ଘରୋଇ ଉପାୟରେ ଘରୁ ବାହାର କରନ୍ତୁ ମୂଷା । ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ମନୁଷ୍ୟ ଜୀବନ ହେଉଛି ଈଶ୍ୱର ଙ୍କ ଶ୍ରେଷ୍ଠ ଅବଦାନ । ମାନବ ନିଜର ସ୍ଥିତି କୁ ସୁଦୃଢ କରିବା ପାଇଁ ଯାହା ଯାହା ଆବଶ୍ୟକ କରେ ସେ ସବୁ ମଧ୍ୟ ଏଇ ସ୍ବାସ୍ଥ୍ୟ ହେଉଛି ଅନ୍ୟତମ । କାରଣ ସ୍ବାସ୍ଥ୍ୟ ହି ଶ୍ରେଷ୍ଠ ସମ୍ପଦ । ସ୍ବାସ୍ଥ୍ୟ ର ଅବସ୍ଥା ଠିକ୍ ନ ରହିଲେ ମନୁଷ୍ୟ ର ମନ ଭଲ ରହେ ନାହିଁ । ଏବଂ ମନ ଭଲ ନ ରହିଲେ ମନୁଷ୍ୟ କୌଣସି କାର୍ଯ୍ୟ କୁ ସମ୍ପୂର୍ଣ୍ଣ ରୂପେ ସଂପାଦନ କରି ପରେ ନାହିଁ । ତେଣୁ କୁହା ଯାଇଛି ସ୍ବାସ୍ଥ୍ୟ ହି ଅମୂଲ୍ୟ ସମ୍ପଦ

ଆମ ଶରୀର ରେ ଥିବା ବର୍ଯ୍ୟ ବସ୍ତୁ ଶରୀର ର ଉପକାର ରେ ଲାଗି ଥାଏ । ବିଭିନ୍ନ ପ୍ରକ୍ରିୟା ରେ ଏହି ବର୍ଯ୍ୟ ବସ୍ତୁ ଶରୀର ସୁସ୍ଥ କରିବାରେ ସାହାଯ୍ୟ କରିଥାଏ । ଅନେକ ରୋଗ ବ୍ୟାଧି ରେ ବଡ଼ ବଡ଼ ଔଷଧ କାମ ଦେଇ ନ ଥାଏ । ସ୍ବାସ୍ଥ୍ୟ ହି ମୂଳ ସମ୍ପଦ । ଜୀବନ ରେ ସ୍ବାସ୍ଥ୍ୟ ଠିକ୍ ରହିଲେ ସବୁ କିଛି ଠିକ୍ ରହି ଥାଏ ।

ଦୁଇଟି ଜୀବ ସ୍ୱାସ୍ଥ୍ୟବସ୍ଥା କୁ ଖରାପ କରିଥାନ୍ତି । ମୂଷା ଓ ମଶା ଙ୍କ ଦ୍ଵାରା ଅନେକ ରୋଗ ହୋଇ ଥାଏ । ତେବେ ଆପଣ ଘରେ ଯଦି ମୂଷା ହୋଇ ଥାନ୍ତି ଏଥିରୁ ରକ୍ଷା ପାଇବା ପାଇଁ ଆମେ ଘରୋଇ ଉପଚାର ନେଇ ଆସିଛୁ ଆପଣ ଙ୍କ ପାଇଁ ।

ମୂଷା ମାନେ ଘରେ ରହିଲେ ବିଭିନ୍ନ ସମସ୍ୟା ହୋଇ ଥାଏ । ଡ୍ରେସ , ଇଲେକ୍ଟ୍ରି ତାର , ବହି ଖାତା ଆଦି ସବୁ କାଟି ଦେଇଥାନ୍ତି ଯାହା ଫଳରେ ବିରକ୍ତ ଲାଗି ଥାଏ । ଏଥିରୁ ମୁକ୍ତି ପାଇଁ କିଛି ସାମଗ୍ରୀ ଆବଶ୍ୟକ ହୋଇ ଥାଏ । ତେଣୁ ପ୍ରଥମ ସାମଗ୍ରୀ ହେଉଛି ଭଜା ବାଦାମ । ବାଦାମ ର ମଞ୍ଜି କୁ ଦୁଇ ଭାଗ କରି ଦିଅନ୍ତୁ ପରେ ଏହାକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ ।

ଏହା ପରେ ଦୁଇ ଚାମଚ ବେକିଙ୍ଗ ସୋଡା ନିଅନ୍ତୁ । ସେଥିରେ ଦୁଇ ଚାମଚ ଚିନି ନିଅନ୍ତୁ । ଏହା ପରେ କୋଲଗେଟ୍ ନିଅନ୍ତୁ । ଏହା ପରେ ଗୋଟିଏ ଚାମଚ ମଇଦା ନିଅନ୍ତୁ ଓ ସେଥିରେ କିଛି ପାଣି ମିଶେଇ ଏହି ସବୁ କୁ ଭଲ ଭାବରେ ମିଶ୍ରଣ କରନ୍ତୁ । ବର୍ତ୍ତମାନ ଏହାକୁ ଛୋଟ ଛୋଟ ଗୋଲା କରନ୍ତୁ । ଏହାକୁ ନେଇ ମୂଷା ହେଉଥିବା ସ୍ଥାନ ରେ ରଖନ୍ତୁ ଏହା ଦ୍ବାରା ସେମାନେ ଘରୁ ପଳାଇବେ ।

Leave a Reply

Your email address will not be published. Required fields are marked *