ଇଣ୍ଟରନେଟରେ ମହିଳା କର୍ମଚାରୀଙ୍କ ଅଶ୍ଳୀଳ ଫୋଟୋ ଦେଖିଲେ BOSS, ତା ପର ଦିନ ଅଫିସ୍ ଆସି କେବିନ୍ କୁ ଡାକି ଏମିତି …

ଅଷ୍ଟ୍ରେଲିଆର ବ୍ରିସବେନରୁ ଏକ ବଡ଼ ଅଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଏଠାରେ ୨୫ ବର୍ଷ Annabelle Knightଙ୍କ ସହିତ ତାର ବସ୍ ବହୁତ ଖରାପ କାମ କରିଛନ୍ତି । ମହିଳା ଜଣଙ୍କ ସହର ରେ ଏକ ମର୍କେତିଂ କମ୍ପାନୀ ରେ କାମ କରୁଥିଲେ । ସେ ଅଫିସରେ ନିଜ କାମ ମନ ଦେଇ କରୁଥିଲେ । ବସ୍ ମଧ୍ୟ ତାଙ୍କ କାମରେ ଖୁସି ଥିଲେ । ବସଙ୍କୁ ମହିଳା ଙ୍କ ଏକ ଏଡାଲ୍ଟ ଫିଲ୍ମ ମିଳିଥିଲା ।

ବସ୍ ଯେତେବେଳେ ଅଫିସରୁ ଘରକୁ ଯାଉଥିଲେ ସେ ଏକ ଏଡଲ୍ଟ ଫିଲ୍ମ୍ ଦେଖିଲେ । ଏଥିରେ ଯେଉଁ ମହିଳା ଥିଲେ ସେ ଆଉ କେହି ନୁହ ତାଙ୍କ ଅଫିସରେ କାମ କରୁଥିବା Annabelle Knight । ନିଜ ଅଫିସର ମହିଳାଙ୍କୁ ଫିଲ୍ମ୍ ରେ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ । ତା ପର ଦିନ ଅଫିସ୍ ଆସି ମହିଳା ଙ୍କୁ ନିଜ ରୁମ୍ କୁ ଡାକିଲେ । ତା ପରେ ଏପରି କିଛି ହେଲା ମହିଳା ଙ୍କ ହୋସ ଉଡିଗଲା । ତାଙ୍କୁ ବିଶ୍ୱାସ ହେଲାନି ଯେ ବସ୍ ତାଙ୍କ ସହିତ ଏପରି କିଛି କରି ପାରିଲେ ।

ବସ୍ ତାଙ୍କୁ ଚାକିରି ରୁ ବାହାର କରି ଦେଲେ । ଏହି ସମୟ ରେ ମହିଳା ଙ୍କୁ ସେ କିଛି କହି ନ ଥିଲେ । ତେଣୁ ମହିଳା ଆଶ୍ଚର୍ଯ୍ୟ ହୋଇ ଗଲେ । ପରେ ମହିଳା ଙ୍କୁ ଏକ ଇମେଲ ଆସିଥିଲା । କମ୍ପାନୀ ତରଫ ରୁ କୁହା ଯାଇଥିଲା ଜେ ଆପଣ ରୋଜଗାର ପାଇଁ ଆମ କମ୍ପାନୀ ବ୍ୟତୀତ ଅନ୍ୟ ଜାଗାରେ କାମ କରୁଛନ୍ତି । ଆପଣ ଅନ୍ୟ ସହିତ କାମ କରୁଥିବାର ସୂଚନା ମଧ୍ୟ ଦେଇ ନାହାନ୍ତି । ସେଥି ପାଇଁ ଚାକିରି ରୁ ବାହାର କରା ଯାଇଛି । ଅନେକ କମ୍ପାନୀ ର ଆଇନ୍ ଥାଏ ଜେ କର୍ମଚାରୀ ଏକା ସହିତ ଦୁଇ ଜାଗା କାମ କରି ପାରିବେ ନାହି ।

ମାତ୍ର ଏହି ମହିଳା ନିଜ ଅଶ୍ଳୀଳ ଭିଡ଼ିଓ ଓ ଫୋଟୋ OnlyFans ରେ ପୋଷ୍ଟ କରି ପଇସା ରୋଜଗାର କରୁଥିଲେ । ମହିଳା ଜଣାଇ ଥିଲେ ଯେ ସେ ଏହି କାମ ରୁ ୫୦ ହଜାର ଟଙ୍କା ରୋଜଗାର କରି ଥାନ୍ତି । ମାତ୍ର ମହିଳା ଙ୍କୁ ନିଜ ଖରାପ୍ କାମ ଯୋଗୁଁ ଚାକିରୀ ରୁ ବାହାର କରି ଦିଆ ଗଲା ବୋଲି ଟିକେ ବି ଅନୁତାପ କରିଲେ ନାହି । ମହିଳା ଙ୍କ କହିବା ଅନୁଯାୟୀ ସେ ଏହି ବିଷୟ ରେ କୌଣସି କର୍ମଚାରୀ ଙ୍କ ସହିତ କଥା ହୋଇ ନ ଥିଲେ ।

ମହିଳା ଙ୍କ ଷ୍ଟୋରି ଭାଇରାଲ ହେଲା ପରେ ଅନେକ ଲୋକ ତାଙ୍କ ସପକ୍ଷ ରେ ବାହାରିଲେ । ୟୁଜର କହିଛନ୍ତି ଯେ ଆପଣଙ୍କ ବସ୍ ଏହି ଖରାପ୍ ଜିନିଷ ଦେଖି ପାରୁଛନ୍ତି ହେଲେ କାମ ଆପଣ ଏଥିରେ କାମ କରୁଥିବା ନେଇ ତାଙ୍କୁ ଅସୁବିଧା ହେଉଛି । ଏହା କିପରି କଥା ଅଟେ । ତାଙ୍କୁ ଏହି କଥା ରେ କୌଣସି ଅସୁବିଧା ହେବା ଅନୁଚିତ ।

Leave a Reply

Your email address will not be published. Required fields are marked *