ଏବେ ରାସନ କାର୍ଡ ନଥିଲେ ବି ମାଗଣାରେ ମିଳିବ ଚାଉଳ, ଜାଣନ୍ତୁ କିପରି

ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶା ରାଜ୍ୟ ର ଅପ୍ରତିଦ୍ଵନ୍ଦୀ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ପରିସ୍ଥିତି ରେ ତାଙ୍କ ସହ ନିର୍ବାଚନ ରେ ଲଢ଼ିବାକୁ ପ୍ରତିଦ୍ବନ୍ଦୀ ମଧ୍ୟ ନାହାନ୍ତି । ସବୁ ଓଡ଼ିଆ ଙ୍କ ମନ ରେ ରାଜ କରୁ ଥିବା ଏକ ମାତ୍ର ନେତା ନବୀନ ପଟ୍ଟନାୟକ । ବର୍ତ୍ତମାନ ସେ ୧୪ ତମ ମୁଖ୍ୟମନ୍ତ୍ରୀ ହିସାବ ରେ କାର୍ଯ୍ୟରତ ଅଛନ୍ତି । ସେ ଦେଶବାସୀ ଙ୍କ ପାଇଁ ଅନେକ ଉନ୍ନତ ମୂଳକ କାର୍ଯ୍ୟ କରିଛନ୍ତି । ଗରିବ ଙ୍କ ଘରେ ଅନେକ ସୁବିଧା ଯୋଗାଇ ଦେଇଛନ୍ତି । ମଣିଷ ରହିବା ପାଇଁ ଘର ଯୋଜନା କରି ଇନ୍ଦ୍ରାବସ ଯୋଜନା କରିଛନ୍ତି । ସେହିପରି ଖାଦ୍ୟ ପାଇଁ ବିପିଏଲ୍ ଚାଉଳ ଓ ଗହମ ବ୍ୟବସ୍ଥା କରିଛନ୍ତି । ୧ ଟଙ୍କା ରେ ଚାଉଳ ଦେଇ ଅନେକ ଭୋକିଲା ଙ୍କ ମୁଁହ ରେ ଦାନା ଦେଇଛନ୍ତି । ବର୍ତ୍ତମାନ ଏକ ବଡ଼ ଖବର ଆସି ପହଞ୍ଚିଛି ଆମ ନିକଟ ରେ ।

ଓଡ଼ିଶା ର ଅଧିକାଂଶ ଲୋକ ରୋଜଗାର ପାଇଁ ବାହାରକୁ ଯାଇଥାନ୍ତି । ଠିକ୍ ସେହିପରି ବାହାର ଲୋକ ମଧ୍ୟ ଓଡ଼ିଶା ରେ ଆସି ରହିଥାନ୍ତି । ଏହି ସୁଯୋଗ କୁ ସେମାନେ ମଧ୍ୟ ଉପଭୋଗ କରି ପାରିବେ । ଯେଉଁ ମାନେ ନୂତନ ଭାବରେ ରେଶନ କାର୍ଡ ପାଇଁ ଇଛୁକ ଏହା ପାଇଁ ସରକାର ଏକ ନୂତନ ଯୋଜନା ଆଣିଛନ୍ତି । ଏଥି ପାଇଁ ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ଆଧାର କାର୍ଡ ଲିଙ୍କ୍ ଥିବା ଦରକାର । One Nation One Ration Card Scheme ର ଅଧୀନ ରେ କେନ୍ଦ୍ର ସରକାର ମାଗଣା ରେଶନ୍ ଦେଉଛନ୍ତି ।

ୟୁପି, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡଖଣ୍ଡରେ ପୂର୍ବରୁ ରେସନ କାର୍ଡ ର ସୁବିଧା ନ ଥିଲା । କରନା ସମୟ ରେ କେନ୍ଦ୍ର ସରକାର ମାଗଣା ରେସନ ଦେଉଛନ୍ତି । ତେଣୁ ବର୍ତ୍ତମାନ ସେହି ରାଜ୍ୟ ପାଇଁ One Nation One Ration Card Schem ହେବାକୁ ଯାଉଛି । ଏଥିରେ Aadhaar Link With Ration Card କିମ୍ବା Bank Account Link With Ration Card ରହିବା ଆବଶ୍ୟକ । ଏହାକୁ ଦିଲ୍ଲୀ ସରକାର ଆରମ୍ଭ କରିଛନ୍ତି । ଇ-POS ମାଧ୍ୟମରେ  ବର୍ତ୍ତମାନ ରେଷନ୍ ଆଣି ହେବ । ଏହା ଦ୍ବାରା ମାର୍କେଟିଁ କରିହେବ । ଏହି ଯୋଜନା ସହିତ ଯୋଡ଼ି ରହିବା ପାଇଁ ଆବଶ୍ୟକ ତଥ୍ୟ କୁ ବ୍ୟବହାର କରି ରେଶନ ସାମଗ୍ରୀ ପାଇ ପରନ୍ତୁ ।

Leave a Reply

Your email address will not be published. Required fields are marked *