ଏମିତି ଅଫର ଆଉ ଆପଣ ଦ୍ୱିତୀୟ ଥର ପାଇଁ ପାଇବେନି, ମାତ୍ର ୨୪୯ ଟଙ୍କାରେ କିଣନ୍ତୁ Redmiର ଏହି ଦମଦାର ସ୍ମାର୍ଟଫୋନ୍‌

ବର୍ତ୍ତମାନ ସମୟ ରେ ମୋବାଇଲ ଫୋନ ର ଆବଶ୍ୟକତା ଅନେକ । ଏହା ମଣିଷ ର ଏକ ଅଙ୍ଗ ପାଲଟି ଯାଇଛି । ସାମ୍ପ୍ରତିକ ଯୁଗ ବିଜ୍ଞାନ ର ଯୁଗ । ବିଜ୍ଞାନ ବଳରେ ମଣିଷ ଆଜି ପ୍ରଗତି ର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରୁଛି । ନିଜ ଆବଶ୍ୟକତା ର ପରିପୂର୍ଣ ପାଇଁ ମାନବ ବିଜ୍ଞାନ ଉପରେ ନିର୍ଭରଶୀଳ । ଗମନା ଗମନ, କୃଷି , ସ୍ବାସ୍ଥ୍ୟ , ଶିଳ୍ପ ପ୍ରଭୃତି ବିବିଧ କ୍ଷେତ୍ର ରେ ନୂଆ ନୂଆ ଉଦ୍ଭାବନ ମନୁଷ୍ୟ ର କାରଣ ପାଇଁ ନିମିତ୍ତ ଉଦ୍ଦିଷ୍ଟ । ଏହିପରି ଦୈନନ୍ଦିନ ଜୀବନ ରେ ମାନବ ଜୀବନ ର ଆବଶ୍ୟକତା ଓ ନିତ୍ୟ ବ୍ୟବହାର ବସ୍ତୁ ମୋବାଇଲ ଫୋନ୍ ।

ଫୋନ୍ ର ବ୍ୟବହାର ବହୁଳ ମାତ୍ର ରେ ହୋଇ ଥାଏ । ଏହା ଦ୍ବାରା ଦୁରସ୍ଥ ବ୍ୟକ୍ତି ଙ୍କ ସହ ଅଳ୍ପ ସମୟ ରେ ଯୋଗାଯୋଗ ହୋଇ ପାରେ । ଏହା ଦ୍ବାରା ଅନେକ ବଡ଼ ବଡ଼ କାମ ସହଜ ରେ କମ୍ ସମୟ ରେ ହୋଇ ଯାଏ । ଏହି ସ୍ମାର୍ଟ୍ ଫୋନ୍ ର ମୂଲ୍ୟ ଅଧିକ । ମାତ୍ର ଅମାଜନ୍ ରେ ବର୍ତ୍ତମାନ ସ୍ମାର୍ଟ ଫୋନ୍ ର ମୂଲ୍ୟ ଯାହା ରହିଛି ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆମଜନ ରେ ପ୍ରତ୍ୟେକ ଦିନ ଭଳି କି ଭଳି ଡିଲ୍ ଆସୁଥାଏ । ଆଜି ଡିଲ ଅଫ୍‌ ଦ ଡେରେ ରେଡମିର ଧମାକେଦାର 5G ର ସ୍ମାର୍ଟ୍ ଫୋନ୍ କୁ ବହୁତ ଶସ୍ତାରେ କିଣି ପାରିବେ ।

ଏହି ଫୋନ୍ ର ମୂଲ୍ୟ ୧୬,୯୯୯ ଟଙ୍କା ମାତ୍ର ଆଜି ଏହାକୁ ମାତ୍ର ୧୯୯ ଟଙ୍କାରେ କିଣି ପାରିବେ ମାତ୍ର ଏହା କିପରି ହେବ ଆସନ୍ତୁ ଜାଣିବା । ଏହି ଫୋନ୍ ରେ ହାର୍ଡେଓ୍ଵୟାରର ସନ୍ଦର୍ଭରେ ରେଡମି ସ୍ମାର୍ଟଫୋନକୁ ୪ଜିବି ରାମ ଏହା ସହିତ ୬୪ଜିିବି ଷ୍ଟୋରେଜ ସ୍ପେସ ସହିତ ଆକ୍ଟୋ-କୋର କ୍ୱାଲକମ୍‌ ସ୍ନାପଡ୍ରାଗନ ୮୬୫ ପ୍ରୋସେସରରେ ଶକ୍ତି ମିଳିଥାଏ । ୧୮ଓ୍ଵାଟ୍‌ ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ଯୁକ୍ତ ୫୦୦୦ମାହ ବ୍ୟାଟେରୀ ରହିଛି

ଆମାଜନ୍ ରେ ଏହି ଫୋନ୍ ୧୩,୯୯୯ ଟଙ୍କାରେ ମିଳୁଛି । ଏହା ସହିତ ଏକ ୫୦୦ ଟଙ୍କା ର କୁପନ୍ କାର୍ଡ ପାଇବେ । କୁପନ କାର୍ଡ ପାଇଁ ୧୩,୪୯୯ ଟଙ୍କା ରେ ପାଇବେ ପୁଣି ଯଦି HDFC ବ୍ୟାଙ୍କର କାର୍ଡ ବ୍ୟବହାର କରନ୍ତି ତେବେ ୧୦୦୦ ଟଙ୍କା ରିହାତି ପାଇବେ । ଏହା ପରେ ୧୨,୩୦୦ ରେ ପୁରୁଣା ଫୋନ୍ ଦେଇ ଏକ୍ସେଚଂ କରାଇ ପାରିବେ । ମାତ୍ର ଫୋନ୍ ଟି ଭଲ ଥିବା ଦରକାର ଓ ନୂଆ ମଡେଲ ହୋଇଥିବା ସରକାର । ଏହିପରି ଭାବରେ ଆଣିଲେ ଫୋନ୍ କୁ ୧୯୯ ଟଙ୍କା ଦେଇ ଆଣିପାରିବେ ।

Leave a Reply

Your email address will not be published. Required fields are marked *