ଶର୍ମିଷ୍ଠା ରାଉତ ମୋ’ ସ୍ତ୍ରୀକୁ ସାଙ୍ଗରେ ନେଇଯାଇଛି,ଏବେ ତା’ର ପତ୍ତା ପାଉନି

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ । ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି ।

ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ । ତେବେ ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ । ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇ ଥିବା ଏହି ଭିଡ଼ିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇବ ।

ଭୁବନେଶ୍ୱର ଏୟାର ଫିଲ୍‌ଡ ଅଞ୍ଚଳର ଅରୁଣ କୁମାର ଭୋଇ ତାଙ୍କର ସ୍ତ୍ରୀ ବୃଦ୍ଧ ଆଶ୍ରମ ରେ ବୃଦ୍ଧ ଓ ବୃଦ୍ଧାଙ୍କୁ ସେବା କରୁଥିଲେ । ଗତ ୬ ମାସ ତଳେ ଶର୍ମିଷ୍ଠା ରାଉତଙ୍କ ଦୟାଲ ଆଶ୍ରମ୍‌ରେ କାମ କରୁଥିଲେ । ମାନସଙ୍କୁ ଅପ-ହ-ରଣ ଓ ହ-ତ୍ୟା ଖବର ପରଠୁ ଶର୍ମିଷ୍ଠାଙ୍କ ପତ୍ତା ମିଳୁନଥିବା ବେଳେ ତାଙ୍କ ସହ ସେ ଆତ୍ମଗୋପନ କରିଥାଇପାରନ୍ତି ବୋଲି ସ-ନ୍ଦେହ ମଧ୍ୟ କରାଯାଉଛି।

ଘ-ଟଣା ର ସୂଚନା ଅନୁଯାୟୀ , ମାନସ ହ-ତ୍ୟା ମାମ-ଲାରେ ବର୍ତ୍ତମାନ ଯାଏଁ ଆଉ ଦୁଇ ଜଣ ମହିଳା ଓ ଜଣେ ପୁରୁଷଙ୍କ କୌଣସି ଖବର ମିଳୁ ନାହି । ଗତ କିଛି ଦିନ ହେବେ ଶର୍ମିଷ୍ଠା ତାଙ୍କ ସ୍ତ୍ରୀ କୁ ଚାନ୍ଦବାଲି ନେଇ ଯାଉଛନ୍ତି କହି କୁଆଡ଼େ ନେଇ ଛନ୍ତି ଜେ ଜଣା ପଡି ନାହି । କିଛି ଦିନ ପରେ ସ୍ତ୍ରୀ ଘରକୁ ନ ଫେରିବାରୁ ଅରୁଣ ପୋ-ଲି-ସ୍ ରେ ଏତେ-ଲା ଦେଇଥିଲା । ଏହି ଭିତରେ ତାଙ୍କ ସ୍ତ୍ରୀ ଙ୍କ ର ଫୋନ୍ ବନ୍ଦ୍ ଅଛି ବୋଲି ମଧ୍ୟ ଅଭି-ଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *