ସ୍ତ୍ରୀକୁ ହ-ତ୍ୟା କରି ଶଳା-ଭାଉଜକୁ ଧରି ଛୁ ମା-ରିଲା କେନ୍ଦୁଝରର ଯୁବକ

ପ୍ରେମ କେତେବେଳେ କାହାକୁ କେମିତି ହୋଇଯାଏ କହିହୁଏ ନାହିଁ , ବେଳେବେଳେ ପ୍ରେମ ବି ପା-ପ ରେ ପରିଣତ ହେଇଯାଏ ସେମିତି ଏକ ପା-ପ ପ୍ରେମ ପାଇଁ ଜନଙ୍କ ଜୀବନ ଚାଲିଯାଇଛି I ଯାହା ହେଉଛି ଭିଣୋଇ ଓ ଶଳା ଭାଉଜଙ୍କ ଅବୈଧ ପ୍ରେମ । ପରକିଆ ପ୍ରୀତିରୁ ଘ-ଟିଲା ଅଘ-ଟଣ । ଶଳା ଭାଉଜ ପ୍ରେମରେ ପଡ଼ି ସ୍ତ୍ରୀକୁ ହ-ତ୍ୟା କଲେ ଯୁବକ । ପରେ ହ-ତ୍ୟାକା-ରୀ ଯୁବକ ଜଣକ ନିଜ ଶଳା ଭାଉଜ ସହ କେଉଁଆଡ଼େ ଫେ-ରାର ହୋଇ ଯାଇଛନ୍ତି ।

ଏପରି ଏକ ଲ-ଜ୍ଜାଜ-ନକ ଅଘ-ଟଣ ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରେକୁଟିଆ ଗାଁରେ ସାମ୍ନାକୁ ଆସିଛି । ଏନେଇ ଘଷିପୁରା ଥା-ନାରେ ଅଭି-ଯୋଗ ହେବା ପରେ ପୋ-ଲିସ ଏବେ ଘଟ-ଣାର ତ-ଦନ୍ତ କରୁଛି । ଘଟ-ଣାକ୍ରମେ ରେକୁଟିଆ ଗାଁର ତ୍ରିଲୋଚନ ଯେନା ନାମକ ଯୁବକ ନିଜ ବିବାହିତା ସ୍ତ୍ରୀଙ୍କୁ ହ-ତ୍ୟା କରିବା ପରେ ନିଜ ଶଳା ଭାଉଜଙ୍କୁ ନେଇ କେଉଁଆଡ଼େ ଫେ-ରାର ହୋଇ ଯାଇଥିବା ଅଭି-ଯୋଗ ହୋଇଛି। ୭ବର୍ଷ ପୂର୍ବରୁ ତ୍ରିଲୋଚନ ଯେନା ଜଳସୁଆଁ ଗାଁର ନନ୍ଦିନୀ ଯେନାଙ୍କୁ ବୈଦିକ ରୀତିନୀତିରେ ଉଭୟ ପରିବାରର ପୂର୍ଣ୍ଣ ସହମତି କ୍ରମେ ବିବାହ କରିଥିଲେ

କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇ ଯାଇଥିଲା । ଫଳରେ ଉଭୟ କିଛି ଦିନ ଧରି ଶ୍ୱଶୁର ଘର ଜଳସୁଆଁରେ ରହୁଥିଲେ । ଏହି ସମୟରେ ନିଜ ଶଳା ଭାଉଜଙ୍କ ସହ ତ୍ରିଲୋଚନଙ୍କର ଅନୈ-ତିକ ସମ୍ପର୍କ ଗଢ଼ି ଉଠିଥିଲା । ୩ ଦିନ ତଳେ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ତ୍ରିଲୋଚନ ନିଜ ଘର ରେକୁଟିଆକୁ ପ-ଳାଇ ଆସିଥିଲେ । ଆଜି ସକାଳୁ ତ୍ରିଲୋଚନ ନନ୍ଦିନୀଙ୍କୁ ହ-ତ୍ୟା କରି ଶ୍ୱଶୁର ଘରକୁ ଯାଇ ଶଳା ଭାଉଜଙ୍କ ସହ କେଉଁଆଡ଼େ ଫେ-ରାର ହୋଇଯାଇଥିବା ଶ୍ୱଶୁର ଘର ଲୋକେ ଅଭି-ଯୋଗ କରିଛନ୍ତି ।

ନନ୍ଦିନୀଙ୍କୁ ପରିବାର ଲୋକେ ଆନନ୍ଦପୁର ମେଡ଼ିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଛନ୍ତି। ତ୍ରିଲୋଚନଙ୍କ ଶଳା ହୀରଣ୍ୟ ଯେନା ଏସମ୍ପର୍କରେ ଥା-ନାରେ ଲିଖିତ ଅଭି-ଯୋଗ କରିବା ପରେ ପୋ-ଲିସ ତ-ଦନ୍ତ ଆରମ୍ଭ କରିଛି । ତେବେ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲା । ହେଲେ ପରକିଆ ପ୍ରିତି ଯୋଗୁଁ ଗଲା ସ୍ତ୍ରୀର ପ୍ରା-ଣ। ନିଜ ସ୍ୱାମୀ ହିଁ ସାଜି ଗଲା ହ-ତ୍ୟାକା-ରୀ । ଆଉ ସ୍ତ୍ରୀକୁ ହ-ତ୍ୟା କରିବା ପରେ ନିଜର ଶଳାର ସ୍ତ୍ରୀକୁ ନେଇ ଫେ-ରାର୍ ହେଲା ଅଭି-ଯୁକ୍ତ ସ୍ୱାମୀ । ଏହି ଖବର ବର୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳ ସହିତ ସାରା ଓଡ଼ିଶାରେ ମଧ୍ୟ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *