ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ । ସ୍ବାମୀର ଅନୁପସ୍ଥିତିରେ ସ୍ତ୍ରୀ କରୁଥିଲା ଖେଳ

ଏହି ସମାଜରେ ପ୍ରେମ ସଂପର୍କ ର ମୂଲ୍ୟ ଅତ୍ୟନ୍ତ ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଲାଣି । ଏହି ପ୍ରେମ ଘଟଣାକୁ ନେଇ ବିବିଧ ଘଟଣା ସବୁ ଦେଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ତଥା ହାସ୍ୟାସ୍ପଦ ଜନକ ଘଟଣା ଅଟେ । ଆଜିକାଲି ଅଧିକାଂଶ ଯୁବକ ଯୁବତୀ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ମାରାତ୍ମକ ରୂପ ଧାରଣ କରୁଛି ।

କୌଣସି ସମ୍ପର୍କ ରେ ବିଶ୍ୱାସ ରହିବା ଅତ୍ୟନ୍ତ ଆବଶ୍ୟକ । ବିବାହ ହେଉ କିମ୍ବା ପ୍ରେମ ବିଶ୍ୱାସ ହେଉଛି ସମ୍ପର୍କ ର ମୂଳ ଲକ୍ଷ୍ୟ । ମାତ୍ର ଆଜି ର ଦୁନିଆ ଏପରି କିଛି ଘଟଣା ଘଟୁଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବିଶ୍ୱାସ ଭାଙ୍ଗିଲେ ସମ୍ପର୍କ ଭାଙ୍ଗି ଥାଏ । ତେବେ ଆଜି କାଲି ର ଦୁନିଆ ରେ ପ୍ରେମ ର ମାନେ କିଛି ଅଲଗା । ଜଣଙ୍କୁ ଭଲ ପାଇ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲ ପାଉଛନ୍ତି ।

ବିବାହ ପରେ ମଧ୍ୟ ବିଶ୍ଵାସ ଭାଙ୍ଗି ବାକୁ ପଛାଉ ନାହି ଆଜିର ମଣିଷ । ବିବାହ ପରେ ପର ପୁରୁଷ ଙ୍କ ସହିତ ପ୍ରେମ ସମ୍ପର୍କ ରଖୁଛନ୍ତି । ଏହିଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଘଟଣା ଟି ଓଡ଼ିଶା ର ବୋଲି ସୂଚନା ମିଳିଛି । ମହିଳା ଙ୍କ ସ୍ବାମୀ ବାହାରେ କାମ କରନ୍ତି । ଶାଶୁ ଘରେ ମହିଳା ପରିବାର ଙ୍କ ସହିତ ରୁହନ୍ତି । ସ୍ବାମୀ ଘରେ ରହୁ ନ ଥିବାରୁ ମହିଳା ଜଣଙ୍କ ଗାଁ ର ଜଣେ ଯୁବକ ଙ୍କୁ ଭଲ ପାଉଥିଲେ । ସ୍ବାମୀ ଙ୍କ ଅନୁପସ୍ଥିତି ରେ ପ୍ରେମିକ ସହିତ ରାତି କାଟୁଥିଲେ । ଦିନେ ରାତି ଶୋଇବା ସମୟ ରେ ଶାଶୁ ଘର ଲୋକେ ତାଙ୍କୁ ଧରିଥିଲେ ।

ଧରିବା ପରେ ଘଟଣା ଘଟି ଥିବା ସ୍ଥାନ ରେ ଲୋକ ଙ୍କ ଭିଡ଼ ଜମିଥିଲା । ଅନେକ ପାଟି ମୁଣ୍ଡ ହୋଇ ଥିଲା । ଅନେକ ଯୁକ୍ତି ତର୍କ ପରେ ମହିଳା ଙ୍କୁ ତାଙ୍କ ପ୍ରେମିକ ଙ୍କ ସହିତ ଦ୍ଵିତୀୟ ବିବାହ କରାଇ ଥିଲେ ଗାଁ ଲୋକ । ତେବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହେବାରେ ଲାଗିଛି । ଦର୍ଶକ ଏହାକୁ ଦେଖି ଅନେକ ଛି ଛାକର କରିଛନ୍ତି।

Leave a Reply

Your email address will not be published. Required fields are marked *