ସରିଲା ଋଷର ଅ-ସ୍ତ୍ର ଶ-ସ୍ତ୍ର,ଚିନ୍ତାରେ ପୁଟିନ, ଆଉ ୧୦ ଦିନ ପରେ ଶାନ୍ତ ହେବା ୟୁକ୍ରେନ !

ୟୁକ୍ରେନ ଋଷିଆ ଯୁ-ଦ୍ଧ ଲାଗିଥିବା ବେଳେ ସାମ୍ନା କୁ ଆସିଲା ସଙ୍ଗୀନ ଚିତ୍ର । ଋଷ ପାଖରେ ଯେତିକି ଅ-ସ୍ତ୍ର ଶ-ସ୍ତ୍ର ରହିଛି ସେତିକି ମାତ୍ର ଦଶ ଦିନ ଯିବ । ଯଦି ଅ-ସ୍ତ୍ର ସରିବ ତେବେ ଋଷ କିବ କୁ ଦ-ଖଲ କରିବ କିପରି । ଗୋଟିଏ ପଟେ ପୁଟିନ କାହାରି କଥା ଶୁଣୁ ନ ଥିବା ବେଳେ ଜେଲେନସ୍କି ଋଷିଆ ଆଗରେ ଝୁକୁ ନାହାନ୍ତି । ଯୁ-ଦ୍ଧ ସରିବା ର ନାମ ନେଉ ନାହି । ଏହାର ପରେ ମହାଯୁ-ଦ୍ଧ କୁ ୨୧ ଦିନ ପୁରିଲାଣି । ୟୁକ୍ରେନ ଉପରେ ଭ-ୟଙ୍କର ଭାବରେ ଆକ୍ର-ମଣ କରୁଛି ଋଷିଆ । ହସ୍ପିଟାଲ ଠାରୁ ଘର ସବୁ ଛାର ଖାର ହୋଇ ଗଲାଣି ।

ଧ୍ଵଂସ ସ୍ତୁପ ପାଲଟି ସାରିଲାଣି ୟୁକ୍ରେନ । ୟୁକ୍ରେନ ଋଷ ର ୧୩ ହଜାର ସୈ-ନ୍ୟ ଙ୍କ ପ୍ରାଣ ନେଇଥିବା ଦାବି କରିଛି । ମାତ୍ର ଋଷ ଏହାକୁ ଅଗ୍ରାହ୍ୟ କରିଛି । ଯୁ-ଦ୍ଧ ଚାଲିଥିବା ବେଳେ ଋଷ ପାଖରୁ ଅ-ସ୍ତ୍ର ଶ-ସ୍ତ୍ର ସରିବାକୁ ବସିଲାଣି । ବର୍ତ୍ତମାନ ଚିନ୍ତା ରେ ପୁଟିନ । ଗୋଟିଏ ପଟେ ୟୁକ୍ରେନ ଦ-ଖଲ ର ପଛକୁ ଫେରିବାର ନାମ ନେଉ ନାହାନ୍ତି ପୁଟିନ ଅନ୍ୟ ପଟେ ସରିବାକୁ ଅ-ସ୍ତ୍ର ଶ-ସ୍ତ୍ର । ଆମେରିକା ର ଜଣେ ପୂର୍ବତନ ସେ-ନା ଅଧିକାରୀ ବେଇନ ହୁଜେଶ୍ କହିଛନ୍ତି ଆମେରିକା ପାଖରେ ଆଉ ଅ-ସ୍ତ୍ର ଶ-ସ୍ତ୍ର ନାହି । ଖୁବ୍ ଶୀଘ୍ର ଗୋ-ଳା ବା-ରୁଦ ମଧ୍ୟ ସରିଯିବ ।

ଯଦି ଅଧିକ ଦିନ ଯୁ-ଦ୍ଧ ଲାଗି ରହେ ପରିସ୍ଥିତି ଅସମ୍ଭାଳ ହେବ । ଏହା ସହିତ ନିଜ ଜିଦ୍ ଆଗରେ ହାରି ଯିବେ ପୁଟିନ । କିବ କୁ ଦ-ଖଲ କରିବା ପାଇଁ ପୁଟିନ ଙ୍କ ନିଷ୍ପତି ତାଙ୍କ ଉପରେ ମହ-ଙ୍ଗା ପଡିଛି । ଏହିପରି ସ୍ଥିତି ରେ ଯଦି ନାଟୋ ଆକ୍ର-ମଣ କରେ ଋଷ ତାର ଅସ୍ଥିତ୍ଵ ହରାଇବ ବୋଲି ଆମେରିକା ର ଜଣେ ସେ-ନା ଅଧିକାରୀ କହିଛନ୍ତି । ୟୁକ୍ରେନ କୁ ତିନି ରୁ ଚାରି ଦିନ ରେ ନିଜ ଆୟତ୍ତ କୁ ନେବ ବୋଲି ସ୍ବପ୍ନ ଦେଖୁଥିଲା । ମାତ୍ର ତାହା ଭୁଲ୍ ପ୍ରମାଣିତ ହେବାକୁ ଯାଉଛି । ପୁଟିନ ଙ୍କ ସ୍ବପ୍ନ ପୁରା ହେବ ନାହି ବୋଲି ସେ ଆଭାସ ପାଇ ସାରିଲେଣି ।

Leave a Reply

Your email address will not be published. Required fields are marked *