୧- କ୍ରିକେଟ ଖେଳରେ ଅମ୍ପାୟର ଯାହା ନିର୍ଣ୍ଣୟ କରିଥାନ୍ତି ତାହା ଅନ୍ତିମ ନିର୍ଣ୍ଣୟ ହୋଇ ଥାଏ । ମାତ୍ର ବେଳେ ବେଳେ ଖିଲାଡ଼ି ଯୋସ୍ ରେ ହୋସ ହରାଇ ଦେଇଥାନ୍ତି । ଢାକା ପ୍ରିମିୟର ଲିକର ମ୍ୟାଚ୍ ଚାଲିଥିବା ସମୟରେ ଯେତେବେଳେ ସକିବ ଆଲ ହସନ୍ ଖେଳ ସମୟରେ ବାରମ୍ବାର ଏଲ୍ ବି ଡବ୍ୟୁଲ୍ ଏପିଲ୍ କରିବା ପରେ ଅମ୍ପ୍ୟାର ଆଉଟ୍ ଦେଲେ ନାହିଁ
ସେତେବେଳେ ସକିବ ରାଗି ଯାଇ ଷ୍ଟମ୍ପ କୁ ଗୋଇଠା ମାରିଥିଲେ । ଏହା ସହିତ ଆମ୍ପ୍ୟର ସହିତ ଖରାପ୍ ଢଙ୍ଗରେ କଥା ହୋଇଥିଲେ । ଏହାପରେ ଏତେ ରାଗି ଯାଇଥିଲେ ଜେ ଷ୍ଟମ୍ପକୁ ବାହାର କରି ଫୋପାଡି ଦେଇଥିଲେ । ସକିବଙ୍କ ଉପରେ ୫ ଲକ୍ଷ ଓ ତିନୋଟି ମେଚ ବ୍ୟାନ ର ଜରିମାନା ଦିଆ ଯାଇଥିଲା ।
୨- ଟି-୨୦ ମେଚରେ ଭାରତ ବିପକ୍ଷରେ ଖେଳା ଯାଇଥିବା ସମୟରେ ସହିନ ଆଫ୍ରିଦ୍ ଭାରତରେ ଭଲ ବଲର ମାନଙ୍କୁ ଆଉଟ୍ କରି ପାକିସ୍ତାନ ଭାରତକୁ ଏହି ମେଚରେ ହରାଇବାର ସ୍ବପ୍ ପୁରା କରିଥିଲା । ସହିନ ଏହି ମେଚରେ ବିରାଟ ଖୋଲି ରୋହିତ ଶର୍ମା , କେ ଏଲ ରାହୁଲଙ୍କୁ ଆଉଟ୍ କରିଥିଲେ । ଏଥିରେ ସେ ଗର୍ବିତ ହୋଇ ଯାଇଥିଲେ । ଅନ୍ୟ ଏକ ଖେଳରେ ସେ ବାଉଣ୍ଡ ପାଖରେ ଠିଆ ହୋଇ ଥିବ ସମୟ ରେ ପାକିସ୍ତାନ ଲୋକ ତାଙ୍କୁ ବିରାଟ , ରୋହିତ ଓ ରାହୁଲଙ୍କ ନାମ ବାରମ୍ବାର କହିଥିଲେ । ଏହା ପରେ ସେ ତିନି ଜଣଙ୍କ ନକଲ କରି ଦେଖାଇଥିଲେ।
୩- ପାକିସ୍ତାନ ଓ ଅଷ୍ଟ୍ରେଲିଆ ଭିତରେ ଖେଳ ସମୟରେ ପାକିସ୍ତାନର ବଳର ଯାଭେଦ ଏକ ସଟ ମାରିଥିଲେ । ଏହି ସମୟରେ ରନ୍ ନେଇଥିଲେ । ରନ ନେବା ସମୟରେ ସେ ଲିଲି ସହିତ ଧକ୍କା ହୋଇ ଯାଇଥିଲେ । ମାତ୍ର ଲିଲି ଏହା ଜାଣିଥିଲେ । ଆମ୍ପେୟର ଠାରୁ ନିଜ ଜିନିଷ ନେବା ସମୟ ରେ ଜଭେଦକୁ ଗୋଇଠା ମାରିଥିଲେ । ଜାଭେଦ ଲିଲିଙ୍କ ଉପରକୁ ମାଡ଼ି ଥିଲେ । ଅମ୍ପେୟର ଦୁହିଁଙ୍କୁ ବୁଝାଇ ଥିଲେ ।
୪- ଟେଷ୍ଟ ମେଚ ଚାଲୁଥିବା ସମୟରେ ଭାରତୀୟ ଟିମ୍ ବଲିଂ କରୁଥିଲା ସେତେବେଳେ କେ ଏଲ ରାହୁଲ ବାଉନ୍ଦ୍ରିଂ ପାଖରେ ଫିଲ୍ଡିଂ କରୁଥିଲେ । ଏହି ସମୟ ରେ ଇଂଲଣ୍ଡ ର ଦର୍ଶକ ମାନେ ମଦ ବୋତଲର ଠିପି ତାଙ୍କ ଉପରକୁ ଫିଙ୍ଗିବା ଆରମ୍ଭ କରିଥିଲେ । ଏହାକୁ ବିରାଟ କୋହଲି ଦେଖି ତାଙ୍କୁ ଫିଙ୍ଗିବାକୁ କହି ଆମ୍ପେୟାରଙ୍କୁ କହିଥିଲେ ।