ରାତିରେ ବାବା ସାଜୁଥିଲେ ଆଣ୍ଠୁଆ ଗୋପାଳ,ଆଉ କରୁଥିଲେ ଖରାପ କାମ

ଏବେ ତ ସମାଜ ରେ ସବୁବେଳେ ସେଇ ଗୋଟିଏ କଥା ଲୋକ ଙ୍କ ମୁହଁ ରେ ଚର୍ଚ୍ଚା ର ବିଷୟ ପାଲଟୁଛି ଏବଂ ଆଜି କାଲି ସେହି କେସ୍ ରେ ଆମ ଦେଶ ବି ଉଠୁଛି ପଡୁଛି ବି । ତେବେ ସେହି କେସ୍ ଟି କଣ, “ନାରୀ ଦୁଷ୍କର୍ମ”। ତେବେ ଏହି ଗୋଟିଏ କାମ ଯାହାକି ଆମ ଦେଶରେ ବହୁ ଚର୍ଚ୍ଚା ର ବିଷୟ ପାଲଟିଛି, ଏହା ପାଇଁ ଅନେକ ଲୋକ ଙ୍କ ମୁହଁ ରୁ ହସ ହଜିଯାଇଛି ଏବଂ ଏହା ପାଇଁ ହଜାର ହଜାର ଝିଅ ମାନଙ୍କ ର ଇଜ୍ଜତ୍ ଲୁଟ୍ ହେଉଛି ଏବଂ ହଜାର ହଜାର ଝିଅ ଭବିଷ୍ୟତ ନଷ୍ଟ ହେଉଛି ଏବଂ ଜୀବନ ମଧ୍ୟ ଯାଉଛି।

ଆଜି କାଲି ର ଦୁନିଆରେ ଲୋକ ମାନେ ଆଉ ମଣିଷ ହୋଇ ନାହାଁନ୍ତି ପଶୁ ପାଲଟି ଗଲେଣି।ଆମେ ମାନେ ତ ସମସ୍ତେ ଶୁଣି ପାରୁଥିବା କି କିପରି ଭାବରେ ଆମ ଦେଶରେ ଝିଅ ମାନଙ୍କ ଦିନ କୁ ଦିନ ଇଜ୍ଜତ୍ ଲୁଟ୍, ସେମାନଙ୍କ ଦୁଷ୍କର୍ମ ଆଦି ଘଟଣା ବଢିବାରେ ଲାଗିଛି। ପ୍ରତିଦିନ ତ ସୋସିଆଲ୍ ମିଡିଆ ରେ ଏହି ପରି ହଜାର ହଜାର ଫଟୋ, ପୋଷ୍ଟ ଏବଂ ଭିଡିଓ ସବୁ ଦେଖିବାକୁ ମିଳୁଛି ।

ଆଜିକାଲି ଭଣ୍ଡ ବାବା ଙ୍କ ପାଖକୁ ଯାଇ ନିଜ ଦୁଃଖ ପ୍ରକାଶ କରିଛନ୍ତି । କିଛି ଲୋକ ଅଧିକ ବିଶ୍ୱାସ କରି ବାବା ଙ୍କ ପାଖକୁ ଯାଇଥାନ୍ତି । ମାତ୍ର ଏହାର ଫାଇଦା ଉଠାଇ ଅନେକ କୁକର୍ମ କରିଥାନ୍ତି । ତେବେ ସାଧାରଣ ଲୋକ ଙ୍କୁ ଭୟଭୀତ କରାଇ ଲୋକ ମାନଙ୍କୁ ଠକେଇ ଦେଇଥାନ୍ତି । ଲୋକ ଙ୍କ ପାଖରେ ଟଙ୍କା ନେବା ପ୍ରତିକାର କରିବା ବାହାନା ରେ ଅନେକ ପଇସା ଲୁଟି ଥାନ୍ତି । ଅନେକ ଜ୍ୟୋତିଷ ମନ୍ଦ ଉଦ୍ଧଶ୍ୟ ରେ ଯୁବତୀ ମାନଙ୍କ ସହିତ ଖରାପ ବ୍ୟବହାର କରିଥାନ୍ତି ।

ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏକ ଭିଡ଼ିଓ ରେ । ଜଣେ ବାବା ଙ୍କ ବିରୁଦ୍ଧ ରେ ଅଭିଯୋଗ କରିଛନ୍ତି ଜଣେ ମହିଳା ଜେ ବାବା ସେମାନଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି । ମାତ୍ର ବାବା ଙ୍କୁ ଏହି ବିଷୟ ରେ ପଚାରିବାରୁ ସେ କିଛି ଭିନ୍ନ ଟିପଣି ଦେଇଥିଲେ । ସେ କହିଥିଲେ ଯେ ସେ ଏହି ମହିଳା ଙ୍କୁ ଜାଣି ମଧ୍ୟ ନାହାନ୍ତି । ତାଙ୍କ ଝିଅ ମାନସିକ ନିର୍ଯାତନା ପାଇବାରୁ ତାକୁ ଘରକୁ ନେଇ ଆସିଥିଲେ ।

ଏହି ମହିଳା ତାଙ୍କ ଝିଅ କୁ ପଠାଇବାକୁ କହିବାରୁ ବାବା ରାଜି ହୋଇ ନ ଥିଲେ । ମହିଳା ଧମକ ଦେଇଥିଲେ ଜେ ମୁଁ ତୁମ ପରିବାର କୁ ନଷ୍ଟ କରିଦେବି । ଏହି ବିଷୟ ରେ ଉଚିତ ତଦନ୍ତ କରିବାକୁ ବାବା କହିଥିଲେ । ପୂର୍ବରୁ ମଧ୍ୟ ବାବା ଙ୍କ ଉପରେ ଅନେକ ଅଭିଯୋଗ ଲାଗିଛି । ଟେବେ ଘଟଣା ର ସତ୍ୟାସତ୍ୟ ଆଗାମୀ ସମୟ ରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *