ଏ ପ୍ରକାରର କୀର୍ତ୍ତନ ଜୀବନରେ କେବେ ବି ଦେଖିନଥିବେ,ଦେଖନ୍ତୁ ନିଆଁ ପରି ଭାଇରାଲ ହେଉଥିବା ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସେୟାର ହେବାରେ ଲାଗିଛି। ଯେଉଁ ଭିଡିଓରେ ଦେଖିବାକୁ ମିଳିଛିଯେ ଅଷ୍ଟମ ପ୍ରହରୀରେ ଏଠାରେ ମହିଳା କୀର୍ତ୍ତନୀୟା ଦଳ କୀର୍ତ୍ତନର ତାଳରେ ଡାନ୍ସ କରୁଛନ୍ତି। ସେମାନେ ଯେଉଁଭଳି ଭାବରେ ନାଚୁଛନ୍ତି ତାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ।

ଆଉ ଏହି ସମୟରେ ତାଙ୍କର ବେଶ ଭୂଷା ଏବଂ ତାଙ୍କର କୀର୍ତ୍ତନର ମଜ୍ଜିଯିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ଦେଖି ବହୁତ ଖୁସି ହେଉଛନ୍ତି। ମହିଳାମାନଙ୍କର ଏପରି କୀର୍ତ୍ତନ କରିବାର ଦୃଶ୍ୟ ହୁଏତ ଅନେକ ଲୋକଙ୍କ ପାଇଁ ପ୍ରଥମଥର ଅଟେ ଓ ସେମାନେ ଏଠାରେ ଦେଖିବାକୁ ପାଉଥିବେ। ଯାହାକୁ ସେମାନେ ମଧ୍ୟ ବହୁତ ଉପଭୋଗ କରୁଛନ୍ତି।

ତେବେ ସୂଚନା ଅନୁଯାୟୀ ଏଠାରେ ଅଷ୍ଟମ ପ୍ରହରୀ ଅବସରରେ ଏକ ସଙ୍କୀର୍ତ୍ତନର ଆୟୋଜନ କରାଯାଇଛି। ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁ ଏଠାରେ ଏହାକୁ ଦେଖି ବହୁତ ଆନନ୍ଦିତ ହେଉଛନ୍ତି। ଏଠାରେ ଢୋଲ, ମୃଦଙ୍ଗ ଏବଂ ଶବ୍ଦ କୀର୍ତ୍ତନ ସହ ହରିନାମର ତାଳେ ତାଳେ ନୃତ୍ୟ ମଧ୍ୟ ପରିବେଷଣ ହେଉଛି।

https://youtu.be/-XOrFYBA4o0

ତାଳରେ ଝୁମି ଝୁମି ମହିଳାମାନେ ସମାନ ଗେରୁଆ କପଡ଼ାରେ ସଜାଇ ହୋଇ ଏପରି ନୃତ୍ୟକୁ ପରିବେଷଣ କରୁଛନ୍ତି। ତେବେ ବର୍ତ୍ତମାନ ସମୟର ଅଷ୍ଟମ ପ୍ରହରୀ ଆୟୋଜନରେ ଏପରି ଦୃଶ୍ୟ ସାଧାରଣ ହୋଇଗଲାଣି। ଲୋକମାନଙ୍କ ମନ ମୁତାବକ ସେମାନଙ୍କର ଆଗ୍ରହ ଦେଖୁ ଅଷ୍ଟମ ପ୍ରହରୀରେ ଏପରି ନୃତ୍ୟ ପରିବେଷଣ କରାଯାଉଛି। ତେବେ ଏହି ଦୃଶ୍ୟ ବାସ୍ତବରେ ମନ ମୁଗ୍ଧକର ଅଟେ

ଏହାକୁ ଦେଖିଲେ ଓ ଏଠାକାର ମାହାଲକୁ ଦେଖିଲେ ଯେ କେହି ନା କାହିଁ ମନ୍ତ୍ରମୁଗ୍ଧ ହୋଇଯିବ। କୀର୍ତ୍ତନର ପରିବେଶ ଏଠାରେ ଏକ ସୁନ୍ଦର ମନୋରମ ପରିବେଶ ସୃଷ୍ଟି କରିଛି। ତେବେ ସେଠାରେ ଅନେକ ପୁରୁଷ ଏବଂ ମହିଳାମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ସମସ୍ତେ ଏହି ତାଳର କୀର୍ତ୍ତନରେ ନିଜକୁ ଯେମିତି ହଜାଇ ଦେଇଥିଲେ। ଯାହାର ସଂପୂର୍ଣ୍ଣ ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳୁଛି। ଏହାକୁ ଦେଖି ଆପଣ ମଧ୍ୟ ନିଶ୍ଚିତ ଭାବରେ ଖୁସି ହେବେ। ତେବେ ସେଠାରେ ସମସ୍ତଙ୍କ ମୁହଁରେ ଏକ ସୁନ୍ଦର ଭାବ ଏବଂ ଖୁସି ରହିଥିବା ଯାହା ଏହି ଭିଡିଓରେ ଦେଖିବା ପାଇଁ ମିଳିଛି।

ଉଭୟ ପୁରୁଷ ଏବଂ ମହିଳାମାନେ ସେଠାରେ ଥିଲେ ଓ ସମସ୍ତେ କୀର୍ତ୍ତନ କରିବା ସହ ତାଳି ମଧ୍ୟ ମାରୁଛନ୍ତି। ଉପସ୍ଥିତ ସମସ୍ତେ ଉତ୍ସାହର ସହ ଏହାକୁ ଉପଭୋଗ କରୁଛନ୍ତି। ଏହି କୀର୍ତ୍ତନ ଏବଂ ନାଚକୁ ସମସ୍ତେ ଉତ୍ସାହର ସହିତ ଦେଖୁଛନ୍ତି ଏବଂ ବହୁତ ଖୁସି ମଧ୍ୟ ହେଉଛନ୍ତି। ଆଉ ଏହି ଭିଡିଓ ବର୍ତ୍ତମାନ ବହୁତ ମାତ୍ରାରେ ସେୟାର ହେଉଅଛି। ଆପଣ ମଧ୍ୟ ଥରେଟିଏ ଏହି କୀର୍ତ୍ତନର ଭିଡିଓ ଦେଖନ୍ତୁ ନିଶ୍ଚିତ ଆପଣଙ୍କର ମନ ମୁଗ୍ଧ ହୋଇଯିବ।

Leave a Reply

Your email address will not be published. Required fields are marked *