ମାତ୍ର ୩୪୨ ଟଙ୍କାରେ ଗ୍ରାହକମାନେ ଏବ ମୋଟ ୪ ଲକ୍ଷ ଟଙ୍କାର ଲାଭ ଉଠାଇପା ରିବେ। ଦେଶର ସବୁଠୁ ବଡ଼ ସାର୍ବଜନିକ ବ୍ୟାଙ୍କ ଏସବିଆଇ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଏହି ସ୍କିମ ସମ୍ପର୍କରେ ସୂଚନା ଦେଇଛି।

ଜନ ଧନ ଏକାଉଣ୍ଟ ସହିତ ପେ ଡେବିଟ କାର୍ଡ ରଖିଥିବା ଗ୍ରାହାକ ଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି କୁହା ଯାଇଛି । ତେବେ ଏହି ବିମା ଟି 2 ଲକ୍ଷ ଟଙ୍କା ଯାଏ ଦୂର୍ଘଟଣା ଜନିତ ବିମା ପ୍ରଦାନ କରାଯିବା ର ବ୍ୟବସ୍ଥା ରହିଛି । ଏହା ସହିତ ରୁପେ କାର୍ଡ ରୁ ପଇସା ଲେଣ୍ ଦେଣ୍ କିମ୍ବା କିଣା ବିକା ମଧ୍ୟ କରିପାରିବେ ଏହି ବୀମା ସାହାଯ୍ୟ ରେ ଏହା ଛଡ଼ା 6 ମାସ ମଧ୍ୟରେ ଓଭରଡ୍ରାଫ୍ ସୁବିଧା ମଧ୍ୟ ରହିଛି ।

ତେବେ ଏହି ବୀମା ଅନୁସାରେ 2 ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ଙ୍କ ଯିବା ସହିତ 30 ହଜାର ଟଙ୍କାର ଲାଇଫ କଭର ମଧ୍ୟ ପ୍ରଦାନ କାର ଯିବ ଯାହା ମୃତ୍ୟୁ ପରେ ପ୍ରଦାନ କରାଯିଇ ଥାଏ । ଆପଣ ଯେତିକି ପଇସା ଦିପାଜିଟ କରିବେ ଡିପୋଜିଟ ଉପରେ ସୁଧ ମଧ୍ୟ ମିଳିବ। ଏହା ଛଡ଼ା ଫ୍ରି ମୋବାଇଲ ବ୍ୟାଙ୍କିଙ୍ଗ ର ସୁବିଧା ମଧ୍ୟ ରହିଛି। ଡେବିଟ୍ କାର୍ଡରୁ ପଇସା ଦେଣନେଣ ସହିତ କିଣାବିକା ମଧ୍ୟ କରି ପାରିବେ । ଏହା ସହିତ ଆପଣ ମାନେ ବୀମା ଓ ପେନସନ ଉତ୍ପାଦ ମଧ୍ୟ କିଣି ପାରିବେ ।

Leave a Reply

Your email address will not be published. Required fields are marked *