ଦେଖନ୍ତୁ ଭିଡ଼ିଓ : ସନି ଲିଓନିଙ୍କର ଏ କ’ଣ ହେଲା ! କଟିଗଲା ଓଠ ଆଉ ହେଇଗଲା ଏମିତି ଅବସ୍ଥା !

ଅଭିନେତ୍ରୀ ସନି ଲିଓନି ତାଙ୍କ ଫିଲ୍ମ ଅପେକ୍ଷା ଅଧିକ ସୋସିଆଲ୍ ମିଡ଼ିଆ ଅପଡ଼େଟ୍ ପାଇଁ ହେଡଲାଇନ ରେ ରହିଥାନ୍ତି । ଏବେ ପୁଣି ଥରେ ସନି ଲିଓନି ଏମିତି ଏକ ଭିଡ଼ିଓ ସେୟାର କରିଦେଇଛନ୍ତି ଯାହା ପାଇଁ ତାଙ୍କ ଫ୍ୟାନ୍ସଙ୍କ ହୃଦୟର ସ୍ପଦନ ବଢିଯାଇଛି । ଏହି ଭିଡ଼ିଓରେ ସନି ଲିଓନିଙ୍କ ଅବସ୍ଥା ଦେଖି ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି କି ପ୍ରକୃତରେ ସନିଙ୍କୁ ଏହି ଆ-ଘା-ତ କେମିତି ଲାଗିଲା ?

ମୁଣ୍ଡରୁ ପାଦ ଯାଏଁ ଲ-ହୁଲୁ-ହାଣ

ସାମ୍ନାକୁ ଆସିଥିବା ଭିଡ଼ିଓରେ ଆପଣ ଦେଖିପାରୁଥିବେ କି ସନି ଲିଓନି ମୁଣ୍ଡରୁ ପାଦ ଯାଏଁ ଲହୁଲୁହାଣ ହୋଇଥିବା ନଜର ଆସିଛନ୍ତି । ତାଙ୍କ କଟା ଓଠ ଆଉ ଆ-ହା-ତ ହୋଇଥିବା ଆଣ୍ଠୁରେ ସେ ବ୍ୟାଣ୍ଡେଜ୍ କରୁଥିବାର ନଜର ଆସିଛନ୍ତି । ତେବେ ଭିଡ଼ିଓ ରେ ସନି କ୍ୟୁଟ୍ ସହିତ ଆଶ୍ଚର୍ଯ୍ୟରେ ଭରା ଏକ୍ସପ୍ରେଶନ୍ ମଧ୍ୟ ଦେଉଛନ୍ତି । ସନିଙ୍କର ଏହି ଭିଡ଼ିଓ ବହୁତ ଭାଇରାଲ୍ ହେଉଛି । ଏହା ସହିତ କମେଣ୍ଟ ସେକ୍ସନରେ ଲୋକ ସନିଙ୍କର ଏହି ଅବସ୍ଥାର ବିଷୟରେ ଜାଣିବାକୁ ଚାହୁଁଛନ୍ତି ।

ସୁଟିଙ୍ଗ ସହିତ ଜଡିତ ଏହି ଭିଡ଼ିଓ

କହିରଖୁଛୁ କି ସନି ଲିଓନିଙ୍କୁ ସତରେ ଆ-ଘା-ତ ଲାଗିନାହିଁ,ବରଂ ଏହା ହେଉଛି ତାଙ୍କ ସୁଟ୍ ସହ ଜଡିତ ଭିଡ଼ିଓ । ଭିଡ଼ିଓ ସହିତ ସନି ଲିଓନି କ୍ୟାପସନରେ ଲେଖିଛନ୍ତି,’ଏଜେଣ୍ଟ ଏମଙ୍କ ଜୀବନରେ ଏକ ସାଧାରଣ ଦିନ ! ମୋତେ ଏହି ଆ-ଘା-ତ କେମିତି ଲାଗିଲା,ଜାଣିବା ପାଇଁ ଦେଖନ୍ତୁ ଅନାମିକା । ନିଜ କ୍ୟାପସନ ରେ ସନି ଲିଓନି ‘ଅନାମିକା’ର ବାକି କାଷ୍ଟ ର ଲୋକମାନଙ୍କ ସହିତ ସେହି ମେକଅପ୍ ଆର୍ଟିଷ୍ଟଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି, ଯିଏ ତାଙ୍କର ଏହି ମେକଅପ୍ କରିଥିଲା ।

View this post on Instagram

A post shared by Sunny Leone (@sunnyleone)

ସନି ଲିଓନିଙ୍କ ପ୍ରୋଜେକ୍ଟ

ଆଜିକାଲି ସନି ଲିଓନି ବିକ୍ରମ୍ ଭଟ୍ଟଙ୍କ ୱେବ ସିରିଜ ‘ଅନାମିକା’ରେ ନଜର ଆସୁଛନ୍ତି । ଏହି ୱେବ ସିରିଜ ୧୦ମାର୍ଚ୍ଚରୁ ଏମଏକ୍ସ ପ୍ଲେୟାର ରେ ଷ୍ଟ୍ରିମ୍ ହେଉଛି । ଏହା ହେଉଛି ଏକ ସ୍ପାଇ ଥ୍ରୀଲର୍,ଯେଉଁଥିରେ ସନି ଲିଓନି ଆକ୍ସନ ସିକ୍ୟୁଏନ୍ସ କରୁଥିବା ଦେଖାଯାଉଛନ୍ତି । ଏହି ସିରିଜ ପାଇଁ ସେ ଗନ – ଫୁ ଏବଂ ଉମା ଥରମନଙ୍କ ଠାରୁ ମାର୍ଶଲ ଆର୍ଟସ ଏବଂ ଖଣ୍ଡାଚାଲନାର ଟ୍ରେନିଙ୍ଗ ନେଇଛନ୍ତି ।

ସୋସିଆଲ୍ ମିଡିଆରେ ସକ୍ରିୟ ରୁହନ୍ତି ଅଭିନେତ୍ରୀ

ଉଲ୍ଲେଖନୀୟ ଏହା କି ସନି ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ରହିଥାନ୍ତି । ସେ ପ୍ରାୟତ ଫ୍ୟାନ୍ସଙ୍କ ସହ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ସହ ଜଡିତ ଝଲକ ସେୟାର କରିଥାନ୍ତି । ସନି ଲିଓନି ସୋସିଆଲ ମିଡ଼ିଆରେ କେବେ ପ୍ରାଙ୍କ ତ କେବେ ଗୋଟିଏ ପରେ ଗୋଟିଏ ମଜାଦାର ଭିଡ଼ିଓ ସେୟାର କରିଥାନ୍ତି ଯେଉଁ କାରଣରୁ ତାଙ୍କର ବହୁତ ବଢିଆ ଫ୍ୟାନ ଫୋଲୋଇଙ୍ଗ ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *