ଋଷ ଦେଲା ଧମକ : ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ହେବ ପରମାଣୁ ଆକ୍ରମଣ, ବିଶ୍ୱ ପାଇଁ ସାଜିବ ବିନାଶକାରୀ । ଜାଣନ୍ତୁ ବିଶ୍ୱର କଣ ହେବ?

ଋଷ ଏବଂ ୟୁକ୍ରେନ ମଧ୍ୟରେ ଗତ କିଛି ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କେତେବେଳେ କୋଉ ମୋଡ଼ ନେବ ତାହା କେହି ପାରିବେ ନାହିଁ । ନିଜ ନିଜର ଦେଶ ନାଗରିକ ଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଚେତାଇ ଦେଇଛି ଋଷ। ତୃତୀୟ ବିଶ୍ବଯୁଦ୍ଧ ପ୍ରଳୟ ଆଣିବ ବୋଲି ମଧ୍ୟ କୁହାଯାଇଛି

ମାଳିକାରେ ବର୍ଣ୍ଣନା ରହିଚି ଏବଂ ସେଥିରେ ଆଣିବିକ ଅସ୍ତ୍ରର ବ୍ୟବହାର କରାଯିବ ବୋଲି ମଧ୍ୟ କହୁଚି ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲଭ୍ରୋଭ । ଦି ତୃତୀୟ ବିଶ୍ଵ ଯୁଦ୍ଧ ହୁଏ ତେବେ ଏହା ବିନାଶକାରୀ ହେବବୋଲି ସୂଚନା ମିଳୁଚି । ବିଶ୍ବଯୁଦ୍ଧରେ ଅନେକ ପରମାଣୁ ଅସ୍ତ୍ର ବ୍ୟବହାର କରାଯିବ ସହିତ ଅନ୍ୟ ପକ୍ଷରେ ଆମେରିକାର ରାଷ୍ଟ୍ରପତି ତାଙ୍କ ଦେଶବାସୀ ଙ୍କୁ ସମ୍ବୋଧିତ କରି ଆମେରିକାର ଆଭିମୁଖ୍ୟ ବିଷୟରେ ସ୍ପଷ୍ଟ ହେଇଚି ।

ଅନ୍ୟ ପଟେ ଜଣା ପଢ଼ିଛି କି ଏହି ଯୁଦ୍ଧରେ ପରମାଣୁ ଯୁଦ୍ଧ ହେବାକୁ ଯାଉଚି। ଯାହା କି ଏକ ଥର ରେ 10 କୋଟି ଲୋକୋଙ୍କ ଜୀବନ ନେଇଯିବ। ଋଷ ଓ ୟୁକ୍ରେନ ଏହିପରି ଯୁଦ୍ଧ ବିତରେ ଆବେ ପୁଣି ସାମ୍ନାକୁ ଆସିଚି କି ଏମାନେ ପରମାଣୁ ଆକ୍ରମଣ କରିବାକୁ ଯାଉଛନ୍ତି। ଯାହା ଜୀବନ କୁ ଛାରଖାର କରିଦେବ। ଅର୍ଥାତ୍ କୋଉ ମୁହୂର୍ତ୍ତ ରେ କିଛି ବି ହୋଇପାରେ । ଯୁଦ୍ଧ ମଧ୍ୟ ରେ କିଛି ଏହିପରି ବିସ୍ଫୋରଣ ହେବ ଯାହାକିଛି ସମୟ ମଧ୍ୟରେ କୋଟି କୋଟି ଲୋକୋ କ ଜୀବନ ନେଇଯିବ।

ଯଦି ବି କେହି ଏଥି ରୁ ବାଦ୍ ପଡ଼ି ଯାଆନ୍ତି ସେହି ଲୋକୋ ମାନେ ଜୀବନ ସାରା ପାଈ ପାଙ୍ଗୁ ହୋଇଯିବେ ବା ଅନ୍ଧ ପାଲଟି ଯିବେ । ଲୋକ କିଛି ବୁଝି ବା ପୂର୍ବରୁ ଜଳି ଯାଇଥିବା ଚମଡା ଆଉ ଆକାଶରେ କଳା ବଦଳ ଖେଳି ଯାଉଥିବ । ସବୁ ଆଡ ଶୁଣିବାକୁ ମିଳୁଥିବା ଲୋକୋଙ୍କର କରୁଣ କାନ୍ଦଣା।

Leave a Reply

Your email address will not be published. Required fields are marked *