ସାତ ସାନ ଯୁବକ ସହିତ ଅଙ୍ଗନବାଡି ଦିଦିଙ୍କ ପରକୀୟା ପ୍ରୀତି,ଭାଇରଲ ହେଲା ଭିଡିଓ ଓ ଫଟୋ,ଦେଖନ୍ତୁ ….

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି।

ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

https://youtu.be/89oNFQhgNBo

ଅଙ୍ଗନବାଡି ଦିଦି, ଦାୟିତ୍ୱ କୋମଳ ମତି ଶିଶୁଙ୍କ ଲାଳନ ପାଳନ । ମାତ୍ର ସୀମା ଲଂଘିଛନ୍ତି ଅଙ୍ଗନବାଡି ଦିଦି । ଦିଦିଙ୍କ ପରକୀୟା ପ୍ରୀତିର ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ଏହା ଫୋନରୁ ଫୋନକୁ ଘୁରି ବୁଲୁଛି । ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଅନ୍ତର୍ଗତ ଦେଉଳିପଡା ଅଙ୍ଗନବାଡି କେନ୍ଦ୍ରରେ । କେନ୍ଦ୍ରରେ ସହାୟିକା ଭାବରେ କାମ କରୁଥିବା ଜଣେ ମହିଳା ନିଜ ଠାରୁ କମ ବୟସର ବାଳକ ସହିତ ରଖିଥିଲେ ସମ୍ବନ୍ଧ।

ତେବେ ଚାରି କାନ୍ଥ ମଧ୍ୟରେ ସୀମିତ ରହିବା ଭଳି ସମ୍ବନ୍ଧ କିନ୍ତୁ ସମସ୍ତ ସୀମା ସରହଦ ପାର କରି ଯାଇଥିଲା । ଉଭୟ ଅସଞ୍ଜତ ଓ ନଗ୍ନ ଅବସ୍ଥାରେ ରହିଥିବାର ଫଟୋ ଓ ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ଫଟୋ ଗୁଡିକ ଭାଇରାଲ କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହି ଫଟୋଟି ଭାଇରାଲ ହେବା ପରେ ଦିଦି ଜଣଙ୍କ ପିଲାଙ୍କୁ କଣ ପଢାଇବେ ଏହାକୁ ନେଇ ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *