କ୍ୟାମେରାରେ ରେକର୍ଡ ହେଇଗଲା ଏହି ଝିଅର କାରନାମା,ଦେଖନ୍ତୁ ଭିଡ଼ିଓ

ଆମ ଚାରିପାଖରେରେ ପ୍ରତେକ ଦିନ ଏମିତି କିଛି ନ କିଛି ଘଟଣା ଘଟୁଛି । ଯାହା ଆମକୁ ଆଶ୍ଚାଜ୍ୟ କରିଥାଏ ଦୁନିଆରେ ଏମିତି ଅନେକ ଘଟଣା ଅଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ। ଯାହା ଆପଣ ବେଳେ ବେଳେ ବିଶ୍ୱାସ ବି କରିପାରିବେ ନାହିଁ । ଯାହା ଆପଣଙ୍କ ଆଖିଁ ଆଗରେ ଘଟି ଥାଏ ଓ ଆମେ କିଛି କରି ବି ପରି ନଥାୟେ ଆଉ ଯାହା ଦେଖିଁଳେ ଆପଣ ହସିବା କୁ ବାଧ୍ୟ ହେଇଯିବେ । ଭାରତୀୟ ଲୋକମାନେ ଚାଲାଣ ଠାରୁ ବଞ୍ଚିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଉପାୟ ବାଛି ଥାଆନ୍ତି ହେଲେ ମଧ୍ୟପ୍ରଦେଶର ଜଣେ ଯୁବକ ଯିଏକି ଅତି କୋତୁହଲ ପୂର୍ଣ୍ଣ ମାସ୍କ ଜାଗାରେ ନିଜ ସ୍ତ୍ରୀର ସାୟାକୁ ବାନ୍ଧି ଦେଇଛି ନିଜ ମୁହି ରେ ।

କରୋନା ର ଅହିବପାରି ବିପଦ ପରିସ୍ଥିତି ରେ ଲୋକ ମାନେ ମାସ୍କ ପିନ୍ଧିବ କୁ ନେଇ କଟକଣା ଥିବା ବେଳେ ଏହି ସମୟରେ ଯେତେବେଳେ ଏହି ବ୍ୟକ୍ତି ଜଣକ ଦୂରରୁ ଦେଖିଲେ କି ପୋଲିସ ମାସ୍କ ପାଇଁ ଚାଲାଣ କାଟୁଛନ୍ତି ସେହି ବ୍ୟକ୍ତି ଜଣକ ଘର କୁ ନେଇ ଯାଉ ଥିବା ସ୍ତ୍ରୀ ର ନୂଆ ସାୟାକୁ ମୁହଁରେ ବାନ୍ଧି ଦେଇଥିଲେ । ଯାହାକୁ ଦେଖି ପୋଲିସ ମାନେ ମଧ୍ୟ ହସିବାକୁ ବାଧ୍ୟ ହୋଇଥିଲେ ଓ ବିନା ଚାଲାଣ ରେ ଯିବାକୁ ଦେଇଥିଲେ ।

ସେହି ପରି ଆଉ ଏକ ଘଟଣା ରେ ଅକ୍ଟୋବର ୨୦୧୯ ରେ ଭାରତୀୟ ରେଲୱେ ମନ୍ତ୍ରାଳୟ ନିଜର ଚ୍ଯାନେଲ ରେ ଗୋଟିଏ ଭିଡିଓ କ୍ଲିପ ଅପ୍ଲୋଡ କରିଥିଲେ ଓ କହିଲେ କି ତାଙ୍କର ସିସିଟିଭି ଷ୍ଟାଫ ଦାମୋଦର ରେଲୱେ ଷ୍ଟେସନ ରେ ହେଉଥିବା ଲଗାତାର ଚୋରୀ କରୁଥିବା ଚୋର କୁ ଧରିଛି । ପ୍ରଥମେ ଏହି ଷ୍ଟେସନ ରେ ଆରପିଏଫ ପୋଲିସ କୁ ସୂଚନା ମିଳିଲା କି ଏଠି ଜଣେ ମହିଳାର ବ୍ୟାଗ ଚୋରୀ ହୋଇ ଯାଇଛି ବୋଲି । ଆଉ ପଚ ରେ ଜଣ ପଢିଲା କି ସେହି ଚୋର ମାନେ ଅତି କୁଶଳତା ପୂର୍ଣ୍ଣ ଭାବେ ଚାରି କରିଥିଲେ ।

ତେବେ ପ୍ରାୟତଃ ଲୋକମାନ ଙ୍କୁ ଟ୍ରାଫିକ ରୁଲ ଭାଙ୍ଗି ଥିବାର ଦେଖିଥିବେ ଆଉ ଧରା ପଡିଲେ ପୋଲିସ ତାଙ୍କର ଚାଲାଣ କାଟିଥିବାର ମଧ୍ୟ ଦେଖି ଥିବେ ଏଠି ବି ଜଣେ ବ୍ୟକ୍ତି ଭୁଲ ରାସ୍ତାରେ ଟ୍ରାଫିକ ରୁଲ ଭାଙ୍ଗି ଚାଲୁ ଥିବା ଗାଡି ସାମ୍ନା ରେ ନିଜ ଗାଡି ଯିବା ର ଦେଖିବାକୁ ମିଳି ଥିଲା ଆଉ ଏହି ସମୟରେ ଜଣେ ଟ୍ରାଫିକ ପୋଲିସ ସଙ୍ଗେ ସଙ୍ଗେ ଦୌଡି ଆସି ସେହି ଯୁବକର ଗାଡି ଉପରେ ଯାଇ ବସି ପଢ଼ି ଥିଲେ ଯାହାକୁ ଦେଖି ସେଠି ଥିବା ଲୋକମାନେ ହସିବାକୁ ଲାଗିଥିଲେ ।

Leave a Reply

Your email address will not be published. Required fields are marked *