ବ୍ରିକ୍ସ ଆଉ ନାଟୋ ମଧ୍ୟରେ କାହାର କେତେ ଦମ୍ ?

ଋଷ ଏବଂ ୟୁକ୍ରେନ ମଧ୍ୟରେ ଗତ କିଛି ଦିନ ହେଲାଣି ଯୁ-ଦ୍ଧ ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁ-ଦ୍ଧ କେତେବେଳେ କୋଉ ମୋଡ଼ ନେବ ତାହା କେହି ପାରିବେ ନାହିଁ । ନିଜ ନିଜର ଦେଶ ନାଗରିକଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁ-ଦ୍ଧ ନେଇ ଚେତାଇ ଦେଇଛି ଋଷ।

ତୃତୀୟ ବିଶ୍ବଯୁ-ଦ୍ଧ ପ୍ର-ଳ-ୟ ଆଣିବ ବୋଲି ମଧ୍ୟ କୁହାଯାଇଛି ମାଳିକା ରେ ବର୍ଣ୍ଣନା ରହିଚି ଏବଂ ସେଥିରେ ଆଣିବିକ ଅ-ସ୍ତ୍ରର ବ୍ୟବହାର କରାଯିବ ବୋଲି ମଧ୍ୟ କହୁଚି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲଭ୍ରୋଭ । ଯଦି ତୃତୀୟ ବିଶ୍ଵ ଯୁ-ଦ୍ଧ ହୁଏ ତେବେ ଏହା ବିନା-ଶକା-ରୀ ହେବବୋଲି ସୂଚନା ମିଳୁଚି । ବିଶ୍ବଯୁ-ଦ୍ଧରେ ଅନେକ ପରମାଣୁ ଅ-ସ୍ତ୍ର ବ୍ୟବହାର କରାଯିବ ସହିତ ଅନ୍ୟ ପକ୍ଷରେ ଆମେରିକାର ରାଷ୍ଟ୍ରପତି ତାଙ୍କ ଦେଶବାସୀଙ୍କୁ ସମ୍ବୋଧିତ କରି ଆମେରିକାର ଆଭିମୁଖ୍ୟ ବିଷୟରେ ସ୍ପଷ୍ଟ ହେଇଚି ।

ଅନ୍ୟ ପଟେ ନାଟ ଓ ବ୍ରିକ୍ସ ମଧ୍ୟ ରେ ଚାଳିଛି ଜବରଦସ୍ତ ପ୍ରତିଯୋଗିତା । ନାଟ ଅଟେ ଶକ୍ତିଶାଳୀ ହୋଇ ମଧ୍ୟ ଏବେ ସେ ବ୍ରିକ୍ସକୁ ଡୋରି ଯାଉଚି। ନାଟ ସଂଗଠନ ରେ ଆମେରିକା , ଜର୍ମାନୀ , ଫ୍ରାନ୍ସ ଓ କାନାଡା ଭୋଲି ବଡ ବଡ ଦେଶ ଏହି ନାଟ ରେ ସାମିଲ ଅଛନ୍ତି ଏହା ସହିତ 30ଟି ୟୁରୋପୀୟ ଦେଶ ମଧ୍ୟ ସାମିଲ ଅଛନ୍ତି ଏହି ସହରକୁ 1949 ମସିହା ରେ ସଂଗଠିତ କର ଯାଇଥିଲା।

ସେହି ପରି ବ୍ରିକରେ ବ୍ରାଜିଲ , ଋଷୀୟ , ଇଣ୍ଡିଆ , ଚାଇନା ଓ ସାଉଥ୍ ଆଫ୍ରିକାକୁ ନେଇ ବ୍ରିକ୍ ସଂଗଠିତ ହେଇଚି । ଏହା 2006 ରେ ଆରମ୍ଭ ହେବ ସହିତ 2010 ରେ ପୂର୍ଣ୍ଣ ହେଲା। ବ୍ରିକ ର ଏହି ପାଞ୍ଚଟି ଦେଶ ନାଟ ର 30ଟି ଦେଶ ଉପରେ ଭାରି ପଢନ୍ତି । ଯାହା ତୁଳନାରେ ନାଟ ଠାରୁ ବ୍ରୀକ ଉପରେ ଲୋକସଂଖ୍ୟା ତୁଳନା ରେ ମଧ୍ୟ ବ୍ରିକ ଆଗୁଗା ।

Leave a Reply

Your email address will not be published. Required fields are marked *