ଋଷ ଓ ୟୁକ୍ରେନ ଯୁଦ୍ଧ ଉପରେ ଚୀନ ନଜର ରଖିଥିବା ବେଳେ LAC ରେ ଖେଳ କରିଦେଲା ଭାରତ, ଜାଣନ୍ତୁ ଭାରତ କଣ ପଦକ୍ଷେପ ନେଲା……

ଋଷ ଏବଂ ୟୁକ୍ରେନ ମଧ୍ୟରେ ଗତ କିଛି ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କେତେବେଳେ କୋଉ ମୋଡ଼ ନେବ ତାହା କେହି ପାରିବେ ନାହିଁ । ନିଜ ନିଜ ର ଦେଶ ନାଗରିକ ଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଚେତାଇ ଦେଇଛି ଋଷ। ତୃତୀୟ ବିଶ୍ବଯୁଦ୍ଧ ପ୍ରଳୟ ଆଣିବ ବୋଲି ମଧ୍ୟ କୁହାଯାଇଛି ମାଳିକା ରେ ବର୍ଣ୍ଣନା ରହିଚି ଏବଂ ସେଥିରେ ଆଣିବିକ ଅସ୍ତ୍ରର ବ୍ୟବହାର କରାଯିବ ବୋଲି ମଧ୍ୟ କହୁଚି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲଭ୍ରୋଭ ।

ଯଦି ତୃତୀୟ ବିଶ୍ଵ ଯୁଦ୍ଧ ହୁଏ ତେବେ ଏହା ବିନାଶକାରୀ ହେବବୋଲି ସୂଚନା ମିଳୁଚି । ଋଷୀୟ କୁ ସେମିତି କିଛି ଉଦ୍ୟମ ମୂଳକ ସଫଳତା ମିଳି ନଥିଲା । ୟୁକ୍ରେନ ଓ ଋଷ ଯୁଦ୍ଧ ଉପରେ ସାରା ଦୁନିଆର ନଜର ରହିଥିବା ବେଳେ ଚୀନକୁ ମାତ୍ ଦେବା ପାଇଁ ଭାରତ ଏଲଏସି ରେ ଏମିତି ଏକ ଶାନଦାର ପ୍ଳାନ କରିଥିବାର ସୂଚନା ମିଳିଛି । ଯାହାକୁ ନେଇ ଚୀନ ଏବେ ପୁରା ଚିନ୍ତାରେ । ଚୀନ ସାମ୍ନା ରେ ଭାରତୀୟ ସେନାମାନେ ଏପରି କମ କରିଛନ୍ତି ଯାହା ଶୁଣିଲେ ପ୍ରତ୍ଯେକ ଭାରତୀୟ ଙ୍କ ଛାତି ଗର୍ବ ରେ ଫୁଲି ଉଠିବ ।

ଚୀନ ସେନାଙ୍କୁ ଶାବକ ଶିଖାଇବା ପାଇଁ ଭାରତ କିଛି ସୈନ୍ୟଙ୍କ ଏକ ଟିମ୍ କରିଛି ଯାହାର ନାମ ରଖାଯାଇଛି ଚୀନ ସ୍ପେଶାଲ । ଖୁବ ଶୀଘ୍ର ଏହି ଦକ୍ଷ ଭାରତୀୟ ସୈନ୍ୟ ଙ୍କୁ ଚୀନ ସୀମାରେ ନିଯୁକ୍ତ କରାଯିବ ବୋଲି ଶୁଣିବା କୁ ମିଳିଛି । ଚୀନ ସ୍ପେଶାଲ ନାମକ ଏହି ଟିମ୍ ରେ ଅନେକ ମାତ୍ରା ରେ ହତିଆର ସହ ୧୭ ହଜାର ଲସ୍କରି ସୈନିକ ରହିଥିବାର ଜଣ ପଢ଼ିଛି।

ଭାରତ ଓ ଚୀନ ମଧ୍ୟରେ ଡୋକଲା ରେ ବିବାଦ ହୋଇଥିଲା ସେତେବେଳେ ଏହି ଉପତ୍ୟକା ବିଷୟରେ ଚର୍ଚ୍ଚା ହୋଇଥିଲା । ସିଲିଗୁଡି ଉପତ୍ୟକା ସେନା ଙ୍କ ଦୃଷ୍ଟିକୋଣରୁ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି ଯାହା ନେପାଲ, ଭୁଟାନ ଓ ବାଂଲାଦେଶ ସହ ମଧ୍ୟ ଜଡିତ ଥିଲେ ତେବେ ଚୀନ ସ୍ପେଶାଲ ନାମକ ଏହି ଟିମ୍ ର ଯୁଦ୍ଧ ପାଈ ଭାରତ ଖୁବ ମହତ୍ଵପୂର୍ଣ୍ଣ ଅଟେ । ଭାରତୀୟ ସେନା ପାଖରେ ତିନୋଟି ଷ୍ଟ୍ରାଇକ କୋର ରହିଛି ।ସୀମା ସୁରକ୍ଷା କରିବା ଏହି କୋରର କାର୍ଯ୍ୟ ନଥିଲେ ମଧ୍ୟ ଏମାନେ ରିଜର୍ଭରେ ରହିଥାନ୍ତି

Leave a Reply

Your email address will not be published. Required fields are marked *